ଯହେୂ ଆହାବଙ୍କ ପରିବାରକୁ ଦଣ୍ଡ ଦେଉଥିଲେ। ଯହେୂ ଅହସିଯଙ୍କ ସବୋକାରୀ ଯିହୁଦାର ନେତାଗଣ ଓ ଅହସିଯଙ୍କ ଆତ୍ମୀଯମାନଙ୍କୁ ପାଇଲେ। ଯହେୂ ଯିହୁଦାର ସହେି ନେତାଗଣ ଓ ଅହସିଯଙ୍କ ଆତ୍ମୀଯମାନଙ୍କୁ ହତ୍ଯା କଲେ।
Cross references
ଏବେ ତୁମ୍ଭମାନେେ ଜାଣ ସଦାପ୍ରଭୁ ଯାହା ଆହାବ୍ ବଂଶ ବିଷଯ ରେ କହିଥିଲେ, ତାହା ନିଶ୍ଚଯ ଘଟିବ। ସଦାପ୍ରଭୁ ତାଙ୍କର ଦାସ ଏଲିଯ ଦ୍ବାରା ଯାହା କହିଥିଲେ ତାହା ଆଜି ସଫଳ କରାଇଛନ୍ତି।
ଯହେୂ ୟିଷ୍ରିଯଲେ ତ୍ଯାଗ କରି ଶମରିଯାକୁ ଗଲେ। ସେ ପଥ ମଧିଅରେ ମଷେପାଳକମାନଙ୍କ ଛାଉଣୀ ନିକଟରେ ଅଟକି ଗଲେ। ଯେଉଁଠା ରେ ସମାନେେ ସମାନଙ୍କେ ମଷଠାରୁେ ଲୋମ କାଟିଥିଲେ।
ତା'ପରେ ଯହେୂ ତାଙ୍କ ଲୋକମାନଙ୍କୁ ଆଦେଶ ଦେଲେ, ଏମାନଙ୍କୁ ଜୀବନ୍ତ ଧର।
ଅରାମୀଯ ସୈନ୍ଯଦଳ ନିଜ ସହିତ ଲୋକମାନଙ୍କର ଏକ କ୍ଷୁଦ୍ରଦଳକୁ ନଇେ ଆସିଥିଲେ କିନ୍ତୁ ସଦାପ୍ରଭୁ ସମାନଙ୍କେୁ ଯିହୁଦାର ବୃହତ୍ ସୈନ୍ଯଦଳ ଉପରେ ବିଜଯଲାଭ କରିବାକୁ ଦେଲେ। ସଦାପ୍ରଭୁ ଏହିପରି କଲେ, କାରଣ ଯିହୁଦାର ଲୋକମାନେ ସମାନଙ୍କେ ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ବରଙ୍କର ଅନୁଗାମୀ ହାଇେଥିଲେ, ସମାନେେ ତାଙ୍କୁ ପରିତ୍ଯାଗ କରିଥିଲେ। ତେଣୁ ଯୋୟାଶ୍ ଦଣ୍ଡିତ ହେଲେ।