ଏହି ଲୋକମାନେ ପ୍ରକୃତ ରେ ଯଥାର୍ଥ ରୂପେ ତୁମ୍ଭର ଉପାସନା କରିବାକୁ ଚାହିଁଥିଲେ, କିନ୍ତୁ ସମାନେେ ବ୍ଯବସ୍ଥା ନିଯମାନୁୟାଯୀ ନିଜକୁ ପରିଷ୍କୃତ କରିପାରିଲେ ନାହିଁ। ଦୟାକରି କରୁଣା ପ୍ରଦର୍ଶନ କର ଓ ସହେି ଲୋକମାନଙ୍କୁ କ୍ଷମା କର। ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଯାହାଙ୍କୁ ମାନିଥିଲେ ତୁମ୍ଭେ ସହେି ପରମେଶ୍ବର ଅଟ।
Cross references
ପୁଣି ସେ ସ୍ତ୍ରୀ ତତେିଶ ଦିନ ପର୍ୟ୍ଯନ୍ତ ନିଜର େଶୗଚ ନିମନ୍ତେ ରକ୍ତ ସ୍ରାବ ଅବସ୍ଥା ରେ ରହିବ। ଯେପର୍ୟ୍ଯନ୍ତ େଶୗଚର ଦିନ ପୂର୍ଣ୍ଣ ନ ହୁଏ, ସପେର୍ୟ୍ଯନ୍ତ ସେ କୌଣସି ପବିତ୍ର ବସ୍ତୁ ଛୁଇଁବ ନାହିଁ କିମ୍ବା କୌଣସି ପବିତ୍ର ସ୍ଥାନ ରେ ପ୍ରବେଶ କରିବ ନାହିଁ।
ଏଣୁ ତୁମ୍ଭେ ଇଶ୍ରାୟେଲ ସନ୍ତନଗଣଙ୍କୁ ଅଶୁଚି ବିଷଯ ରେ ସତର୍କ କରିଦବେ। ଯଦି ତୁମ୍ଭେ ସମାନଙ୍କେୁ ବିଧି ବିଷଯ ରେ ନଜଣାଇବ, ତବେେ ସମାନେେ ଆମ୍ଭର ପବିତ୍ର ତମ୍ବୁକୁ ଅଶୁଚି କରି ଦବେେ। ଏଥିପାଇଁ ସମାନେେ ମୃତ୍ଯୁବରଣ କରିବେ।
ତୁମ୍ଭେ ହାରୋଣଙ୍କୁ କୁହ, ତୁମ୍ଭର ବଂଶଧରମାନଙ୍କ ମଧିଅରେ ଯାହାର ଶରୀର ରେ ଖୁଣ ଥାଏ, ସେ ପରମେଶ୍ବରଙ୍କର ବିଶିଷ୍ଟ ରୋଟୀ ଉତ୍ସର୍ଗ କରିବା ପାଇଁ ନିକଟକୁ ୟିବ ନାହିଁ।
ତୁମ୍ଭର ସମସ୍ତ ବଂଶଧରମାନଙ୍କ ମଧ୍ଯରୁ କହେି ଯଦି ସେ ଦ୍ରବ୍ଯକୁ ଛୁଁଏ ସେ ଲୋକ ଅପବିତ୍ର ହବେ ଓ ସେ ମାଠାରୁେ ପୃଥକ୍ ରହିବ। କାରଣ ଇଶ୍ରାୟେଲର ସନ୍ତାନଗଣ ଆମ୍ଭ ଉଦ୍ଦେଶ୍ଯ ରେ ସେ ସବୁ ଉତ୍ସର୍ଗ କରିଛନ୍ତି। ଆମ୍ଭେ ସଦାପ୍ରଭୁ ଅଟୁ।
ମାତ୍ର କେତକେ ଲୋକ ମନୁଷ୍ଯର ଶବ ସ୍ପର୍ଶ କରି ଅଶୁଚି ହବୋରୁ ସହେିଦିନ ସମାନେେ ନିସ୍ତାର ପର୍ବ ପାଳନ କରି ପାରିଲେ ନାହିଁ। ଏଥିପାଇଁ ସମାନେେ ସହେିଦିନ ମାଶାେ ଓ ହାରୋଣଙ୍କ ନିକଟକୁ ଆସିଲେ।
ଯଦି କହେି ଶବ ଛୁଇଁ ନିଜକୁ ଶୁଚି ନ କରେ ତବେେ ସେ ସଦାପ୍ରଭୁଙ୍କ ପବିତ୍ର ତମ୍ବୁକୁ ଅଶୁଚି କରେ। ସହେି ମନୁଷ୍ଯ ଇଶ୍ରାୟେଲର ଲୋକମାନଙ୍କ ମଧ୍ଯରୁ ବହିଷ୍କାର ରହିବ। ତାହା ଉପରେ ଶୁଚି ନିମନ୍ତେ ଜଳ ଛିଞ୍ଚା ୟାଇ ନ ଥିବାରୁ ସେ ଅଶୁଚି ହବେ। ତା'ର ଅଶୌଚ ତାହାଠା ରେ ରହିବ।
