Home Bibles ଦିତୀୟ ବଂଶାବଳୀ 22:9 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 22:9 · ଓଡ଼ିଆ ବାଇବେଲ

ତା'ପରେ ଯହେୂ ଅହସିଯଙ୍କର ଅନ୍ବଷେଣ କଲେ। ସେ ଶମରିଯା ସହର ରେ ଲୁଚିବାକୁ ଚେଷ୍ଟା କରୁଥିବା ସମୟରେ ଯହେୂଙ୍କର ଲୋକମାନେ ତାଙ୍କୁ କାବୁ କଲେ। ସମାନେେ ଅହସିଯଙ୍କୁ ଯହେୂଙ୍କ ନିକଟକୁ ଆଣିଲେ। ସମାନେେ ଅହସିଯଙ୍କୁ ଯହେୂଙ୍କ ନିକଟକୁ ଆଣିଲେ। ସମାନେେ ଅହସିଯଙ୍କୁ ହତ୍ଯା କଲେ ଓ ତାଙ୍କୁ କବର ଦେଲେ। ସମାନେେ କହିଲେ, ଅହସିଯ ୟିହୋଶାଫଟ୍ଙ୍କ ବଂଶଧର ଥିଲେ। ଯିହାଶାଫେଟ୍ ଆପଣାର ସମସ୍ତ ହୃଦଯ ସହିତ ସଦାପ୍ରଭୁଙ୍କର ଅନୁସରଣ କରୁଥିଲେ। ଯିହୁଦା ରାଜ୍ଯକୁ ଏକତ୍ର ରଖିବା ନିମନ୍ତେ ଅହସିଯଙ୍କ ବଂଶର ଆଉ କୌଣସି କ୍ଷମତା ରହିଲା ନାହିଁ।

Cross references

ପ୍ରଥମ ରାଜାବଳୀ 13:21

ଯିହୁଦାରୁ ସହେି ପରମେଶ୍ବରଙ୍କ ଲୋକକୁ ଭବିଷ୍ଯଦ୍ବକ୍ତା କହିଲେ, ସଦାପ୍ରଭୁ କହନ୍ତି, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯର ବିରୁଦ୍ଧାଚରଣ କରିଅଛ। ତୁମ୍ଭେ ଆଜ୍ଞା ପାଳନ କରିନାହଁ। ଯାହା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଆଜ୍ଞା ଦେଲେ।

ପ୍ରଥମ ରାଜାବଳୀ 14:13

ପୁଣି ସମଗ୍ର ଇଶ୍ରାୟେଲ ତା'ର ମୃତ୍ଯୁ ରେ ଶାେକ କରିବ ଓ ତାକୁ ନଇେ କବର ଦବେ। ସେ ହେଉଛି ୟାରବିଯାମ ବଂଶର ଏକମାତ୍ର ପୁରୁଷ ଯେ କି କବର ପାଇବ, କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ୟାରବିଯାମର ପରିବାର ରେ କବଳେ ମହତ ଆତ୍ମା ରୂପେ ତାଙ୍କୁ ପାଇଲେ।

ଦିତୀୟ ରାଜାବଳୀ 9:27

ଯିହୁଦାର ରାଜା ଅହସିଯ ଏହା ଦେଖି ପଳାଯନ କଲେ। ସେ ଉଦ୍ୟାନ ଗୃହ ଦଇେ ପଳାଯନ କରୁଥିବା ବେଳେ ଯହେୂ ତାଙ୍କ ପେଛ ପେଛ ୟାଇ କହିଲେ, ଅହସିଯଙ୍କୁ ମଧ୍ଯ ସହେି ରଥରେ ଆଘାତ କର।

ଦିତୀୟ ରାଜାବଳୀ 9:34

ଯହେୂ ଭିତରକୁ ୟାଇ ଭୋଜନ ପାନ କଲେ। ତା'ପରେ ସେ କହିଲେ, ବର୍ତ୍ତମାନ ଏହି ଅଭିଶପ୍ତା ନାରୀ କଥା ବୁଝ ଓ ତାକୁ କବର ଦିଅ, କାରଣ ସେ ରାଜକନ୍ଯା।

