କିନ୍ତୁ ଅବିଯ ପରାକ୍ରମୀ ହାଇେ ଉଠିଲେ। ସେ ଚଉଦ ଜଣ ସ୍ତ୍ରୀଙ୍କୁ ବିବାହ କଲେ, ଏବଂ ବାଇଶ ଜଣ ପୁତ୍ର ଓ ଷୋହଳ ଜଣ କନ୍ଯାଙ୍କର ପିତା ହେଲେ।
Cross references
ଗିଦ୍ଦିୟୋନଙ୍କର ନିଜର ସତକ୍ସ୍ଟରିଜଣ ସନ୍ତାନ ଥିଲେ। ତାଙ୍କର ବହକ୍ସ୍ଟତ ସନ୍ତାନ ଥିଲେ କାରଣ ତାଙ୍କର ବହକ୍ସ୍ଟତ ପତ୍ନୀ ଥିଲେ।
ଅବୀମଲକେ ନିଜର ପିତୃଗୃହ ଆଫ୍ରାକକ୍ସ୍ଟ ଗଲା। ସେ ତା'ର ସତକ୍ସ୍ଟରି ଜଣ ଭାଇମାନଙ୍କୁ ସଠାେରେ ଗୋଟିଏ ପଥର ରେ ହତ୍ଯା କଲା। କିନ୍ତୁ ୟିରକ୍ସ୍ଟଦ୍ଦାଲ୍ର କନିଷ୍ଠ ପକ୍ସ୍ଟତ୍ର ନିଜକକ୍ସ୍ଟ ଲକ୍ସ୍ଟଗ୍ଭଇ ରଖିଲା। ତା'ର ନାମ ଯୋଥମ୍ ଥିଲା।
ୟାଯୀରଙ୍କର ତିରିଶଟି ପକ୍ସ୍ଟତ୍ର ଥିଲେ। ଯେଉଁମାନେ କି ତିରିଶଟି ଗଦ୍ଦର୍ଭ ଚଢି଼ଲେ ଓ ସମାନଙ୍କେର ତିରିଶଟି ସହର ଥିଲା। ସହେି ସହରଗୁଡିକୁ ୟାଯୀର ସହର ନାମ ରେ ଆଜି ପର୍ୟ୍ଯନ୍ତ ନାମିତ କରାୟାଇଛି। ସହେିସବୁ ସହରଗକ୍ସ୍ଟଡିକ ଗିଲିଯଦ ଦେଶ ରେ ଅଛି।
ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ଇଶ୍ରାୟେଲର ରାଜା କଲେ ଓ ତାଙ୍କର ଇଶ୍ରାୟେଲର ଲୋକମାନଙ୍କ ପାଇଁ ରାଜ୍ଯକକ୍ସ୍ଟ ଅତ୍ଯଧିକ କ୍ଷମତା ଦେଲେ। ଏହା ଦାଉଦ ବକ୍ସ୍ଟଝି ପାରିଲେ।
ରିହବିଯାମ୍ ତାଙ୍କର ଅଠର ଜଣ ସ୍ତ୍ରୀ ଓ ଷାଠିଏ ଜଣ ଉପପତ୍ନୀମାନଙ୍କ ମଧିଅରେ ମାଖାଙ୍କୁ ସବୁଠାରୁ ଅଧିକ ପ୍ ରମେ କରୁଥିଲେ। ରିହବିଯାମ୍ ଅଠଇେଶ ଜଣ ପୁତ୍ର ଓ ଷାଠିଏ ଜଣ କନ୍ଯାଙ୍କର ପିତା ଥିଲେ।