Home Bibles ପ୍ରଥମ ରାଜାବଳୀ 8:20 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 8:20 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କର ସହେି ପ୍ରତିଜ୍ଞା ଆଜି ସଫଳ ହାଇେଛି, କାରଣ ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସା ରେ ମୁଁ ଆପଣା ପିତା ଦାଉଦଙ୍କର ପଦ ରେ ଇଶ୍ରାୟେଲର ସିଂହାସନ ରେ ଉପବିଷ୍ଟ ହଲିେ ଓ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ନାମର ସମ୍ମାନାର୍ଥେ ସହେି ମନ୍ଦିର ନିର୍ମାଣ କଲି।

Cross references

ଯିହୋଶୂୟ 21:45

ସଦାପ୍ରଭୁ ଇଶ୍ରାୟେଲ ବଂଶକକ୍ସ୍ଟ ଯେଉଁ ଉତ୍ତମ ପ୍ରତିଜ୍ଞା କରିଥିଲେ, ସେଥି ମଧ୍ଯରକ୍ସ୍ଟ ଗୋଟିଏ ହେଲ କଥା ବିଫଳ ହେଲାନାହିଁ। ସଦାପ୍ରଭୁଙ୍କର ସମସ୍ତ କଥା ସଫଳ ହେଲା।

ପ୍ରଥମ ରାଜାବଳୀ 1:48

ରାଜା କହିଲେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କୁ ପ୍ରଶଂସା କର, ସେ ଆଜି ମାରେ ସିଂହାସନ ରେ ମାରେ ପୁତ୍ରମାନଙ୍କ ମଧ୍ଯରୁ ଜଣଙ୍କୁ ବସାଇଲେ, ଏହା ଦେଖିବା ପାଇଁ ସେ ମାେତେ ଜୀବିତ ରଖିଲେ।

ପ୍ରଥମ ରାଜାବଳୀ 8:15

ତା'ପରେ ଶଲୋମନ ସଦାପ୍ରଭୁଙ୍କୁ ଏକ ଦୀର୍ଘ ପ୍ରାର୍ଥନା ରେ କହିଲେ,

ପ୍ରଥମ ବଂଶାବଳୀ 28:5

ସଦାପ୍ରଭୁ ମାେତେ ଅନକେ ପୁତ୍ର ଦଇେଛନ୍ତି। ଆଉ ଏହି ସମସ୍ତ ପୁତ୍ରଗଣଙ୍କ ମଧ୍ଯରୁ ସଦାପ୍ରଭୁ ଶଲୋମନକୁ ସଦାପ୍ରଭୁଙ୍କ ରାଜ୍ଯର ସିଂହାସନ ରେ ବସିବା ପାଇଁ ଏବଂ ଇଶ୍ରାୟେଲ ରେ ଶାସନ କରିବା ପାଇଁ ମନୋନୀତ କରିଅଛନ୍ତି।

ପ୍ରଥମ ବଂଶାବଳୀ 28:6

ସଦାପ୍ରଭୁ ମାେତେ କହିଲେ, 'ଦାଉଦ, ତୁମ୍ଭର ପୁତ୍ର ଶଲୋମନ ଆମ୍ଭର ମନ୍ଦିର ଓ ତାହାର ଚତୁର୍ଦ୍ଦିଗସ୍ଥ ମନ୍ଦିର ପ୍ରାଙ୍ଗଣ ନିର୍ମାଣ କରିବ। କାହିଁକି ? କାରଣ, ଆମ୍ଭେ ଶଲୋମନକୁ ଆମ୍ଭର ପୁତ୍ରରୂପେ ମନୋନୀତ କରିଅଛୁ ଓ ଆମ୍ଭେ ତାହାର ପିତା ହବୋ।

ନିହିମିୟା 9:8

ତୁମ୍ଭେ ତାଠା ରେ ତାର ଅନ୍ତକରଣ ବିଶ୍ବସ୍ତ ଦେଖିଲ, ଏବଂ ତୁମ୍ଭେ ତାହା ସହିତ ଗୋଟିଏ ଚୁକ୍ତି କଲ। କିଣାନୀଯ, ହିତ୍ତୀଯ, ଇ ମାରେୀଯ, ପରିଷୀଯ ଓ ୟିବୁଷୀଯ, ଗିର୍ଗାଶୀଯର ଭୂମି ଅବ୍ରାହାମର ବଂଶଧରମାନଙ୍କୁ ଏହା ଦବୋକୁ ପ୍ରତିଜ୍ଞା କରିଥିଲେ।