ଦିତୀୟ ବଂଶାବଳୀ 17:3

ସଦାପ୍ରଭୁ ଯିହାଶାଫେଟ୍ଙ୍କ ସହିତ ଥିଲେ, କାରଣ ଯିହାଶାଫେଟ୍ ଆରମ୍ଭରୁ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ତୁଲ୍ଯ ଉତ୍ତମ କର୍ମମାନ କରିଥିଲେ। ଯିହାଶାଫେଟ୍ ବାଲ୍ ପ୍ରତିମାମାନଙ୍କର ଉପାସନା କଲେ ନାହିଁ।

ଦିତୀୟ ବଂଶାବଳୀ 17:4

ଯିହାଶାଫେଟ୍ଙ୍କର ପୂର୍ବପୁରୁଷମାନେ ଯେଉଁ ପରମେଶ୍ବରଙ୍କର ଅନୁଗାମୀ ହାଇେଥିଲେ, ଯିହାଶାଫେଟ୍ ତାଙ୍କର ଅନ୍ବଷେଣ କଲେ। ସେ ପରମେଶ୍ବରଙ୍କ ଆଜ୍ଞା ସକଳର ଅନୁଗାମୀ ହେଲେ। ସେ ପରମେଶ୍ବରଙ୍କ ଆଜ୍ଞା ସକଳର ଅନୁଗାମୀ ହେଲେ। ଇଶ୍ରାୟେଲର ଲୋକମାନେ ଯେପରି ଜୀବନ କାଟୁଥିଲେ, ସେ ସେପ୍ରକାର ଜୀବନ କାଟୁ ନ ଥିଲେ।

ଦିତୀୟ ବଂଶାବଳୀ 19:3

କିନ୍ତୁ ତୁମ୍ଭେ ଜୀବନ ରେ କେତକେ ଉତ୍ତମ ବିଷଯ କରିଅଛ। ତୁମ୍ଭେ ଏହି ଦେଶରୁ ଆଶରୋ ସ୍ତମ୍ଭଗୁଡ଼ିକୁ ଧ୍ବଂସ କରି ଦଇେଅଛ ଓ ତୁମ୍ଭେ ପରମେଶ୍ବରଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭ ଅନ୍ତର ରେ ସିଦ୍ଧାନ୍ତ ନଇେଅଛ।

ଦିତୀୟ ବଂଶାବଳୀ 21:4

ଯିହାରୋମ୍ ତାଙ୍କର ପିତାଙ୍କର ରାଜ୍ଯପଦ ଗ୍ରହଣ କଲେ ଓ ଆପଣାକୁ ଦୃଢ଼ କଲେ। ଏହାପରେ ସେ ନିଜ ଭ୍ରାତାମାନଙ୍କୁ ବଧ କରିବା ନିମନ୍ତେ ଏବଂ ଖଡ୍ଗ ବ୍ଯବହାର କଲେ। ସେ ଇଶ୍ରାୟେଲର କେତକେ ନେତାଙ୍କୁ ମଧ୍ଯ ବଧ କଲେ।

ଦିତୀୟ ବଂଶାବଳୀ 21:17

ସହେି ଲୋକମାନେ ଯିହୁଦା ଦେଶ ଆକ୍ରମଣ କଲେ। ସମାନେେ ରାଜାଙ୍କ ଗୃହ ରେ ଥିବା ସମସ୍ତ ଧନରତ୍ନ ଲୁଟି ନେଲେ ଓ ଯିହାରୋମ୍ଙ୍କ ପୁତ୍ର ଓ ସ୍ତ୍ରୀଗଣଙ୍କୁ ନଇଗେଲେ। କବଳେ ଯିହାରୋମ୍ଙ୍କ କନିଷ୍ଠ ପୁତ୍ର ରକ୍ଷା ପାଇୟାଇଥିଲା। ଯିହାରୋମ୍ଙ୍କ କନିଷ୍ଠ ପୁତ୍ରର ନାମ ଥିଲା ୟିହୋଯାହସ୍।

