Home Bibles ପ୍ରଥମ ବଂଶାବଳୀ 7:11 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 7:11 · ଓଡ଼ିଆ ବାଇବେଲ

ୟିଦୀଯଲଙ୍କେ ସବୁ ପୁତ୍ର ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନଙ୍କେ ମଧିଅରେ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ 17,200 ଜଣ ସୈନ୍ଯ ଥିଲେ।

Cross references

ଦିତୀୟ ବଂଶାବଳୀ 17:13

ସେ ଯିହୁଦା ନଗର ରେ ବହୁତ କିଛି ରଖିଲେ। ଆଉ ଯିହାଶାଫେଟ୍ ୟିରୁଶାଲମ ରେ ତାଲିମପ୍ରାପ୍ତ ସୈନ୍ଯମାନଙ୍କୁ ରଖିଲେ।

ଦିତୀୟ ବଂଶାବଳୀ 17:17

ବିନ୍ଯାମୀନ୍ ଗୋଷ୍ଠୀର ଏହିମାନେ ସନୋଧ୍ଯକ୍ଷ ଥିଲେ : ଇଲିଯାଦାଙ୍କର 2,00,000 ଜଣ ସୈନ୍ଯ ଥିଲେ, ଯେଉଁମାନେ ଧନୁ, ତୀର ଓ ଢ଼ାଲ ବ୍ଯବହାର କରୁଥିଲେ। ଇଲିଯାଦା ଜଣେଅତି ସାହସୀ ସୈନ୍ଯ ଥିଲେ।

ଦିତୀୟ ବଂଶାବଳୀ 17:18

ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ୟୁହୋଷାବଦଙ୍କର 1,80,000 ଜଣ ସୈନ୍ଯ ଥିଲେ।

Interlinear

Choose Theme