Home Bibles ଦିତୀୟ ବଂଶାବଳୀ 21:19 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 21:19 · ଓଡ଼ିଆ ବାଇବେଲ

ଆଉ, ଦୁଇବର୍ଷ ପରେ ଅତିରିକ୍ତ ଅସୁସ୍ଥତା ହତେୁରୁ ଯିହାରୋମ୍ଙ୍କର ଅନ୍ତବୁଜୁଳା ବାହାରି ପଡ଼ିଲା। ଅତ୍ଯନ୍ତ ୟନ୍ତ୍ରଣା ଭୋଗି ସେ ମୃତ୍ଯୁବରଣ କଲେ। ତାଙ୍କ ପିତାଙ୍କ ନିମନ୍ତେ ଯେପରି କରିଥିଲେ, ଲୋକମାନେ ସପରେି ୟିହୋରାମ୍ଙ୍କ ସମ୍ମାନାର୍ଥେ ବିରାଟ ଅଗ୍ନିଦାହ କଲେ ନାହିଁ।

Cross references

ଦିତୀୟ ବଂଶାବଳୀ 16:14

ଆସା ଦାଉଦଙ୍କ ନଗର ରେ ନିଜ ନିମନ୍ତେ ଯେଉଁ ସମାଧି ନିର୍ମାଣ କରିଥିଲେ, ଲୋକମାନେ ତାଙ୍କୁ ସହେି ସମାଧି ରେ କବର ଦେଲେ। ଲୋକମାନେ ତାଙ୍କୁ ଏପ୍ରକାର ଏକ ଶୟ୍ଯା ରେ ରଖିଲେ, ଯାହା ବିଭିନ୍ନ ପ୍ରକାର ମସଲା ଓ ମିଶ୍ରିତ ସୁଗନ୍ଧିତ ଅତର ରେ ପୂର୍ଣ୍ଣ ଥିଲା। ଆସାଙ୍କୁ ସମ୍ମାନ ଦବୋ ନିମନ୍ତେ ଲୋକମାନେ ଏକ ବିରାଟ ଅଗ୍ନିଦାହ କଲେ।

ଦିତୀୟ ବଂଶାବଳୀ 24:25

ଅରାମୀଯମାନେ ୟୋଯାଶ୍ଙ୍କ ନିକଟରୁ ଯେତବେେଳେ ପ୍ରସ୍ଥାନ କଲେ, ସେ ଗୁରୁତର ଭାବରେ ଆହତ ହାଇେଥିଲେ। ୟୋଯାଶ୍ଙ୍କର ନିଜ ଭୃତ୍ଯମାନେ ତାଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କଲେ। ଯୋୟାଶ୍ ଯିହାୟୋଦାରଦା ଯାଜକଙ୍କର ପୁତ୍ର ଜିଖରିଯଙ୍କୁ ହତ୍ଯା କରିଥିବାରୁ ସମାନେେ ଏହିପରି କଲେ। ସହେି ଭୃତ୍ଯମାନେ ୟୋଯାଶ୍ଙ୍କୁ ତାଙ୍କର ଶୟ୍ଯା ଉପରେ ହିଁ ବଧ କଲେ। ଯୋୟାଶ୍ ମୃତ୍ଯୁ ଭୋଗ କରିବା ପରେ ଲୋକମାନେ ତାଙ୍କୁ ଦାଉଦଙ୍କ ନଗର ରେ କବର ଦେଲେ, କିନ୍ତୁ ସମାନେେ ତାଙ୍କୁ ରାଜାମାନେ ଯେଉଁ ସ୍ଥାନ ରେ କବର ପାଆନ୍ତି, ସେ ସ୍ଥାନ ରେ କବର ଦେଲେ ନାହିଁ।

ଯିରିମିୟ 34:5

ତୁମ୍ଭେ ତୁମ୍ଭ ପୂର୍ବପୁରୁଷଙ୍କ ପରି ଓ ପୂର୍ବବର୍ତ୍ତୀ ରାଜାମାନଙ୍କ ପରି ଶାନ୍ତି ରେ ମୃତ୍ଯୁବରଣ କରିବ। ଯେପରି ସୁଗନ୍ଧ ସମାନେେ ତାଙ୍କ ପାଇଁ ଜାଳି ଥିଲେ, ସହେିପରି ସମାନେେ ତୁମ୍ଭ ପାଇଁ ସୁଗନ୍ଧ ଜାଳିବେ। ପୁଣି ହାୟ ପ୍ରଭୋ ! ହାୟ ପ୍ରଭୋ ! କହି ସମାନେେ ତୁମ୍ଭ ପାଇଁ ବିଳାପ କରିବେ।' କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଏହା କହିଅଛୁ।

Interlinear

Choose Theme