ଦିତୀୟ ବଂଶାବଳୀ 17:18 · ଓଡ଼ିଆ ବାଇବେଲ
ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ୟୁହୋଷାବଦଙ୍କର 1,80,000 ଜଣ ସୈନ୍ଯ ଥିଲେ।
Cross references
ପ୍ରଥମ ବଂଶାବଳୀ 7:11
ୟିଦୀଯଲଙ୍କେ ସବୁ ପୁତ୍ର ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନଙ୍କେ ମଧିଅରେ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ 17,200 ଜଣ ସୈନ୍ଯ ଥିଲେ।