ଗୀତସଂହିତା 138:2

ହେ ପରମେଶ୍ବର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି। ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ଯତାକୁ ପ୍ରଶଂସା କରିବି। ତୁମ୍ଭେ ପ୍ରସିଦ୍ଧ ଅଟ ଏବଂ ୟାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ଯ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।

ଯିଶାଇୟ 9:7

ତାଙ୍କ ରାଜ୍ଯ ରେ କତ୍ତୃର୍ତ୍ବ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସହେି ରାଜା ନ୍ଯାଯ ଓ ଧାର୍ମିକତା ବଳ ରେ ଅନନ୍ତକାଳ ପର୍ୟ୍ଯନ୍ତ ରାଜ୍ଯ ଶାସନ କରିବେ।

ଯିରିମିୟ 29:10

ତା'ପ ରେ ସଦାପ୍ରଭୁ କହନ୍ତି, ମାତ୍ର ବାବିଲ ରେ ସତୁରି ବର୍ଷ ସୂର୍ଣ୍ଣ ହେଲାପ ରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ବାନୁସନ୍ଧାନ କରିବା। ତୁମ୍ଭମାନଙ୍କୁ ପୁନର୍ବାର ୟିରୁଶାଲମକୁ ଫରୋଇ ଆଣି ଆମ୍ଭେ ଆପଣା ମଙ୍ଗଳ ବାକ୍ଯ ପୂରଣ କରିବା।

ଯିହିଜିକଲ 12:25

କାରଣ ଆମ୍ଭେ ସଦାପ୍ରଭୁ, ଆମ୍ଭେ ଯାହା କହିବାକୁ ଚାହୁଁ, ତାହା କହିବା ଓ ଏହା ଘଟିବ। ଆଉ ଅଧିକ ବିଳମ୍ବ ହବେ ନାହିଁ। ବିଦ୍ରୋହୀ ଲୋକମାନେ, ତୁମ୍ଭ ସମୟରେ ଆମ୍ଭେ ଏକ ଘାଷେଣା କରିବା ଓ ଏହା ଘଟିବ। ଏହା ହିଁ ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।

ଯିହିଜିକଲ 37:14

ଆଉ ମୁଁ ତୁମ୍ଭମାନଙ୍କ ମଧିଅରେ ଆପଣା ଆତ୍ମା ପ୍ରବେଶ କରାଇବି। ତହିଁରେ ତୁମ୍ଭମାନେେ ଜୀବିତ ହବେ। ପୁଣି ମୁଁ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ନିଜ ଦେଶ ରେ ବସାଇବି। ତାହା ହେଲେ ମୁଁ ସଦାପ୍ରଭୁ ଏହା କହିଅଛି ଓ ସଫଳ କରିଅଛି ବୋଲି ତୁମ୍ଭମାନେେ ଜାଣିବ।' ଏହା ପ୍ରଭୁ ସଦାପ୍ରଭୁ କହନ୍ତି।

ମୀଖା 7:20

ହେ ପରମେଶ୍ବର, ଯାକୁବ ପ୍ରତି ସତ୍ଯ ଓ ଅବ୍ରାହାମ ପ୍ରତି ଦୟା ଓ ବିଶ୍ବସ୍ତତା ପ୍ରଦାନ କଲ, ଯାହା ତୁମ୍ଭେ ବହୁବର୍ଷ ପୂର୍ବେ ଆମ୍ଭ ପୂର୍ବପୁରୁଷମାନଙ୍କଠା ରେ ଶପଥ କରିଥିଲ।

ରୋମୀୟଙ୍କ ପ୍ରତି ପତ୍ର 4:21

ଅବ୍ରାହାମ ଦୃଢ଼ ଭାବରେ ଅନୁଭବ କଲେ ଯେ ପରମେଶ୍ବର ଯାହା ପ୍ରତିଶ୍ରୁତି ଦଇେଛନ୍ତି, ତାହା କରିବା ରେ ସେ ସକ୍ଷମ ଥିଲେ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 1:6

ପରମେଶ୍ବର ତୁମ୍ଭର ମଙ୍ଗଳ କରିବା ଆରମ୍ଭ କରିଛନ୍ତି ଓ ବର୍ତ୍ତମାନ ମଧ୍ଯ ତାହା କରୁଛନ୍ତି। ଯୀଶୁଖ୍ରୀଷ୍ଟଙ୍କ ଆଗମନ ଦିନ ପର୍ୟ୍ଯନ୍ତ ସେ ସହେି କାମ ସାଧନ କରି ସମାପ୍ତ କରିବେ। ମୁଁ ଏଥି ରେ ନିଶ୍ଚିତ ଅଟେ।

Interlinear

Choose Theme