Home Bibles ଦିତୀୟ ବଂଶାବଳୀ 36:4 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 36:4 · ଓଡ଼ିଆ ବାଇବେଲ

ମିଶରର ରାଜା ଯିହାୟୋଦାରହସ୍ଙ୍କ ଭ୍ରାତା ଇଲୀଯାକୀମଙ୍କୁ ଯିହୁଦା ଓ ୟିରୁଶାଲମର ନୂତନ ରାଜା କଲେ। ଏହାପରେ ମିଶରର ରାଜା ଇଲୀଯାକୀମ୍ଙ୍କର ନାମକୁ ପରିବର୍ତ୍ତନ କରି ଯିହାୟୋଦାରକୀମ୍ ଦେଲେ। କିନ୍ତୁ ନଖୋ ଯିହାୟୋଦାରକୀମ୍ର ଭାଇ ଯିହାୟୋଦାରହସ୍ଙ୍କୁ ମିଶରକୁ ନଇଗେଲେ।

Cross references

ଦିତୀୟ ରାଜାବଳୀ 23:34

ତହୁଁ ଫାରୋ-ନଖୋ ଯୋଶିୟଯଙ୍କର ପୁତ୍ର ଇଲିଯାକୀମ୍ ୟିଏ ଯୋଶିୟଯଙ୍କର ସ୍ଥାନ ରେ ନୂଆ ରାଜା ପଦ ରେ ଘୋଷଣା କଲେ, ସେ ତାଙ୍କର ନାମ ଯିହାୟୋଦାରକୀମ୍ ରଖିଲା। କିନ୍ତୁ ଯିହାୟୋଦାରହସ୍ଙ୍କୁ ସେ ମିଶରକୁ ନଇଗେଲେ ଓ ସହେିଠା ରେ ତାଙ୍କର ମୃତ୍ଯୁ ହେଲା।

ପ୍ରଥମ ବଂଶାବଳୀ 3:15

ଯୋଶିୟଯଙ୍କ ପୁତ୍ରମାନଙ୍କର ତାଲିକା ଏହି : ପ୍ରଥମ ପୁତ୍ର ୟୋହାନନ୍, ଦ୍ବିତୀୟ ପୁତ୍ର, ଯିହାୟୋଦାରକୀମ୍, ତୃତୀୟ ପୁତ୍ର ସିଦିକିଯ, ଚତୁର୍ଥ ପୁତ୍ର ଶଲ୍ଲୁମ୍।

ଯିରିମିୟ 22:10

ତୁମ୍ଭମାନେେ ମୃତ ରାଜାଙ୍କ ସକାେଶ ରୋଦନ କର ନାହିଁ। କିଅବା ତାହା ପାଇଁ ବିଳାପ କର ନାହିଁ। ମାତ୍ର ପ୍ରସ୍ଥାନ କରିବା ରାଜା ନିମନ୍ତେ ଅତିଶଯ କ୍ରନ୍ଦନ କର। କାରଣ ସେ ଆଉ ଫରେିବ ନାହିଁ କି ଆପଣା ଜନ୍ମଭୂମି ଆଉ ଦେଖିବ ନାହିଁ।

ଯିରିମିୟ 22:11

ଯେ ହତେୁ ଯିହୁଦାର ରାଜା ଯୋଶିୟର ପୁତ୍ର ଶଲମ୍ ଯେ ଆପଣା ପିତା ଯୋଶିୟର ପଦ ରେ ରାଜତ୍ବ କଲା ଓ ଏହି ସ୍ଥାନରୁ ବାହାରି ଗଲା। ତାହାର ବିଷଯ ରେ ସଦାପ୍ରଭୁ ଏହା କହନ୍ତି, ସେ ଆଉ ୟିରୁଶାଲମକୁ ଫରେିବ ନାହିଁ।

ଯିରିମିୟ 26:1

ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋକୀମର ରାଜତ୍ବର ପ୍ରାରମ୍ଭ ରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ଉପସ୍ଥିତ ହେଲା।

ଯିହିଜିକଲ 19:3

ସହେି ପ୍ରତିପାଳିତ ଛୁଆମାନଙ୍କ ମଧ୍ଯରୁ ଗୋଟଏ ଛୁଆ ୟୁବା ସିଂହ ହେଲା। ସେ ମୃଗଯା କରିବା ଶିଖିଲା ଓ ସେ ମନୁଷ୍ଯମାନଙ୍କୁ ଗ୍ରାସ କଲା।

Interlinear

Choose Theme