Home Bibles ଦିତୀୟ ବଂଶାବଳୀ 3:11 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 3:11 · ଓଡ଼ିଆ ବାଇବେଲ

ଏହି କିରୁବଦୂତଗଣଙ୍କ ଡ଼ଣୋ ପାଞ୍ଚ ହାତ ଲମ୍ବ ଥିଲା। ଡ଼ଣୋମାନଙ୍କର ସମ୍ପୂର୍ଣ୍ଣ ଲମ୍ବ କୋଡ଼ିଏ ହାତ ଥିଲା। ପ୍ରଥମ କିରୂବ ଦୂତଗଣର ଗୋଟିଏ ଡ଼ଣୋ କଠାେରୀର ଏକ ପାଖ କାନ୍ଥକୁ ସ୍ପର୍ଶ କରୁଥିଲା। ଯେଉଁଟା କି ପାଞ୍ଚ ହାତ ଦୂର ରେ ଥିଲା।

Cross references

ପ୍ରଥମ ରାଜାବଳୀ 6:27

ସହେି କିରୁବଦ୍ବଯ ଗର୍ଭାଗାର ମଧିଅରେ ରଖାୟାଇଥିଲା। ସହେି କିରୁବଦ୍ବଯର ପକ୍ଷ ଏପରି ବିସ୍ତୀର୍ଣ୍ଣ ହାଇେଥିଲା ଯେ ଗୋଟିଏର ପକ୍ଷ ଏକ କାନ୍ଥକୁ ଓ ଅନ୍ୟଟିର ପକ୍ଷ ଅନ୍ୟ କାନ୍ଥକୁ ସ୍ପର୍ଶ କରୁଥିଲା। ପୁଣି ଗୃହ ମଧିଅରେ ସମାନଙ୍କେର ପକ୍ଷ ପରସ୍ପରକୁ ସ୍ପର୍ଶ କରୁଥିଲା।

ଯିହିଜିକଲ 1:9

ସମାନଙ୍କେର ପକ୍ଷଗୁଡ଼ିକ ପରସ୍ପର ସଂୟୁକ୍ତ, ଆଉ ସମାନେେ ଗମନ କଲା ବେଳେ ପଛକୁ ଫରେିଲେ ନାହିଁ। ପ୍ରେତ୍ୟକକ ସମ୍ମୁଖ ଆଡ଼େ ଗମନ କଲେ।

Interlinear

Choose Theme