Home Bibles ☰ Books ଦିତୀୟ ବଂଶାବଳୀ 20:7 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 20:7 · ଓଡ଼ିଆ ବାଇବେଲ

ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ବର ଅଟ। ତୁମ୍ଭେ ଏହି ଦେଶର ଲୋକମାନଙ୍କୁ ବଳପୂର୍ବକ ତଡି ଦଲେ। ତୁମ୍ଭେ ଏହି କର୍ମ ତୁମ୍ଭର ଲୋକ ଇଶ୍ରାୟେଲର ସମ୍ମୁଖ ରେ କଲ। ତୁମ୍ଭେ ଅନନ୍ତକାଳ ନିମନ୍ତେ ଅବ୍ରହାମଙ୍କ ବଂଶଧରମାନଙ୍କୁ ଏହି ଦେଶ ଦଇେଅଛ। ଅବ୍ରହାମ ତୁମ୍ଭର ବନ୍ଧୁ ଥିଲେ।

Cross references

ଆଦି ପୁସ୍ତକ 12:7

ସଦାପ୍ରଭୁ ଅବ୍ରାମକୁ ଦର୍ଶନ ଦେଲେ ଏବଂ କହିଲେ, ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦବେି।

ଆଦି ପୁସ୍ତକ 13:15

ଯେଉଁ ସମସ୍ତ ଭୂମି ତୁମ୍ଭ ସମ୍ମୁଖ ରେ ତୁମ୍ଭେ ଚ଼ିରଦିନ ଦେଖୁଛ, ମୁଁ ତାହା ତୁମ୍ଭଙ୍କୁ ଓ ତୁମ୍ଭର ବଂଶଧରଙ୍କୁ ଦବେି।

ଆଦି ପୁସ୍ତକ 17:7

ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବି। ସହେି ଚୁକ୍ତି ମଧ୍ଯ ତୁମ୍ଭର ବଂଶଧରମାନଙ୍କ ପାଇଁ ହବେ। ଏହି ଚୁକ୍ତି ଅନନ୍ତକାଳସ୍ଥାଯୀ ହବେ। ତହିଁରେ ମୁଁ ତୁମ୍ଭର ଓ ତୁମ୍ଭ ଭବିଷ୍ଯତ୍ ବଂଶଧରମାନଙ୍କର ପରମେଶ୍ବର ହବେି।

ଯାତ୍ରା ପୁସ୍ତକ 6:7

ତୁମ୍ଭମାନେେ ମାରେ ଲୋକ ହବେ। ଏବଂ ମୁଁ ତୁମ୍ଭର ପରମେଶ୍ବର ହବେି। ମୁଁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ଅଟେ। ଏବଂ ତୁମ୍ଭେ ଜାଣିବ ଯେ, ମୁଁ ତୁମ୍ଭମାନଙ୍କୁ ମିଶରୀଯମାନଙ୍କ ଦାଉରୁ ରକ୍ଷା କରିବି।

ଯାତ୍ରା ପୁସ୍ତକ 19:5

ତେଣୁ ସମାନଙ୍କେୁ ମାରେ ଆଜ୍ଞା ମାନିବା ପାଇଁ କୁହ। ସମାନଙ୍କେୁ ମାରେ ନିଯମ ପାଳନ କରିବାକୁ ଦିଅ। ଯଦି ତୁମ୍ଭେ ଏପରି କର, ତବେେ ତୁମ୍ଭମାନେେ ମାରେ ଆପଣାର ରତ୍ନଭଣ୍ଡାର ହାଇେ ରହିବ ଯେ ହତେୁ ସମଗ୍ର ପୃଥିବୀ ମାରେ।

ଯାତ୍ରା ପୁସ୍ତକ 20:2

ମୁଁ ହେଉଛି ସଦାପ୍ରଭୁ ତୁମ୍ଭର ପରମେଶ୍ବର। ତୁମ୍ଭମାନଙ୍କୁ ମୁଁ ମିଶରରୁ ବାହର କରି ଆଣିଲି, ଯେଉଁଠା ରେ ତୁମ୍ଭମାନେେ ଦାସ ଥିଲ।

ଯାତ୍ରା ପୁସ୍ତକ 33:2

ତେଣୁ ମୁଁ ତୁମ୍ଭ ଆଗେ ଆଗେ ଏକ ସ୍ବର୍ଗଦୂତ ପଠାଇବି ପୁଣି ମୁଁ କିଣାନୀଯ ଓ ଇମାରେୀୟ, ହିତ୍ତୀଯ, ପିରିଷୀଯ, ହିଦ୍ଦୀଯ ଓ ୟିବୁଷୀଯ ଲୋକମାନଙ୍କୁ ତଡି ଦବେି।

ଦିତୀୟ ବିବରଣ 4:38

ସେ ତକ୍ସ୍ଟମ୍ଭଠାରକ୍ସ୍ଟ ଅଧିକ ବଳବାନ ଓ ବହକ୍ସ୍ଟ ସଂଖ୍ଯକ, ଅନ୍ୟଦେଶୀଯମାନଙ୍କୁ ତୁମ୍ଭମାନଙ୍କ ଆଗରକ୍ସ୍ଟ ତଡି ଦଇେଛନ୍ତି। ସେ ସମାନଙ୍କେ ଦେଶ ରେ ତୁମ୍ଭମାନଙ୍କୁ ପ୍ରବେଶ କରାଇଲେ ଓ ତାହା ତୁମ୍ଭମାନଙ୍କୁ ଉତ୍ତରାଧିକାରୀ ସୂତ୍ର ରେ ଦେଲେ, ଯାହା ଆଜି ହାଇେଛି।

