ପ୍ରଥମ ଶାମୁୟେଲ 13:20 · ଓଡ଼ିଆ ବାଇବେଲ
ପଲେଷ୍ଟୀୟମାନେ କବଳେ ଲକ୍ସ୍ଟହା ଶାଣ ଦବୋ କାମ ଛକ୍ସ୍ଟରୀ, ଫାଳ, କକ୍ସ୍ଟରାଢି ଓ କୋଡି ପ୍ରଭୃତି ରେ ଇଶ୍ରାୟେଲୀୟମାନେ ସଠାେକକ୍ସ୍ଟ ଯାଉଥିଲେ।
Cross references
ଦିତୀୟ ବଂଶାବଳୀ 34:6
ଯୋଶିୟଯ, ମନଃଶି, ଇଫ୍ରଯିମ୍,ଶିମିଯୋନ ଓ ନପ୍ତାଲି ପର୍ୟ୍ଯନ୍ତ ଅଞ୍ଚଳର ସମସ୍ତ ସହର ରେ ଏହିପରି କଲେ। ସେ ସହେି ସହରଗୁଡ଼ିକର ନିକଟରେ ଥିବା ଭଗ୍ନାବଶଷେ ପ୍ରତି ମଧ୍ଯ ସହେିରୂପ କଲେ।
ହିତୋପଦେଶ 27:17
ଯେପରି ଲୁହା ଲୁହାକୁ ଧାର କରେ, ସପରେି ବନ୍ଧୁ ତା'ର ବନ୍ଧୁତ୍ବର ମନକୁ ତୀକ୍ଷ୍ମ କରେ।