ଦିତୀୟ ବଂଶାବଳୀ 21:20

ଯିହାରୋମ୍ ରାଜା ହବୋ ସମୟରେ ବତିଶ ବର୍ଷ ବଯସ୍କ ଥିଲେ। ସେ ୟିରୁଶାଲମ ରେ ଆଠବର୍ଷ ରଜତ୍ବ କଲେ। ଯିହାରୋମ୍ଙ୍କ ମୃତ୍ଯୁ ରେ କୌଣସି ବ୍ଯକ୍ତି ଦୁଃଖ କଲେ ନାହିଁ। ଲୋକମାନେ ଯିହାରୋମ୍ଙ୍କୁ ଦାଉଦଙ୍କ ନଗର ରେ କବର ଦେଲେ ସତ, କିନ୍ତୁ ଯେଉଁଠା ରେ ରାଜାମାନଙ୍କୁ କବର ଦିଆୟାଏ, ସଠାେରେ କବର ଦେଲେ ନାହିଁ।

ଦିତୀୟ ବଂଶାବଳୀ 22:8

ଯହେୂ ଆହାବଙ୍କ ପରିବାରକୁ ଦଣ୍ଡ ଦେଉଥିଲେ। ଯହେୂ ଅହସିଯଙ୍କ ସବୋକାରୀ ଯିହୁଦାର ନେତାଗଣ ଓ ଅହସିଯଙ୍କ ଆତ୍ମୀଯମାନଙ୍କୁ ପାଇଲେ। ଯହେୂ ଯିହୁଦାର ସହେି ନେତାଗଣ ଓ ଅହସିଯଙ୍କ ଆତ୍ମୀଯମାନଙ୍କୁ ହତ୍ଯା କଲେ।

ଦିତୀୟ ବଂଶାବଳୀ 24:25

ଅରାମୀଯମାନେ ୟୋଯାଶ୍ଙ୍କ ନିକଟରୁ ଯେତବେେଳେ ପ୍ରସ୍ଥାନ କଲେ, ସେ ଗୁରୁତର ଭାବରେ ଆହତ ହାଇେଥିଲେ। ୟୋଯାଶ୍ଙ୍କର ନିଜ ଭୃତ୍ଯମାନେ ତାଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କଲେ। ଯୋୟାଶ୍ ଯିହାୟୋଦାରଦା ଯାଜକଙ୍କର ପୁତ୍ର ଜିଖରିଯଙ୍କୁ ହତ୍ଯା କରିଥିବାରୁ ସମାନେେ ଏହିପରି କଲେ। ସହେି ଭୃତ୍ଯମାନେ ୟୋଯାଶ୍ଙ୍କୁ ତାଙ୍କର ଶୟ୍ଯା ଉପରେ ହିଁ ବଧ କଲେ। ଯୋୟାଶ୍ ମୃତ୍ଯୁ ଭୋଗ କରିବା ପରେ ଲୋକମାନେ ତାଙ୍କୁ ଦାଉଦଙ୍କ ନଗର ରେ କବର ଦେଲେ, କିନ୍ତୁ ସମାନେେ ତାଙ୍କୁ ରାଜାମାନେ ଯେଉଁ ସ୍ଥାନ ରେ କବର ପାଆନ୍ତି, ସେ ସ୍ଥାନ ରେ କବର ଦେଲେ ନାହିଁ।

ଦିତୀୟ ବଂଶାବଳୀ 25:27

ଯେତବେେଳେ ଅମତ୍ସିଯ ସଦାପ୍ରଭୁଙ୍କର ବାଧ୍ଯ ହବୋ ବନ୍ଦ କରି ଦେଲେ, ୟିରୁଶାଲମର ଲୋକମାନେ ଅମତ୍ସିଯଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କଲେ। ସେ ଲାଖୀଶ୍ ସହରକୁ ଲୋକମାନଙ୍କୁ ପଠାଇଲେ ଓ ସମାନେେ ସଠାେରେ ଅମତ୍ସିଯଙ୍କୁ ହତ୍ଯା କଲେ।

ଦିତୀୟ ବଂଶାବଳୀ 33:24

ଆମାେନ୍ଙ୍କ ଭୃତ୍ଯମାନେ ତାଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କଲେ। ସମାନେେ ଆମାେନ୍ଙ୍କୁ ତାଙ୍କର ନିଜ ଗୃହ ରେ ହତ୍ଯା କଲେ।

Interlinear

Choose Theme