କିନ୍ତୁ ଏହି ସମସ୍ତ ପଶୁଙ୍କୁ କାଟି ଓ ଚମଡ଼ା ପରିଷ୍କାର କରି ହାମବେଳି ନବୈେଦ୍ଯ ସ୍ବରୂପେ ଉତ୍ସର୍ଗ କରିବା ନିମନ୍ତେ ୟଥେଷ୍ଟ ସଂଖ୍ଯକ ଯାଜକ ନ ଥିଲେ। ତେଣୁ ସମାନଙ୍କେର ଆତ୍ମୀଯମାନେ ଓ ଲବେୀୟମାନେ କାର୍ୟ୍ଯ ଶଷେ ହବୋ ପର୍ୟ୍ଯନ୍ତ ଓ ଯାଜକମାନେ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ପର୍ୟ୍ଯନ୍ତ ସମାନଙ୍କେୁ ସାହାୟ୍ଯ କଲେ। ଲବେୀୟମାନେ ସଦାପ୍ରଭୁଙ୍କ ସବୋ କରିବା ନିମନ୍ତେ ନିଜଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ଯ ରେ ଅତ୍ଯନ୍ତ ସଚତନେ ଥିଲେ। ସମାନେେ ଯାଜକମାନଙ୍କଠାରୁ ମଧ୍ଯ ଅଧିକ ସଚତନେ ଥିଲେ।
Cross references
ପୁଣି ତୁମ୍ଭେ ସମାନଙ୍କେୁ ଶୁଚି କରି ଦୋଳନୀଯ ନବୈେଦ୍ଯ ରୂପେ ଉତ୍ସର୍ଗ କରିବ, ତା'ପରେ ସମାନେେ ସବୋକରିବା ନିମନ୍ତେ ସମାଗମ ତମ୍ବୁ ରେ ପ୍ରବେଶ କରିବେ।
ମୁଁ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ଲବେୀୟମାନଙ୍କୁ ଦାନରୂପେ ହାରୋଣ ଓ ତା'ର ପୁତ୍ରଗଣଙ୍କୁ ଦଲେି। ସମାନେେ ସମାଗମ ତମ୍ବୁ ନିକଟରେ ଇଶ୍ରାୟେଲୀୟ ଲୋକ ବଦଳ ରେ ସବୋ ଓ ସମାନଙ୍କେ ପାଇଁ ପ୍ରାଯଶ୍ଚିତ କିରିବେ। ଏହି ପ୍ରକା ରେ ଇଶ୍ରାୟେଲର ଲୋକମାନେ ପବିତ୍ରସ୍ଥାନ ନିକଟକୁ ଆସିଲା ବେଳେ କୌଣସି ମହାମାରୀ ଆସିବ ନାହିଁ।
ସମାନେେ ତୁମ୍ଭକୁ ବିବରଣୀ ଦବେେ ଓ ପବିତ୍ର ତମ୍ବୁର ରକ୍ଷାର ଦାଯିତ୍ବ ନବେେ। କିନ୍ତୁ ସମାନେେ ପବିତ୍ର ପାତ୍ର ନିକଟକୁ କିମ୍ବା ୟଜ୍ଞବଦେୀ ନିକଟକୁ ଯିବେ ନାହିଁ। ତେଣୁ ସମାନେେ ମରନ୍ତି ନାହିଁ, ତୁମ୍ଭେ ମଧ୍ଯ ନୁହଁ।
ଆଉ ଆମ୍ଭେ ଇଶ୍ରାୟେଲର ଲୋକମାନଙ୍କ ମଧ୍ଯରୁ ତୁମ୍ଭ ଭ୍ରାତୃଗଣ ଲବେୀମାନଙ୍କୁ ଗ୍ରହଣ କରିଅଛୁ। ସମାନେେ ଯେପରି ସଦାପ୍ରଭୁଙ୍କର ଓ ସମାଗମ ତମ୍ବୁର ସବୋ କରିପାରିବେ, ସମାନେେ ତୁମ୍ଭଙ୍କୁ ଉପହାର ସ୍ବରୂପ ଦେଲେ।
ମାତ୍ର ଯାଜକମାନେ ଯୋୟାଶ୍ ରାଜତ୍ବର ତଇେଶି ବର୍ଷ ପର୍ୟ୍ଯନ୍ତ ଗୃହର କ୍ଷତିସ୍ଥାନ ମରାମତି କରି ନ ଥିଲେ।
ହେ ମାରେ ପରମେଶ୍ବର, ମୁଁ ଜାଣେ ଯେ ତୁମ୍ଭେ ଲୋକମାନଙ୍କର ପରୀକ୍ଷା ନିଅ, ଆଉ, ଲୋକମାନେ ଉତ୍ତମ କର୍ମ କଲେ ତୁମ୍ଭେ ଆନନ୍ଦିତ ହୁଅ। ମୁଁ ଏକ ଶୁଦ୍ଧ, ବିଶ୍ବସ୍ତ ହୃଦଯ ରେ, ଆନନ୍ଦିତ ମନ ରେ ତୁମ୍ଭକୁ ଏହି ସମସ୍ତ ବସ୍ତୁ ଦେଉଅଛି। ମୁଁ ତୁମ୍ଭର ଲୋକମାନଙ୍କୁ ଏଠା ରେ ଏକତ୍ରୀତ ହବୋର ଦେଖୁଅଛି। ଆଉ ସମାନେେ ତୁମ୍ଭ ଉଦ୍ଦେଶ୍ଯ ରେ ଆନନ୍ଦିତ ମନ ରେ ଏହି ବସ୍ତୁଗୁଡ଼ିକ ଦାନ କରୁଥିବାର ମୁଁ ଦେଖୁଅଛି।
