Home Bibles ଦିତୀୟ ବଂଶାବଳୀ 34:6 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 34:6 · ଓଡ଼ିଆ ବାଇବେଲ

ଯୋଶିୟଯ, ମନଃଶି, ଇଫ୍ରଯିମ୍,ଶିମିଯୋନ ଓ ନପ୍ତାଲି ପର୍ୟ୍ଯନ୍ତ ଅଞ୍ଚଳର ସମସ୍ତ ସହର ରେ ଏହିପରି କଲେ। ସେ ସହେି ସହରଗୁଡ଼ିକର ନିକଟରେ ଥିବା ଭଗ୍ନାବଶଷେ ପ୍ରତି ମଧ୍ଯ ସହେିରୂପ କଲେ।

Cross references

ପ୍ରଥମ ଶାମୁୟେଲ 13:20

ପଲେଷ୍ଟୀୟମାନେ କବଳେ ଲକ୍ସ୍ଟହା ଶାଣ ଦବୋ କାମ ଛକ୍ସ୍ଟରୀ, ଫାଳ, କକ୍ସ୍ଟରାଢି ଓ କୋଡି ପ୍ରଭୃତି ରେ ଇଶ୍ରାୟେଲୀୟମାନେ ସଠାେକକ୍ସ୍ଟ ଯାଉଥିଲେ।

ଦିତୀୟ ରାଜାବଳୀ 23:15

ନବାଟଙ୍କ ପୁତ୍ର ୟାରବିଯାମ ବୈଥଲେ ରେ ଯେଉଁ ୟଜ୍ଞବଦେୀ ନିର୍ମାଣ କରି ଇଶ୍ରାୟେଲ ଲୋକଙ୍କୁ ପାପ କରାଇଥିଲେ ଓ ସେ ଯେଉଁ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଯୋଶିୟଯ ସହେି ୟଜ୍ଞବଦେୀ ଓ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ। ଯୋଶିୟଯ ସହେି ପ୍ରସ୍ତରକୁ ପଷେି ଚୁର୍ଣ୍ଣ କଲେ ଓ ଆଶରୋ ମୂର୍ତ୍ତୀକୁ ଦଗ୍ଧ କଲେ।

ଦିତୀୟ ରାଜାବଳୀ 23:19

ପୁଣି ଇଶ୍ରାୟେଲର ରାଜାମାନେ ସଦାପ୍ରଭୁଙ୍କୁ ବିରକ୍ତି କରିବା ପାଇଁ ଶମରିଯାର ନାନା ନଗର ରେ ଉଚ୍ଚସ୍ଥଳୀମାନଙ୍କ ରେ ମନ୍ଦିର ନିର୍ମାଣ କରିଥିଲେ ଯୋଶିୟଯ ସେ ସବୁ ଧ୍ବଂସ କଲେ। ବୈଥଲେ ରେ ଯେପରି କରିଥିଲେ ସଠାେରେ ମଧ୍ଯ ସହେିପରି କଲେ।

ଦିତୀୟ ବଂଶାବଳୀ 30:1

ରାଜା ହିଜକିଯ ଇଶ୍ରାୟେଲ ଓ ଯିହୁଦାର ସବୁ ଲୋକମାନଙ୍କ ନିକଟକୁ ବର୍ତ୍ତମାନ ପ୍ ରରଣେ କଲେ। ସେ ଇଫ୍ରଯିମ ଓ ମନଃଶିର ଲୋକମାନଙ୍କ ନିକଟକୁ ମଧ୍ଯ ପତ୍ରମାନ ଲେଖିଲେ। ହିଜକିଯ ସହେି ସମସ୍ତ ଲୋକଙ୍କୁ ୟିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ଆସିବା ନିମନ୍ତେ ନିମନ୍ତ୍ରଣ ଜଣାଇଲେ, ଯେପରି ସମାନେେ ସମସ୍ତ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରିପାରିବେ।

