ତାଙ୍କର ମାଆ ଦାନ ଗୋଷ୍ଠୀରୁ ଆସିଥିଲେ ଏବଂ ତାଙ୍କ ବାପା ସୋର ସହରରୁ ଆସିଥିଲେ। ତାଙ୍କର ସ୍ବର୍ଣ୍ଣ, ରେ ୗପ୍ୟ, ପିତ୍ତଳ, ଲୌହ, ପ୍ରସ୍ତର ଓ କାଠ ଉପରେ କାର୍ୟ୍ଯ କରିବାର ଦକ୍ଷତା ଅଛି ଏବଂ ବାଇଗଣୀ, ଲାଲ୍, ନୀଳ ଓ ଦାମୀ ବସ୍ତ୍ର ଉପରେ ମଧ୍ଯ କାର୍ୟ୍ଯ କରିବାର ଦକ୍ଷତା ଅଛି। ତାଙ୍କୁ ତୁମ୍ଭେ ଯାହାକିଛି ତିଆରି କରିବାକୁ କହିବ, ସେ ତାହା କରିପାରିବେ। ସେ ତୁମ୍ଭର କାରିଗର ଓ ତୁମ୍ଭ ବାପାଙ୍କ କାରିଗରମାନଙ୍କ ସହ ମିଶି କାର୍ୟ୍ଯ କରିବେ।
Cross references
ମୁଁ ପରମେଶ୍ବରଙ୍କ ଆତ୍ମା ରେ ବତ୍ସଲଲକେୁ ପୂର୍ଣ୍ଣ କଲି। ସମସ୍ତ କରିଗରି କାର୍ୟ୍ଯ କରିବାକୁ ମୁଁ ତାକୁ ସମସ୍ତ ପ୍ରକାର କୌଶଳ ଓ ଜ୍ଞାନ ଦଇେଛି।
ଅନନ୍ତର ରାଜା ଶଲଲାମନସଲାକ ପଠାଇ ସୋରରୁ ହୀରମ ନାମକ ଏକସଲାକକୁ ଅଣାଇଲଲ।
ବର୍ତ୍ତମାନ, ଆପଣ ମାେ ନିକଟକୁ ସ୍ବର୍ଣ୍ଣ, ରେ ୗପ୍ୟ, ପିତ୍ତଳ, ଓ ଲୌହ କର୍ମ ରେ ପାରଦର୍ଶୀ ଏକ ବ୍ଯକ୍ତିକୁ ପଠାଇବାକୁ ମୁଁ ଚା ହେଁ। ସହେି ବ୍ଯକ୍ତି ବାଇଗଣୀ, ଲାଲ୍ ଏବଂ ନୀଳ ବର୍ଣ୍ଣର ଲୁଗା ରେ କାର୍ୟ୍ଯ କରିପାରୁଥିବା ଆବଶ୍ଯକ। ମାରେବାପାଙ୍କ ଦ୍ବାରା ମନୋନୀତ କାରିଗରମାନଙ୍କ ସହ ସହେି ବ୍ଯକ୍ତି ଯିହୁଦା ଏବଂ ୟିରୁଶାଲମ ରେ କାର୍ୟ୍ଯ କରିବ।