ଏହାପରେ ଯିହାୟୋଦାରଦା ଲୋକମାନଙ୍କୁ କେଉଁଠା ରେ ଛିଡ଼ା ହବୋକୁ ପଡ଼ିବ, ତାହା କହିଲେ। ପ୍ରେତ୍ୟକକ ବ୍ଯକ୍ତି ତାହାର ଅସ୍ତ୍ରକୁ ନିଜ ହସ୍ତ ରେ ଧରିଲା। ମନ୍ଦିରର ଦକ୍ଷିଣ ପାଶର୍ବରୁ ମନ୍ଦିରର ବାମପାଶର୍ବ ୟାଏଁ ଲୋକମାନେ ଠିଆ ହାଇେ ରହିଲେ। ସମାନେେ ୟଜ୍ଞବଦେୀ ନିକଟରେ, ମନ୍ଦିର ନିକଟରେ ଓ ରାଜାଙ୍କ ନିକଟରେ ଠିଆ ହାଇେ ରହିଲେ।
Cross references
ଆଉ ସମାଗମ ତମ୍ବୁର ପବିତ୍ର ତମ୍ବୁ ସମ୍ମୁଖ ରେ ହାମବେଳି ରଖିବ।
ଏହି ପ୍ରହରୀମାନେ ସଦାପ୍ରଭୁଙ୍କ ମନ୍ଦିରର ଦକ୍ଷିଣ ପାଶର୍ବରୁ ବାମପାଶର୍ବ ପର୍ୟ୍ଯନ୍ତ ୟଜ୍ଞବଦେୀ ଓ ରାଜାଙ୍କ ଚତୁଃପାଶର୍ବ ରେ ହସ୍ତ ରେ ଅସ୍ତ୍ର ଧରି ଠିଆ ହାଇେ ରହିଲେ।
ଶଲୋମନ ସଦାପ୍ରଭୁଙ୍କ ୟଜ୍ଞବଦେୀର ସମ୍ମୁଖ ରେ ଠିଆ ହେଲେ। ସେ ଏକତ୍ରୀତ ସମଗ୍ର ଇଶ୍ରାୟେଲର ଲୋକମାନଙ୍କର ସମ୍ମୁଖ ରେ ଠିଆ ହେଲେ। ଏହାପରେ ଶଲୋମନ ତାଙ୍କର ହସ୍ତ ପ୍ରସାରିତ କଲେ।
ସମାନେେ ପରସ୍ପରକୁ ଠଲନ୍େତି ନାହିଁ। ପ୍ରେତ୍ୟକକ ନିଜ ପଥରେ ଅଗ୍ରସର ହୁଅନ୍ତି। ଯଦି ଜଣେ ଅନ୍ୟ ଜଣଙ୍କୁ ଆଘାତ କରେ ଓ ସେ ଖସିପଡେ, ତବେେ ଅନ୍ୟ ଜଣକ ସହେି ପଥରେ ଅଗ୍ରସର ହୁଏ।