ହିଜକିଯ ସମାନଙ୍କେୁ କହିଲେ, ହେ ଲବେୀୟମାନେ, ମାେ' କଥା ଶୁଣ। ତୁମ୍ଭର ପୂର୍ବପୁରୁଷମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କ ମନ୍ଦିର ରେ ସବୋ କରିବା ପାଇଁ ନିଜକୁ ଉତ୍ସର୍ଗୀକୃତ କର। ଅପବିତ୍ର ବସ୍ତୁକୁ ମନ୍ଦିରରୁ ବାହାର କରିନିଅ।
ସମାନେେ ନିଯମିତ ସମୟରେ ନିସ୍ତାରପର୍ବର ଉତ୍ସବ ପାଳନ କରିପାରିଲେ ନାହିଁ। କାରଣ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ୟଥେଷ୍ଟ ସଂଖ୍ଯକ ଯାଜକ ନିଜକୁ ପ୍ରସ୍ତୁତ କରିପାରି ନ ଥିଲେ। ଆଉ ଗୋଟିଏ କାରଣ ଥିଲା, ଲୋକମାନେ ୟିରୁଶାଲମ ରେ ଏକତ୍ରୀତ ହାଇେ ନ ଥିଲେ।
ଏହାପରେ ସମାନେେ ଦ୍ବିତୀୟ ମାସର ଚତୁର୍ଦ୍ଦଶତମ ଦିନ ରେ ନିସ୍ତାରପର୍ବର ମଷେଶାବକଙ୍କୁ ହତ୍ଯା କଲେ। ଯାଜକମାନେ ଓ ଲବେୀୟମାନେ ଲଜ୍ଜିତ ହେଲେ। ସମାନେେ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କଲେ। ଯାଜକ ଓ ଲବେୀୟମାନେ ସଦାପ୍ରଭୁଙ୍କ ମନ୍ଦିରକୁ ହାମବେଳି ଉପହାର ଆଣିଲେ।
ପରମେଶ୍ବରଙ୍କ ଲୋକ ମାଶାଙ୍କେ ବ୍ଯବସ୍ଥା ନିଯମ ରେ ଯେଉଁ ପ୍ରକାର କୁହାୟାଇଥିଲା, ସମାନେେ ସହେି ପ୍ରକା ରେ ସମାନଙ୍କେର ନିଯମିତ ସ୍ଥାନ ଗ୍ରହଣ କଲେ। ଲବେୀୟମାନେ ଯାଜକମାନଙ୍କୁ ରକ୍ତ ଦେଲେ। ତା'ପରେ ଯାଜକମାନେ ୟଜ୍ଞବଦେୀ ଉପରେ ରକ୍ତକୁ ସିଞ୍ଚନ କଲେ।
ନିସ୍ତାରପର୍ବର ମଷେଶାବକଗୁଡ଼ିକୁ ହତ୍ଯା କରାଗଲା। ଏହାପରେ ଲବେୀୟମାନେ ପଶୁଗୁଡ଼ିକର ଚମଡ଼ା ଉତ୍ତାରିଲେ ଓ ଯାଜକମାନଙ୍କୁ ରକ୍ତ ଦେଲେ। ଯାଜକମାନେ ୟଜ୍ଞବଦେୀ ଉପରେ ସହେି ରକ୍ତକୁ ସିଞ୍ଚିଲେ।
ପରମେଶ୍ବର ସବୁବେଳେ ୟଥାର୍ଥ ହୃଦଯ ବ୍ଯକ୍ତିମାନଙ୍କୁ ସାହାୟ୍ଯ କରନ୍ତି, ତଣେୁ ପରମେଶ୍ବର ମାେତେ ନିଶ୍ଚଯ ରକ୍ଷା କରିବେ।
ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ଯବାଦ ସ୍ବର ଶୁଣାଇବି। ମୁଁ ତୁମ୍ଭର ଆଶ୍ଚର୍ୟ୍ଯଜନକ କାର୍ୟ୍ଯ, ୟାହା ତୁମ୍ଭେ କରିଛ, ତାହା ଗାଇ ବୁଲିବି।
ନ୍ଯାଯ ଫରେିବ ଏବଂ ଏହା ସ୍ବଚ୍ଛତା ଆଣିବ ଏବଂ ଯେଉଁ ସମସ୍ତ ବ୍ଯକ୍ତି ସତ୍ଯପ୍ରିଯ ଅଟନ୍ତି, ନ୍ଯାଯର ଅନୁଗାମୀ ହବେେ।