Home Bibles ☰ Books ଦିତୀୟ ବଂଶାବଳୀ 34:30 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 34:30 · ଓଡ଼ିଆ ବାଇବେଲ

ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। ଯିହୁଦାର ସମସ୍ତ ଲୋକ, ୟିରୁଶାଲମ ରେ ବାସ କରୁଥିବା ଲୋକମାନେ, ଯାଜକମାନେ, ଲବେୀୟମାନେ, ଏବଂ ସମସ୍ତ ଗୁରୁତ୍ବପୂର୍ଣ୍ଣ ଓ ଗୁରୁତ୍ବହୀନ ଲୋକମାନେ, ଯୋଶିୟଯଙ୍କ ସହିତ ଥିଲେ। ଯୋଶିୟଯ ସୋମନଙ୍କ ନିକଟରେ ବ୍ଯବସ୍ଥା ନିଯମ ପୁସ୍ତକରୁ ସବୁ ବାକ୍ଯ ପଢ଼ି ଶୁଣାଇଲେ। ସଦାପ୍ରଭୁଙ୍କ ମନ୍ଦିର ମଧ୍ଯରୁ ସହେି ପୁସ୍ତକ ମିଳିଥିଲା।

Cross references

ଯାତ୍ରା ପୁସ୍ତକ 24:7

ମାଶାେ ବିଶଷେ ନିଯମ ଲଖାୟୋଇଥିବା ନଳାକାର ପୁସ୍ତକ ନଇେ ଲୋକମାନଙ୍କ ଆଗ ରେ ପାଠ କଲେ। ସମାନେେ କହିଲେ, ସଦାପ୍ରଭୁ ଯାହାସବୁ କରିଛନ୍ତି ଆମ୍ଭମାନେେ ଏହା କରିବୁ ଏବଂ ଆମ୍ଭମାନେେ ମାନିବୁ।

ଦିତୀୟ ବିବରଣ 1:17

ତୁମ୍ଭେ ଯେତବେେଳେ ବିଚାର କରୁଛ ସେତବେେଳେ କୌଣସି ଲୋକକୁ ପ୍ରାଧାନ୍ଯ ଦିଅ ନାହିଁ, ସମସ୍ତଙ୍କକ୍ସ୍ଟ ସମାନ ନ୍ଯାଯ ଦିଅ। ତୁମ୍ଭେ କାହାରିକକ୍ସ୍ଟ ଭୟକର ନାହିଁ, କାରଣ ତୁମ୍ଭର ବିଚାର ପରମେଶ୍ବରଙ୍କଠାରକ୍ସ୍ଟ ଆସିଥାଏ। କିନ୍ତୁ କୌଣସି ବିଚାର ଯଦି ତୁମ୍ଭକୁ କଷ୍ଟ ହକ୍ସ୍ଟଏ ବା ଜଟିଳ ହକ୍ସ୍ଟଏ, ତବେେ ସେ ସମସ୍ଯା ମାେ ପାଖକକ୍ସ୍ଟ ଆଣିବ, ମୁ ତା'ର ସମାଧାନ କରି ଦବେି।'

ଦିତୀୟ ବିବରଣ 17:18

ଏବଂ ସେ ଯେତବେେଳେ ଶାସନ କରିବାକୁ ସିଂହାସନ ରେ ବ ସେ, ଲବେୀୟ ଯାଜକମାନେ ରଖିଥିବା ନଳାକାର ନିଯମ ପସ୍ତକରେ ଏକ ନକଲ ସେ ନିଜ ପାଇଁ କରିବା ଉଚିତ୍।

ଦିତୀୟ ରାଜାବଳୀ 23:2

ଏହାପରେ ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗମନ କଲେ। ତାଙ୍କ ସହିତ ଯିହୁଦାର ସମସ୍ତ ଲୋକ, ୟିରୁଶାଲମର ସମସ୍ତ ବାସିନ୍ଦା, ଯାଜକମାନେ, ଭବିଷ୍ଯଦ୍ବକ୍ତାମାନେ ଓ ସମସ୍ତ ବଡରୁ େଛାଟ ଗମନ କଲେ। ତହୁଁ ସଦାପ୍ରଭୁ ମନ୍ଦିରରୁ ପ୍ରାପ୍ତ ବ୍ଯବସ୍ଥା ପୁସ୍ତକର ସମସ୍ତ ବାକ୍ଯ ସମାନଙ୍କେର କର୍ଣ୍ଣ ଗୋଚର ହବୋ ପାଇଁ ଯୋଶିୟଯ ରାଜା ପାଠ କଲେ।

ଦିତୀୟ ରାଜାବଳୀ 23:21

ତା'ପରେ ଯୋଶିୟ ରାଜା ସମସ୍ତ ଲୋକଙ୍କୁ ଆଦେଶ ଦେଲେ, ଏହି ନିଯମ ପୁସ୍ତକର ୟୁକ୍ତିନୁସା ରେ ତୁମ୍ଭର ପରମେଶ୍ବର ସଦାପ୍ରଭୁଙ୍କର ସମ୍ମାନାର୍ଥେ ନିସ୍ତାର ପର୍ବ ପାଳନ କର।

