ଦିତୀୟ ବଂଶାବଳୀ 35:10 · ଓଡ଼ିଆ ବାଇବେଲ
ନିସ୍ତାରପର୍ବର ସବୋକାର୍ୟ୍ଯ ଆରମ୍ଭ ହବୋ ନିମନ୍ତେ ସମସ୍ତ ବିଷଯର ପ୍ରସ୍ତୁତ ଶଷେ ହବୋପରେ, ଯାଜକ ଓ ଲବେୀୟମାନେ ସମାନଙ୍କେର ସ୍ଥାନକୁ ଗଲେ। ରାଜା ଏହାହିଁ ଆଦେଶ ଦଇେଥିଲେ।
Cross references
ଦିତୀୟ ବଂଶାବଳୀ 30:16
ପରମେଶ୍ବରଙ୍କ ଲୋକ ମାଶାଙ୍କେ ବ୍ଯବସ୍ଥା ନିଯମ ରେ ଯେଉଁ ପ୍ରକାର କୁହାୟାଇଥିଲା, ସମାନେେ ସହେି ପ୍ରକା ରେ ସମାନଙ୍କେର ନିଯମିତ ସ୍ଥାନ ଗ୍ରହଣ କଲେ। ଲବେୀୟମାନେ ଯାଜକମାନଙ୍କୁ ରକ୍ତ ଦେଲେ। ତା'ପରେ ଯାଜକମାନେ ୟଜ୍ଞବଦେୀ ଉପରେ ରକ୍ତକୁ ସିଞ୍ଚନ କଲେ।
ଦିତୀୟ ବଂଶାବଳୀ 35:4
ତୁମ୍ଭମାନଙ୍କର ପରିବାର ଅନୁୟାଯୀ ମନ୍ଦିରର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କର। ରାଜା ଦାଉଦ ଓ ତାଙ୍କର ପୁତ୍ର ରାଜା ଶ ଲୋମନ ତୁମ୍ଭମାନଙ୍କୁ ଯେଉଁ କାର୍ୟ୍ଯସବୁ କରିବାକୁ ଦଇେଛନ୍ତି, ତାହା କର।
ଏଜ୍ରା 6:18
ସମାନେେ ମାଶାେ ପୁସ୍ତକର ଲିଖନ ପ୍ରମାଣେ ୟିରୁଶାଲମ ରେ ପରମେଶ୍ବରଙ୍କ ମନ୍ଦିରର ସବୋପାଇଁ ଯାଜକମାନଙ୍କୁ ସମାନଙ୍କେର ଦଳ ଅନୁସାରେ ଓ ଲବେୀୟମାନଙ୍କୁ ସମାନଙ୍କେ ଦଳ ଅନୁସାରେ ନିୟୁକ୍ତି କଲେ।