Home Bibles ଦିତୀୟ ବଂଶାବଳୀ 30:16 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 30:16 · ଓଡ଼ିଆ ବାଇବେଲ

ପରମେଶ୍ବରଙ୍କ ଲୋକ ମାଶାଙ୍କେ ବ୍ଯବସ୍ଥା ନିଯମ ରେ ଯେଉଁ ପ୍ରକାର କୁହାୟାଇଥିଲା, ସମାନେେ ସହେି ପ୍ରକା ରେ ସମାନଙ୍କେର ନିଯମିତ ସ୍ଥାନ ଗ୍ରହଣ କଲେ। ଲବେୀୟମାନେ ଯାଜକମାନଙ୍କୁ ରକ୍ତ ଦେଲେ। ତା'ପରେ ଯାଜକମାନେ ୟଜ୍ଞବଦେୀ ଉପରେ ରକ୍ତକୁ ସିଞ୍ଚନ କଲେ।

Cross references

ଲେବୀୟ ପୁସ୍ତକ 1:5

ତା'ପରେ ସେ ଗୋଟିଏ ୟୁବା ଷଣ୍ଢ ସଦାପ୍ରଭୁଙ୍କ ସମ୍ମୁଖ ରେ ବଳିଦାନ କରିବ। ହାରୋଣର ଯାଜକ ପୁତ୍ରଗଣ ରକ୍ତ ଆଣିବେ ଏବଂ ସମାଗମ ତମ୍ବୁର ଦ୍ବାର ନିକଟସ୍ଥ ୟଜ୍ଞବଦେୀ ଉପରେ ଚାରିଆଡେ ଛିଞ୍ଚିବେ।

ଦିତୀୟ ବିବରଣ 33:1

ମାଶାେ ଏହି ଆଶୀର୍ବାଦମାନ ଦଇେଥିଲେ, ଯେ କି ପରମେଶ୍ବରଙ୍କର ଲୋକ ଇଶ୍ରାୟେଲକକ୍ସ୍ଟ ମଲା ପୂର୍ବରକ୍ସ୍ଟ ଦଇେଥିଲେ।

ଦିତୀୟ ରାଜାବଳୀ 11:14

ଅଥଲିଯା ଦେଖିଲେ ରାଜା ବିଧି ଅନୁସାରେ ଯେଉଁଠି ଛିଡା ହବୋ କଥା ସେଠି ଛିଡା ହାଇେଛନ୍ତି। ରାଜାଙ୍କ ନିକଟରେ ସନୋପତିମାନେ ଥିଲେ, ଲୋକମାନେ ତୂରୀ ବଜାଉଥିଲେ। ଦେଶର ସମସ୍ତ ଲୋକ ଆନନ୍ଦ କରୁଥିଲେ। ଏଥି ରେ ଅଥଲିଯା ନିଜର ବସ୍ତ୍ର ଚିରି ରାଜଦ୍ରୋହ! ରାଜଦ୍ରୋହ! ବୋଲି ଚିତ୍କାର କଲା।

ପ୍ରଥମ ବଂଶାବଳୀ 23:14

ମାଶାେ ପରମେଶ୍ବରଙ୍କ ଲୋକ ଥିଲେ। ମାଶାଙ୍କେ ପୁତ୍ରମାନେ ଲବେୀୟ ଗୋଷ୍ଠୀର ଅନ୍ତଭୁର୍କ୍ତ ଥିଲେ।

ଦିତୀୟ ବଂଶାବଳୀ 35:10

ନିସ୍ତାରପର୍ବର ସବୋକାର୍ୟ୍ଯ ଆରମ୍ଭ ହବୋ ନିମନ୍ତେ ସମସ୍ତ ବିଷଯର ପ୍ରସ୍ତୁତ ଶଷେ ହବୋପରେ, ଯାଜକ ଓ ଲବେୀୟମାନେ ସମାନଙ୍କେର ସ୍ଥାନକୁ ଗଲେ। ରାଜା ଏହାହିଁ ଆଦେଶ ଦଇେଥିଲେ।

ଦିତୀୟ ବଂଶାବଳୀ 35:11

ନିସ୍ତାରପର୍ବର ମଷେଶାବକଗୁଡ଼ିକୁ ହତ୍ଯା କରାଗଲା। ଏହାପରେ ଲବେୀୟମାନେ ପଶୁଗୁଡ଼ିକର ଚମଡ଼ା ଉତ୍ତାରିଲେ ଓ ଯାଜକମାନଙ୍କୁ ରକ୍ତ ଦେଲେ। ଯାଜକମାନେ ୟଜ୍ଞବଦେୀ ଉପରେ ସହେି ରକ୍ତକୁ ସିଞ୍ଚିଲେ।

ଦିତୀୟ ବଂଶାବଳୀ 35:15

ଆସଫ୍ଙ୍କ ପରିବାରର ଗାଯକମାନେ ସହେି ସ୍ଥାନ ରେ ଛିଡ଼ା ହେଲେ, ଯେଉଁଠା ରେ ରାଜା ଦାଉଦ, ଆସଫ, ହମେନ୍ ଛିଡ଼ା ହେଲେ, ଯେଉଁଠା ରେ ରାଜା ଦାଉଦ, ଆସଫ, ହମେନ୍ ଏବଂ ରାଜାଙ୍କର ଯାଜକ ୟିଦୁଥୁନ୍ ସମାନଙ୍କେୁ ନିୟୁକ୍ତ କରିଥିଲେ। ଦ୍ବାରପାଳଗଣ ଯେଉଁମାନେ ପ୍ରେତ୍ୟକକ ଫାଟକରେ ଥିଲେ, ସମାନଙ୍କେୁ ସମାନଙ୍କେର ସ୍ଥାନ ଛାଡ଼ିବାକୁ ପଡ଼ିଲା ନାହିଁ, କାରଣ ସମାନଙ୍କେର ଭ୍ରାତା ଲବେୀୟଗଣ ସମାନଙ୍କେ ପାଇଁ ନିସ୍ତାରପର୍ବର ସାମର୍ଗୀ ପ୍ରସ୍ତୁତ କରିଥିଲେ।

ଏବ୍ରୀ 11:28

ମାଶାେ ନିସ୍ତାର ଭୋଜି321 (ପର୍ବ) କରି ଦ୍ବାର ମାନଙ୍କ ରେ ରକ୍ତ ସିଞ୍ଚନ କଲେ। ଯିହୂଦୀମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ମୃତ୍ଯୁର ଦୂତ ଯେପରି ମରି ପାରିବେ ନାହିଁ, ସେଥିପାଇଁ ମାଶାେ ଏପରି କଲେ। ମାଶାଙ୍କେର ବିଶ୍ବାସ ଥିବାରୁ ସେ ଏପରି କଲେ।

Interlinear

Choose Theme