ଏହାପରେ ଆସା ଓ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ଏକ ଶପଥ କଲେ। ସମାନେେ ବଡ଼ ପାଟି ରେ ଚିତ୍କାର କଲେ। ଆହୁରି ମଧ୍ଯ ସମାନେେ ତୂରୀ ଓ ଶିଙ୍ଗା ବଜାଇଲେ।
Cross references
ମାଶାେ ସଦାପ୍ରଭୁଙ୍କ ନିଯମ ଏବଂ ଆଜ୍ଞା ସମାନଙ୍କେୁ ଜଣାଇଲେ। ଏହାପରେ ସମସ୍ତ ଲୋକ ଏକ ସ୍ବର ରେ କହିଲେ, ସଦାପ୍ରଭୁଙ୍କର ସମସ୍ତ ନିଯମଗୁଡିକ ଆମ୍ଭମାନେେ ପାଳନ କରିବୁ।
ମାଶାେ ବିଶଷେ ନିଯମ ଲଖାୟୋଇଥିବା ନଳାକାର ପୁସ୍ତକ ନଇେ ଲୋକମାନଙ୍କ ଆଗ ରେ ପାଠ କଲେ। ସମାନେେ କହିଲେ, ସଦାପ୍ରଭୁ ଯାହାସବୁ କରିଛନ୍ତି ଆମ୍ଭମାନେେ ଏହା କରିବୁ ଏବଂ ଆମ୍ଭମାନେେ ମାନିବୁ।
ଏହାପରେ ଲୋକମାନେ ଯିହାଶୂେୟଙ୍କକ୍ସ୍ଟ କହିଲେ, ଆମ୍ଭମାନେେ ସଦାପ୍ରଭୁ ପରମେଶଓରଙ୍କୁ ଉପାସନା କରିବକ୍ସ୍ଟ। ଆମ୍ଭେ ସଦାପ୍ରଭୁଙ୍କର ବାକ୍ଯ ମାନି ଚଳିବକ୍ସ୍ଟ।
ମୁଁ ମାରେବସ୍ତ୍ରର ଭାଂଗକୁ ଝାଡିଲି ଏବଂ କହିଲି, ଯେଉଁ ଲୋକ ଏହି ପ୍ରତିଜ୍ଞା ପାଳନ କରିବ ନାହିଁ, ପରମେଶ୍ବର ତାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏପରି ଝାଡି ଦିଅନ୍ତୁ। ସେ ଏହିପରି କମ୍ପିତ ହେଉ ଓ ଶୂନ୍ଯ ହେଉ।
ସମାନେେ ହେଲେ, ଲୋକମାନଙ୍କର ଅବଶିଷ୍ଟାଂଶ ଯାଜକମାନେ, ଲବେୀୟମାନେ, ଦ୍ବାରପାଳମାନେ, ଗାଯକମାନେ, ନଥୀନୀଯମାନେ ଓ ଯେ ସମସ୍ତ ଲୋକ ଯେଉଁମାନେ ସମାନଙ୍କେୁ ଅନ୍ୟ ସ୍ଥାନ ରେ ଲୋକମାନଙ୍କଠାରୁ ଅଲଗା କଲେ, କାରଣ ସମାନେେ ପରମେଶ୍ବରଙ୍କର ବ୍ଯବସ୍ଥା ରଖିପାରିବେ। ସମାନେେ ସମାନଙ୍କେର ସ୍ତ୍ରୀଗଣ, ସମାନଙ୍କେର ପୁତ୍ରଗଣ ଓ ସମାନଙ୍କେର କନ୍ଯାଗଣ, ପ୍ରେତ୍ୟକକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ, ସମାନେେ ସମାନଙ୍କେର ଭାତୃଗଣ, ସମାନଙ୍କେର କୁଳୀନଗଣ ଏହି ଶପଥ ନବୋ ପାଇଁ ରାଜି ଥିଲେ।
ଆମ୍ଭମାନଙ୍କ ବଳସ୍ବରୂପ ପରମେଶ୍ବରଙ୍କର ଉଦ୍ଦେଶ୍ଯରେ ଉଚ୍ଚ ସ୍ବରରେ ଜଯଗାନ କର। ୟାକୁବର ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଜଯଧ୍ବନି କର।