Home Bibles ଦିତୀୟ ବଂଶାବଳୀ 23:12 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 23:12 · ଓଡ଼ିଆ ବାଇବେଲ

ଲୋକମାନେ ମନ୍ଦିରକୁ ଦୌଡ଼ିକରି ୟିବା ଓ ରାଜାଙ୍କର ପ୍ରଶଂସା କରିବାର ଶବ୍ଦ ଅଥଲିଯା ଶୁଣିବାକୁ ପାଇଲେ। ସେ ସଦାପ୍ରଭୁଙ୍କ ମନ୍ଦିର ରେ ଲୋକମାନଙ୍କ ନିକଟକୁ ଆସିଲେ।

Cross references

ଦିତୀୟ ରାଜାବଳୀ 9:32

ଯହେୂ ଝରକା ଆଡେ ମୁଖ ଉଠାଇ କହିଲେ, କିଏ ମାେ ପକ୍ଷ ରେ ଅଛି?

ଦିତୀୟ ରାଜାବଳୀ 11:13

ଏଥି ରେ ଅଥଲିଯା ପ୍ରହରୀବର୍ଗର ଓ ଲୋକମାନଙ୍କର କୋଳାହଳ ଶୁଣି ସଦାପ୍ରଭୁଙ୍କ ମନ୍ଦିରର ଲୋକମାନଙ୍କ ନିକଟକୁ ଆସିଲା।

Interlinear

Choose Theme