ଦିତୀୟ ବଂଶାବଳୀ 2:13 · ଓଡ଼ିଆ ବାଇବେଲ
ମୁଁ ମାରେବାପାଙ୍କ କାରିଗରମାନଙ୍କ ମଧ୍ଯରୁ ଜଣଙ୍କୁ ତୁମ୍ଭ ନିକଟକୁ ପଠାଇବି।
Cross references
ଦିତୀୟ ବଂଶାବଳୀ 4:16
ପରମେଶ୍ବରଙ୍କର ମନ୍ଦିର ପାଇଁ ରାଜା ଶଲୋମନଙ୍କ ନିମନ୍ତେ ସମସ୍ତ ବସ୍ତୁ ଏବଂ ପାତ୍ରସବୁ କରଚୁଲି ଓ କଣ୍ଟା ଚାମୁଚ ହୂରମ ତିଆରି କରିଥିଲେ। ଏହି ସମସ୍ତ ଜିନିଷଗୁଡ଼ିକ ସ୍ବଚ୍ଛ ପିତ୍ତଳ ରେ ନିର୍ମିତ ହାଇେଥିଲା।