ସହେି କିରୁବଦ୍ବଯ ଗର୍ଭାଗାର ମଧିଅରେ ରଖାୟାଇଥିଲା। ସହେି କିରୁବଦ୍ବଯର ପକ୍ଷ ଏପରି ବିସ୍ତୀର୍ଣ୍ଣ ହାଇେଥିଲା ଯେ ଗୋଟିଏର ପକ୍ଷ ଏକ କାନ୍ଥକୁ ଓ ଅନ୍ୟଟିର ପକ୍ଷ ଅନ୍ୟ କାନ୍ଥକୁ ସ୍ପର୍ଶ କରୁଥିଲା। ପୁଣି ଗୃହ ମଧିଅରେ ସମାନଙ୍କେର ପକ୍ଷ ପରସ୍ପରକୁ ସ୍ପର୍ଶ କରୁଥିଲା।
Cross references
ସହେି ଦୂତମାନେ ନିଯମ-ସିନ୍ଦୁକକୁ ସମାନଙ୍କେର ଡଣୋ ଦ୍ବାରା ଆଚ୍ଛାଦନ କରିବେ, ଯାହାକି ଆକାଶ ଆଡକୁ ଉେଠ। ଆଚ୍ଛାଦକ ଆଡକୁ ଅନାଇ ଦୂତମାନେ ସାମ୍ନାସାମ୍ନି ରହିବା ଉଚିତ୍।
କିରୂବମାନଙ୍କର ପକ୍ଷ ଉର୍ଦ୍ଧକୁ ବିସ୍ତାରିତ ହାଇେ ପାପାଚ୍ଛାଦନକୁ ଆଚ୍ଛାଦନ କଲା। ଏବଂ ସମାନଙ୍କେର ମୁଖ ପରସ୍ପର ସମ୍ମୁଖୀନ ହାଇେ ରହିଲା। ମାତ୍ର ପାପାଚ୍ଛଦନ ପ୍ରତି କିରୂବମାନଙ୍କର ମୁଖ ରହିଲା।
ତତ୍ପରେ ଯାଜକମାନେ ସଦାପ୍ରଭୁଙ୍କ ନିଯମ ସିନ୍ଦୁକକୁ ଯଥା ସ୍ଥାନ ରେ ଅର୍ଥାତ୍ ମନ୍ଦିରର ଗର୍ଭାଗାର ମହାପବିତ୍ର ସ୍ଥାନସ୍ଥ କିରୁବମାନଙ୍କ ପକ୍ଷତଳେ ରଖିଲେ।
କିରୁବମାନଙ୍କର ପକ୍ଷ ସମଗ୍ର ନିଯମ ସିନ୍ଦୁକକୁ ଓ ସାଙ୍ଗୀ ଉପରକୁ ଆଚ୍ଛାଦନ କରିଥିଲା।
ଏହି କିରୁବଦୂତଗଣଙ୍କ ଡ଼ଣୋ ପାଞ୍ଚ ହାତ ଲମ୍ବ ଥିଲା। ଡ଼ଣୋମାନଙ୍କର ସମ୍ପୂର୍ଣ୍ଣ ଲମ୍ବ କୋଡ଼ିଏ ହାତ ଥିଲା। ପ୍ରଥମ କିରୂବ ଦୂତଗଣର ଗୋଟିଏ ଡ଼ଣୋ କଠାେରୀର ଏକ ପାଖ କାନ୍ଥକୁ ସ୍ପର୍ଶ କରୁଥିଲା। ଯେଉଁଟା କି ପାଞ୍ଚ ହାତ ଦୂର ରେ ଥିଲା।
ନିଯମ-ସିନ୍ଦୁକ ଥିବା ସ୍ଥାନ ଉପରେ କିରୁବଦୂତଗଣ ସମାନଙ୍କେର ପକ୍ଷ ବିସ୍ତାର କରି ରହିଥିଲେ। କିରୁବଦୂତଗଣ ନିଯମ ସିନ୍ଦୁକ ଓ ସିନ୍ଦୁକକୁ ବହି ନଇୟିବୋ ଖମ୍ବଗୁଡ଼ିକ ଉପରେ ଦଣ୍ଡାଯମାନ ଥିଲେ।