ଦିତୀୟ ବଂଶାବଳୀ 6:1

ଏହାପରେ ଶଲୋମନ କହିଲେ, ସଦାପ୍ରଭୁ ସେ ଗାଢ଼ ମେଘ ମଧିଅରେ ବାସ କରିବେ।

ଦିତୀୟ ବଂଶାବଳୀ 15:12

ସମାନେେ ସମାନଙ୍କେର ସମସ୍ତ ହୃଦଯ ଓ ସମସ୍ତ ଆତ୍ମା ସହିତ ସଦାପ୍ରଭୁ ପରମେଶ୍ବରଙ୍କର ସବୋ କରିବେ ବୋଲି ଏକ ଚୁକ୍ତି କଲେ। ସମାନଙ୍କେର ପୂର୍ବପୁରୁଷମାନେ ସହେି ପରମେଶ୍ବରଙ୍କର ହିଁ ସବୋ ଆରାଧନା କରୁଥିଲେ।

ଦିତୀୟ ବଂଶାବଳୀ 17:7

ଯିହାଶାଫେଟ୍ ତାଙ୍କର ନେତାଗଣଙ୍କୁ ଯିହୁଦାର ସହରମାନଙ୍କୁ ଶିକ୍ଷା ଦବୋ ନିମନ୍ତେ ପଠାଇଲେ। ଏହା ଯିହାଶାଫେଟ୍ଙ୍କ ରାଜତ୍ବର ତୃତୀୟ ବର୍ଷ ରେ ଘଟିଲା। ସହେି ନେତାମାନେ ଥିଲେ ବିନ୍ହଯିଲ, ଓବଦିଯ, ଜିଖରିଯ, ନଥନେଲ୍ ଓ ମୀଖାଯ,

ଦିତୀୟ ବଂଶାବଳୀ 18:30

ଅରାମର ରାଜା ତାଙ୍କର ରଥ-ଚାଳକମାନଙ୍କୁ ଗୋଟିଏ ଆଦେଶ ଦେଲେ। ସେ ସମାନଙ୍କେୁ କହିଲେ, 'ମହାନ୍ ହେଉ କି ଗୌଣ ହେଉ, କୌଣସି ବ୍ଯକ୍ତି ସହିତ ୟୁଦ୍ଧ କର ନାହିଁ। କିନ୍ତୁ କବଳେ ଇଶ୍ରାୟେଲର ରାଜା ସହିତ ୟୁଦ୍ଧ କର।

ଦିତୀୟ ବଂଶାବଳୀ 34:15

ହିଲ୍କିଯ ସଚିବ ଶାଫନ୍ଙ୍କୁ କହିଲେ, ମୁଁ ସଦାପ୍ରଭୁଙ୍କ ଗୃହ ରେ ବ୍ଯବସ୍ଥା ନିଯମ ପୁସ୍ତକଟି ପାଇଅଛି ! ହିଲ୍କିଯ ଶାଫନ୍ଙ୍କୁ ସହେି ପୁସ୍ତକଟି ଦେଲେ।

ଦିତୀୟ ବଂଶାବଳୀ 34:18

ଏହାପରେ ଶାଫନ୍ ୟିଏ କି ସାମ୍ପାଦକ, ରାଜା ଯୋଶିୟଙ୍କୁ କହିଲେ, ଯାଜକ ହିଲ୍କିଯ ମାେତେ ଏକ ପୁସ୍ତକ ଦଇେଛନ୍ତି। ଏହାପରେ ଶାଫନ୍ ସହେି ପୁସ୍ତକ ପାଠ କରି ରାଜାଙ୍କୁ ଶୁଣାଇଲେ।

ଦିତୀୟ ବଂଶାବଳୀ 34:24

ସଦାପ୍ରଭୁ ଏହିକଥା କହନ୍ତି, 'ଆମ୍ଭେ ଏହି ସ୍ଥାନକୁ ଓ ଏହିଠା ରେ ବାସ କରୁଥିବା ଲୋକଙ୍କ ନିମନ୍ତେ ବିପଦ ଆଣିବା। ଯିହୁଦାର ରାଜାଙ୍କ ସମ୍ମୁଖ ରେ ଏହି ପୁସ୍ତକରୁ ଯେଉଁ ସବୁ ବିଷଯ ପାଠ କରାଗଲା, ଆମ୍ଭେ ସହେି ସମସ୍ତ ଭୟଙ୍କର ବିଷଯ ଘଟାଇବା।

ନିହିମିୟା 8:1

ତେଣୁ ସମସ୍ତ ଲୋକମାନେ ଜଳଦ୍ବାର ନିକଟରେ ଥିବା ଛକରେ ଏକମନ ରେ ଏକତ୍ରୀତ ହେଲେ। ସଦାପ୍ରଭୁ ଇଶ୍ରାୟେଲକୁ ମାଶାଙ୍କେର ଯେଉଁ ବ୍ଯବସ୍ଥା ପୁସ୍ତକ ଆଜ୍ଞା କରିଥିଲେ, ତାହା ଆଣିବା ପାଇଁ ସମାନେେ ଏଜ୍ରା ଲିପିକାରଙ୍କୁ କହିଲେ।

ଆୟୁବ ପୁସ୍ତକ 3:19

ସବୁ ପ୍ରକାରର ଲୋକେ ଯଥା ଦରକାରୀ ଲୋକ ଓ ଅଦରକାରୀ ଲୋକ, ଏପରିକି କ୍ରୀତଦାସମାନେ ମଧ୍ଯ ସମାନଙ୍କେ ମୁନିବଙ୍କଠାରୁ କବର ରେ ମୁକ୍ତି ପାଆନ୍ତି।

ଉପଦେଶକ 1:12

ମୁଁ ଉପଦେଶକ ୟିରୁଶାଲମ ରେ ଇଶ୍ରାୟେଲର ଉପ ରେ ରାଜା ଥିଲି।

Interlinear

Choose Theme