Home Bibles ଦିତୀୟ ବଂଶାବଳୀ 2:1 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 2:1 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କ ନାମକୁ ସମ୍ମାନିତ କରିବା ନିମନ୍ତେ ଶଲୋମନ ଏକ ମନ୍ଦିର ନିର୍ମାଣ କରିବାକୁ ଯୋଜନା କଲେ। ଆହୁରି ମଧ୍ଯ ନିଜ ନିମନ୍ତେ ଏକ ରାଜକୀଯ ଗୃହ ନିର୍ମାଣ କରିବାକୁ ଶଲୋମନ ଯୋଜନା କଲେ।

Cross references

ଦିତୀୟ ବିବରଣ 12:5

ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ସମସ୍ତ ଗୋଷ୍ଠୀ ମଧ୍ଯରକ୍ସ୍ଟ ଏକ ସ୍ଥାନ ମନୋନୀତ କରିବେ, ଯେଉଁଠା ରେ ତାଙ୍କର ନାମ ଉପାସନା ହବୋ ଉଚିତ୍। ତୁମ୍ଭର ସଠାେକକ୍ସ୍ଟ ୟିବା ଉଚିତ୍ ଏବଂ ତାଙ୍କୁ ଖାଜେିବା ଉଚିତ୍।

ଦିତୀୟ ବିବରଣ 12:11

ସେତବେେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ନିରୂପିତ କରିବେ ସହେ ସ୍ଥାନକକ୍ସ୍ଟ ତୁମ୍ଭମାନେେ ମାରେ ଆଜ୍ଞା ଅନକ୍ସ୍ଟସା ରେ ନିଜ ନିଜ ହୋମ ନବୈେଦ୍ଯ ଓ ନିଜ ନିଜ ବଳିଦାନ, ନିଜ ଆଯର ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତଳନୀଯ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମନାସିଲାର ତୁମ୍ଭମାନଙ୍କର ସକଳ ମନୋନୀତ ମାନତ ଆଣିବ।

ଦିତୀୟ ବିବରଣ 28:58

ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର, ଏହି ଗୌରବମଯ ଓ ଭୟଙ୍କର ନାମକକ୍ସ୍ଟ ଭୟ କରିବା ପାଇଁ ଯବେେ ଏହି ପୁସ୍ତକକରେ ଲିଖିତ ବ୍ଯବସ୍ଥାର ସମସ୍ତ କଥା ପାଳିବାକକ୍ସ୍ଟ ମନୟେୋଗ କରିବ।

ପ୍ରଥମ ରାଜାବଳୀ 5:5

ସଦାପ୍ରଭୁ ମାରେ ପିତା ଦାଉଦଙ୍କୁ ଶପଥ କରିଥିଲେ, 'ଆମ୍ଭେ ତୁମ୍ଭ ବଦଳ ରେ ତୁମ୍ଭ ପୁତ୍ରକୁ ସିଂହାସନ ରେ ବସାଇବା। ତୁମ୍ଭ ପୁତ୍ର ଆମ୍ଭ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବ।' ମୁଁ ବର୍ତ୍ତମାନ ସଦାପ୍ରଭୁ ମାରେପରମେଶ୍ବରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରିବାକୁ ମନସ୍ଥ କରିଛି।

ପ୍ରଥମ ରାଜାବଳୀ 5:15

ପଥର କାଟିବା ରେ 80,000 ଲୋକ ନିୟୁକ୍ତି ହେଲେ ଓ 70,000 ଲୋକ ପଥର ବୋହିବା ରେ ନିୟୁକ୍ତି ହେଲେ।

ପ୍ରଥମ ରାଜାବଳୀ 7:1

ଅନନ୍ତର ରାଜା ଶଲଲାମନ ତାଙ୍କ ନିଜପାଇଁ ଏକ ପ୍ରାସାଦ ନିର୍ମାଣ କଲଲସଯ କି ତାଙ୍କୁ ସମାପ୍ତ କରିବାକୁ ତଲର ବର୍ଷ ଲାଗିଥିଲା।

ପ୍ରଥମ ରାଜାବଳୀ 8:18

ମାତ୍ର ସଦାପ୍ରଭୁ ମାରେ ପିତା ଦାଉଦଙ୍କୁ କହିଲେ, 'ଆମ୍ଭର ସମ୍ମାନାର୍ଥେ ଏକ ମନ୍ଦିର ନିର୍ମାଣ କରିବାକୁ ତୁମ୍ଭର ବହୁତ ଇଛା ଅଛି, ତୁମ୍ଭର ଏହି ଇଛା ଉତ୍ତମ ଅଟେ।

ପ୍ରଥମ ରାଜାବଳୀ 8:20

ସଦାପ୍ରଭୁଙ୍କର ସହେି ପ୍ରତିଜ୍ଞା ଆଜି ସଫଳ ହାଇେଛି, କାରଣ ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସା ରେ ମୁଁ ଆପଣା ପିତା ଦାଉଦଙ୍କର ପଦ ରେ ଇଶ୍ରାୟେଲର ସିଂହାସନ ରେ ଉପବିଷ୍ଟ ହଲିେ ଓ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ନାମର ସମ୍ମାନାର୍ଥେ ସହେି ମନ୍ଦିର ନିର୍ମାଣ କଲି।

ପ୍ରଥମ ରାଜାବଳୀ 9:1

ଅନନ୍ତର ଶଲୋମନ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ ଓ ନିଜ ଇଚ୍ଛାନୁସା ରେ ସମସ୍ତ ଜିନିଷର ନିର୍ମାଣ କାର୍ୟ୍ଯ ସମାପ୍ତ କଲେ।

ପ୍ରଥମ ବଂଶାବଳୀ 22:10

ଶଲୋମନ ଆମ୍ଭ ନାମ ରେ ଏକ ମନ୍ଦିର ନିର୍ମାଣ କରିବ। ଶଲୋମନ ମାରେ ପୁତ୍ର ହବେ ଏବଂ ଆମ୍ଭେ ତାହାର ପିତା ହବୋ। ଏବଂ ଆମ୍ଭେ ଶଲୋମନର ରାଜ୍ଯକୁ ଦୃଢ଼ କରିବା। ତାହାର ବଂଶରୁ କୌଣସି ଜଣେ ଇଶ୍ରାୟେଲ ଉପରେ ସଦାସର୍ବଦା ରାଜତ୍ବ କରିବ।'

ମାଥିଉଲିଖିତ ସୁସମାଚାର 6:9

ଏଣୁ ଏହି ଭଳି ପ୍ରାର୍ଥନା କର: ' ହେ ସ୍ବର୍ଗ ରେ ଥିବା ଆମ୍ଭର ପରମପିତା, ତୁମ୍ଭର ନାମ ସବୁବେଳେ ପବିତ୍ର ହେଉ।

Interlinear

Choose Theme