ଯିହୋଶୂୟ 1:6

ଯିହାଶୂେୟ, ତୁମ୍ଭେ ବଳବାନ୍ ଓ ସାହାସୀ ହକ୍ସ୍ଟଅ। ତୁମ୍ଭେ ଏହି ଲୋକମାନଙ୍କୁ ଆଗଇେ ନିଅ, ଯେପରି କି ସମାନେେ ସମାନଙ୍କେର ଦେଶ ଅଧିକାର କରି ପାରିବେ। ମୁ ତାଙ୍କ ପୂର୍ବପୁରୁଷମାନଙ୍କ ଠା ରେ ପ୍ରତିଜ୍ଞା କରିଥିଲି ଯେ, ମୁ ସମାନଙ୍କେୁ ସହେି ଦେଶ ଦବେି।

ଯିହୋଶୂୟ 23:9

ସଦାପ୍ରଭୁ ତୁମ୍ଭମାନଙ୍କୁ ବହକ୍ସ୍ଟତ ଶକ୍ତିଶାଳୀ ଦେଶମାନଙ୍କୁ ପରାସ୍ତ କରିବା ପାଇଁ ସାହାୟ୍ଯ କଲେ। ସଦାପ୍ରଭୁ ସମାନଙ୍କେୁ ବିତାଡିତ କରି ଦେଲେ। କୌଣସି ଦେଶ ବର୍ତ୍ତମାନ ସକ୍ସ୍ଟଦ୍ଧା ତୁମ୍ଭମାନଙ୍କୁ ପରାସ୍ତ କରିବାକୁ ସମର୍ଥ ହବେ ନାହିଁ।

ଯିହୋଶୂୟ 24:3

କିନ୍ତୁ ମୁ ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷ ଅବ୍ରହାମଙ୍କକ୍ସ୍ଟ ସେ ଭୂମିରକ୍ସ୍ଟ ଆଣି ନଦୀ ଏପାରି ରେ ରଖିଲି। ମୁ ତାଙ୍କୁ କିଣାନ ଦେଶର ସବୁଆଡେ ଆଗଇେ ନଲେି, ଏବଂ ତା'ର ବଂଶକକ୍ସ୍ଟ ବହକ୍ସ୍ଟ ସନ୍ତାନ ଦଲେି। ଏବଂ ତାକକ୍ସ୍ଟ ମଧ୍ଯ ଏକ ପକ୍ସ୍ଟତ୍ର ଦଲେି ଯାହାର ନାମ ଇସ୍ହାକ।

ଯିହୋଶୂୟ 24:13

ମୁ ସଦାପ୍ରଭୁ ସହେି ଦେଶକକ୍ସ୍ଟ ତୁମ୍ଭକୁ ଦଲେି। ତୁମ୍ଭମାନେେ ଏ ଦେଶ ପାଇବା ପାଇଁ କିଛି ପରିଶ୍ରମ କରି ନାହିଁ। ମୁ ତୁମ୍ଭକୁ ଯେଉଁ ସହର ଦଲେି ତାକକ୍ସ୍ଟ ତୁମ୍ଭେ ତିଆରି କରି ନ ଥିଲ। ଆମ୍ଭେ ଏଗୁଡିକୁ ତୁମ୍ଭକୁ ଦଲେକ୍ସ୍ଟ। ଏବଂ ତୁମ୍ଭମାନେେ ସହେି ଦେଶ ଓ ସହର ରେ ବାସ କରୁଛ। ସଗେକ୍ସ୍ଟଡିକ ଆମ୍ଭେ ଦଇେଅଛୁ। ତୁମ୍ଭମାନେେ ଯେଉଁ ଦ୍ରାକ୍ଷାକ୍ଷେତ୍ର ଓ ଜିତକ୍ଷେତ୍ର ରୋପଣ କରିନଥିଲ ତାହା ତକ୍ସ୍ଟମ୍ଭମାନେ ଭୋଗ କରୁଅଛ।

ପ୍ରଥମ ବଂଶାବଳୀ 17:21

ଇଶ୍ରାୟେଲ ପରି ଆଉ କୌଣସି ଦେଶ ଅଛି କି ? ନା ! ଇଶ୍ରାୟେଲ ହିଁ ପୃଥିବୀର ଏକମାତ୍ର ଦେଶ ଅଟେ। ଯାହା ନିମନ୍ତେ ତୁମ୍ଭେ ଏପ୍ରକାର ଆଶ୍ଚର୍ୟ୍ଯ କର୍ମମାନ କରିଅଛ। ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ ଓ ତୁମ୍ଭେ ଆମ୍ଭମାନଙ୍କୁ ମୁକ୍ତ କଲ। ତୁମ୍ଭେ ଆପଣାକୁ ମହାନ୍ କରିଅଛ। ତୁମ୍ଭେ ତୁମ୍ଭର ଲୋକମାନଙ୍କ ଅଗ୍ରତ ରେ ଗମନ କଲ ଓ ଆମ୍ଭମାନଙ୍କ ନିମନ୍ତେ ଅନ୍ୟ ଦେଶୀଯମାନଙ୍କୁ ସମାନଙ୍କେ ଦେଶରୁ ତଡ଼ି ଦଲେ।

Interlinear

Choose Theme