ତା'ପରେ ଶାମକ୍ସ୍ଟଯଲେ ଇଶ୍ରାୟେଲୀୟମାନଙ୍କୁ କହିଲେ, ପ୍ରକୃତ ରେ ତୁମ୍ଭମାନେେ ଯଦି ହୃଦଯର ସହିତ ସଦାପ୍ରଭୁଙ୍କ ପାଖକକ୍ସ୍ଟ ପ୍ରତ୍ଯାବର୍ତ୍ତନ କରିଛ, ତବେେ ତୁମ୍ଭମାନେେ ବିଦେଶୀ ପ୍ରତିମାଗୁଡିକୁ ଓ ଅଷ୍ଟାରୋତ ପ୍ରତିମା ଫିଙ୍ଗିଦିଅ। ତୁମ୍ଭମାନେେ ସଦାପ୍ରଭୁଙ୍କ ନିକଟରେ ସମର୍ପଣ କର ଓ କବଳେ ତାଙ୍କୁ ହିଁ ସବୋ କର। ସଦାପ୍ରଭୁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ରକ୍ଷା କରିବେ।
ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇସ୍ହାକ୍ ଓ ଇଶ୍ରାୟେଲଙ୍କର ପରମେଶ୍ବର ଅଟ। ଅନୁଗ୍ରହ କରି ଯଥାର୍ଥ ବିଷଯ ଯୋଜନା କରିବାକୁ ତୁମ୍ଭର ଲୋକମାନଙ୍କୁ ସାହାୟ୍ଯ କର। ତୁମ୍ଭ ପ୍ରତି ଅନୁଗତ ଓ ବିଶ୍ବସ୍ତ ହବୋ ନିମନ୍ତେ ସମାନଙ୍କେୁ ସାହାୟ୍ଯ କର।
କିନ୍ତୁ ତୁମ୍ଭେ ଜୀବନ ରେ କେତକେ ଉତ୍ତମ ବିଷଯ କରିଅଛ। ତୁମ୍ଭେ ଏହି ଦେଶରୁ ଆଶରୋ ସ୍ତମ୍ଭଗୁଡ଼ିକୁ ଧ୍ବଂସ କରି ଦଇେଅଛ ଓ ତୁମ୍ଭେ ପରମେଶ୍ବରଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭ ଅନ୍ତର ରେ ସିଦ୍ଧାନ୍ତ ନଇେଅଛ।
କିନ୍ତୁ ଉଚ୍ଚସ୍ଥାନଗୁଡ଼ିକ ଦୂରୀକୃତ ହାଇେ ନ ଥିଲା। ଆଉ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ସମାନଙ୍କେ ପରମେଶ୍ବରଙ୍କର ଅନୁଗାମୀ ହେଲେ ନାହିଁ, ଯାହାଙ୍କର ଅନୁଗାମୀ ତାଙ୍କ ପୂର୍ବପୁରୁଷମାନେ ହାଇେଥିଲେ।
ବଳିତ୍ବରୁ ପୁନରାଗତ ଇଶ୍ରାୟେଲ ସନ୍ତାନଗଣ ଓ ଯେଉଁମାନେ ସମାନଙ୍କେର ପକ୍ଷ ହାଇେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ଅନ୍ବଷେଣ କରିବା ପାଇଁ ଦେଶନିବାସୀ ଅନ୍ୟ ଦେଶୀଯମାନଙ୍କର ଅଶୁଚିତାରୁ ଆପଣାମାନଙ୍କୁ ପୃଥକ୍ କରିଥିଲେ। ସମାନେେ ସମସ୍ତେ ନିସ୍ତାର ପର୍ବ ରେ ଭୋଜନ କଲେ।
ଏଜ୍ରା ସଦାପ୍ରଭୁଙ୍କ ବ୍ଯବସ୍ଥା ଅନୁସନ୍ଧାନ ଓ ପାଳନ କରିବାରୁ ପୁଣି ଇଶ୍ରାୟେଲ ମଧିଅରେ ବ୍ଯବସ୍ଥା ଓ ଆଜ୍ଞା ଶିକ୍ଷା ଦବୋକୁ ଆପଣାକୁ ବିନିୟୋଗ କରିଥିଲେ।
କିନ୍ତୁ ଆୟୁବ ତୁମ୍ଭେ ଯଥାର୍ଥରୂପେ ଅନ୍ତରର ସହିତ ପରମେଶ୍ବରଙ୍କ ସବୋପାଇଁ ପ୍ରସ୍ତୁତ ହବୋ ଉଚିତ। ଏବଂ ତାଙ୍କ ଉପାସନା ପାଇଁ ତୁମ୍ଭର ଦୁଇହାତ ପ୍ରସାରିତ କର।
ହେ ସଦାପ୍ରଭୁ, ତୁମ୍ଭେ ସହେି ନିରୀହ ଲୋକମାନଙ୍କର ଡ଼ାକ ଶୁଣିଛ ବା ସମାନେେ ୟାହା ଚାହୁଁଛନ୍ତି ଜାଣିପାରୁଛ। ସମାନଙ୍କେର ପ୍ରାର୍ଥନା ଶୁଣ ଓ ସମାନେେ ୟାହା ଚାହୁଁଛନ୍ତି ତାହା ପ୍ରଦାନ କର।
ହେ ମାରେ ପୁତ୍ର, ତୁମ୍ଭର ହୃଦଯ ମାେତେ ଦିଅ। ତୁମ୍ଭର ଚକ୍ଷୁ ମାେ ପଥରେ ତୁଷ୍ଟ ହେଉ।