ଦିତୀୟ ବଂଶାବଳୀ 23:9 · ଓଡ଼ିଆ ବାଇବେଲ
ଯିହାୟୋଦାରଦା ଯାଜକ ଉଚ୍ଚାଧିକାରୀମାନଙ୍କୁ ରାଜା ଦାଉଦଙ୍କ ବର୍ଚ୍ଛାସବୁ ଓ ବୃହତ୍ ତଥା କ୍ଷୁଦ୍ର ଢ଼ାଲଗୁଡ଼ିକ ଦେଲେ। ପରମେଶ୍ବରଙ୍କ ମନ୍ଦିର ରେ ସହେି ଅସ୍ତ୍ରଗୁଡ଼ିକ ରଖାୟାଇଥିଲା।
Cross references
ପ୍ରଥମ ଶାମୁୟେଲ 21:9
ଦାଉଦ ଅହୀମଲକେକକ୍ସ୍ଟ କହିଲେ, ଏଠା ରେ ତକ୍ସ୍ଟମ୍ଭ ହାତ ରେ ଖଣ୍ତା କିମ୍ବା ବର୍ଚ୍ଛା ନାହିଁତ? ମୁ ଆପଣା ଖଡ୍ଗ ବା ଅସ୍ତ୍ରଶସ୍ତ୍ର ସାଥି ରେ ଆଣି ନାହିଁ। ଯେଣକ୍ସ୍ଟ ରାଜାଙ୍କ ଅଭିୟାନ ଶିଘ୍ର କରିବାକୁ ପଡିବ।
ଦିତୀୟ ଶାମୁୟେଲ 8:7
ଦାଉଦ ହଦଦଷେର ଅଧିକାରୀମାନଙ୍କ ପାଖ ରେ ଥିବା ସକ୍ସ୍ଟବର୍ଣ୍ଣ ଢାଲଗକ୍ସ୍ଟଡିକ ଛଡାଇ ଆଣିଲେ। ଦାଉଦ ସହେି ସକ୍ସ୍ଟବର୍ଣ୍ଣ ଢାଲଗକ୍ସ୍ଟଡିକ ଯିରୁଶାଲମକୁ ନଇେ ଆସିଲେ।