ଦିତୀୟ ବଂଶାବଳୀ 30:10

ବାର୍ତ୍ତାବାହକମାନେ ଇଫ୍ରଯିମ ଓ ମନଃଶି ଅଞ୍ଚଳର ପ୍ରେତ୍ୟକକ ସହରକୁ ଗଲେ। ସମାନେେ ସବୂଲୂନ୍ର ଅଞ୍ଚଳ ପର୍ୟ୍ଯନ୍ତ ମଧ୍ଯ ଗଲେ। କିନ୍ତୁ ଲୋକମାନେ ବାର୍ତ୍ତାବାହକମାନଙ୍କ ପ୍ରତି ଅଟ୍ଟହାସ୍ଯ ଓ ବିଦ୍ରୁପ କଲେ।

ଦିତୀୟ ବଂଶାବଳୀ 31:1

ନିସ୍ତାରପର୍ବର ଉତ୍ସବ ଶଷେ ହେଲା। ନିସ୍ତାରପର୍ବ ନିମନ୍ତେ ୟିରୁଶାଲମ ରେ ଥିବା ଇଶ୍ରାୟେଲର ଲୋକମାନେ ଯିହୁଦାର ସହରଗୁଡ଼କୁ ଫରେିଗଲେ। ଏହାପରେ ସମାନେେ ସହେି ସହରଗୁଡ଼ିକରେ ଥିବା ପଥରର ମୂର୍ତ୍ତିକୁ ଭାଙ୍ଗି ଧୂଳିସାତ୍ କଲେ। ସହେି ପଥର ମୂର୍ତ୍ତିଗୁଡ଼ିକ ଭଣ୍ଡ ଦବେତାମାନଙ୍କର ପୂଜା କରିବା ନିମନ୍ତେ ବ୍ଯବହୃତ ହେଉଥିଲା। ସହେି ଲୋକମାନେ ଆଶରୋ ସ୍ତମ୍ଭଗୁଡ଼ିକୁ ମଧ୍ଯ କାଟି ପକାଇଲେ। ଆଉ ସମାନେେ ଯିହୁଦା ଓ ବିନ୍ଯାମୀନ ରେ ଥିବା ଉଚ୍ଚ ସ୍ଥାନ ଓ ୟଜ୍ଞବଦେୀଗୁଡ଼ିକୁ ନଷ୍ଟ କରି ଦେଲେ। ଲୋକମାନେ ଇଫ୍ରଯିମ୍ ଓ ମନଃଶିର ସମସ୍ତ ଅଞ୍ଚଳ ରେ ମଧ୍ଯ ସହେି ପ୍ରକାର କଲେ। ଭଣ୍ଡ ଦବେତାର ପୂଜା ଉଦ୍ଦେଶ୍ଯ ରେ ବ୍ଯବହୃତ ସମସ୍ତ ବସ୍ତୁକୁ ବିନଷ୍ଟ ନ କରିବା ପର୍ୟ୍ଯନ୍ତ ଲୋକମାନେ ଏହିପରି କାର୍ୟ୍ଯ କଲେ। ଏହାପରେ ସମସ୍ତ ଇଶ୍ରାୟେଲୀୟମାନେ ସମାନଙ୍କେର ନିଜ ସହର ଓ ଗୃହକୁ ଫରେିଗଲେ।

ହିତୋପଦେଶ 25:18

ଜଣେ ୟିଏ ତା'ର ପଡ଼ୋଶୀ ବିପକ୍ଷ ରେ ମିଥ୍ଯା ସାକ୍ଷ୍ଯ ଦିଏ, ସେ ଗଦା, ଖଡ୍ଗ ଓ ତୀକ୍ଷ୍ଣ ବାଣ ସ୍ବରୂପ ଭୟଙ୍କର ଅଟେ।

ଯିଶାଇୟ 7:25

ଦିନ ଥିଲାସଲାକମାଲନସସଠାସର କାର୍ୟ୍ଯରତ ରହୁଥିଲଲ ଓ ପାହାଡ଼ ଉପସର ଖାଦ୍ୟ ଉତ୍ପାଦନ କରୁଥିଲଲ। ମାତ୍ରସସଦିନସଲାକମାଲନ ଆଉସସଠାକୁ ଯିଲବ ନାହିଁ।ସସହି ସ୍ଥାନ ଅନାବନା ଘାସ ଓ କଣ୍ଟକଲର ପୂର୍ଣ୍ଣସହବ। କଲବଳ ମଲଣ୍ଢା ଓସଗାରୁପଲମାନଙ୍କରସସ ଚରାଭୂଇଁସହବ।'

Interlinear

Choose Theme