Home Bibles ଦିତୀୟ ବଂଶାବଳୀ 12:13 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 12:13 · ଓଡ଼ିଆ ବାଇବେଲ

ରାଜା ରିହବିଯାମ୍ ୟିରୁଶାଲମ ରେ ନିଜକୁ ଶକ୍ତିଶାଳୀ କଲେ। ସେ ଯେତବେେଳେ ରାଜା ହେଲେ, ସେତବେେଳେ ତାଙ୍କୁ ଏକଚାଳିଶ ବର୍ଷ ବଯସ ହାଇେଥିଲା। ରିହବିଯାମ୍ ସତର ବର୍ଷ ପର୍ୟ୍ଯନ୍ତ ୟିରୁଶାଲମ ରେ ରାଜା ହାଇେ ରହିଲେ। ଇଶ୍ରାୟେଲର ସମସ୍ତ ବଂଶ ମଧ୍ଯରୁ ସଦାପ୍ରଭୁ ୟିରୁଶାଲମ ନଗରକୁ ହିଁ ମନୋନୀତ କରିଥିଲେ। ସଦାପ୍ରଭୁ ୟିରୁଶାଲମ ରେ ତାଙ୍କର ନାମ ସ୍ଥାପନ କରିବାକୁ ମନୋନୀତ କଲେ। ରିହମିଯାମ୍ଙ୍କୁ ମାତା ଥିଲେ ନଯମା। ନଯମା ଅମ୍ମାନେ ଦେଶରୁ ଆସିଥିଲେ।

Cross references

ଯାତ୍ରା ପୁସ୍ତକ 20:24

ତୁମ୍ଭମାନେେ ମାଟି ରେ ଏକ ସ୍ବତନ୍ତ୍ର ୟଜ୍ଞବଦେୀ ମାେ ପାଇଁ ନିର୍ମାଣ କରିବ ଏବଂ ତୁମ୍ଭମାନଙ୍କ ମଷେ ଓ ଗୋରୁଗାଈରୁ ସଠାେରେ ହାମବେଳି, ମଙ୍ଗଳାର୍ଥକ ବଳି ଉତ୍ସର୍ଗ କର। ମୁଁ ତୁମ୍ଭମାନଙ୍କୁ ସବୁଠା ରେ ଆଶୀର୍ବାଦ କରିବା ପାଇଁ ଆସିବି ଯେଉଁଠା ରେ ତୁମ୍ଭମାନେେ ମାେତେ ସ୍ମରଣ କରିବ।

ଦିତୀୟ ବିବରଣ 12:5

ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ସମସ୍ତ ଗୋଷ୍ଠୀ ମଧ୍ଯରକ୍ସ୍ଟ ଏକ ସ୍ଥାନ ମନୋନୀତ କରିବେ, ଯେଉଁଠା ରେ ତାଙ୍କର ନାମ ଉପାସନା ହବୋ ଉଚିତ୍। ତୁମ୍ଭର ସଠାେକକ୍ସ୍ଟ ୟିବା ଉଚିତ୍ ଏବଂ ତାଙ୍କୁ ଖାଜେିବା ଉଚିତ୍।

ଦିତୀୟ ବିବରଣ 12:11

ସେତବେେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ନିରୂପିତ କରିବେ ସହେ ସ୍ଥାନକକ୍ସ୍ଟ ତୁମ୍ଭମାନେେ ମାରେ ଆଜ୍ଞା ଅନକ୍ସ୍ଟସା ରେ ନିଜ ନିଜ ହୋମ ନବୈେଦ୍ଯ ଓ ନିଜ ନିଜ ବଳିଦାନ, ନିଜ ଆଯର ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତଳନୀଯ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମନାସିଲାର ତୁମ୍ଭମାନଙ୍କର ସକଳ ମନୋନୀତ ମାନତ ଆଣିବ।

ଦିତୀୟ ବିବରଣ 23:3

ଅେମ୍ମାନୀୟ କି ମାୟୋବୀଯ ଲୋକ ଏବଂ ତାଙ୍କର ଦଶ ପୁରୁଷ ପର୍ୟ୍ଯନ୍ତ ମଧ୍ଯ ସଦାପ୍ରଭୁଙ୍କ ଧାର୍ମିକ ସମାଜ ରେ ପ୍ରବେଶ କରିପାରିବ ନାହିଁ।

ପ୍ରଥମ ରାଜାବଳୀ 11:1

ଶ ଲୋମନ ବହୁ ରମଣୀଙ୍କୁ ପ୍ ରମେ କଲେ, ସମାନେେ ଇଶ୍ରାୟେଲ ଦେଶରୁ ନଥିଲେ। ସେ ରାଜା ଫାରୋର କନ୍ଯା ବ୍ଯତୀତ ହିତ୍ତୀଯ, ମାୟୋବୀଯ, ଅେମ୍ମାନୀୟ, ଇଦୋମୀଯ ଓ ସୀଦୋନୀଯ ସ୍ତ୍ରୀମାନଙ୍କୁ ଭଲ ପାଇଲେ।

ପ୍ରଥମ ରାଜାବଳୀ 11:36

ତା'ର ଗୋଟିଏ ପୁତ୍ରର ପରିବାରକୁ ମୁଁ ଶାସନ କରିବା ପାଇଁ ଦବେି। ଯାହା ଫଳ ରେ ମାରେ ସବେକ ଦାଉଦର ବଂଶ ୟିରୁଶାଲମ ରେ ମାେ ଆଗ ରେ ରାଜତ୍ବ କରିବ। ସହେି ସହର ରେ ମାରେ ନାମ ସ୍ଥାପନ ପାଇଁ ପସନ୍ଦ କରିଅଛି।

ପ୍ରଥମ ରାଜାବଳୀ 14:21

ଶଲୋମନଙ୍କର ପୁତ୍ର ରିହବିଯାମ ଏକଗ୍ଭଳିଶ ବର୍ଷ ବଯସ ରେ ରାଜା ହେଲେ। ସେ ୟିରୁଶାଲମରୁ ଯିହୁଦା ରେ ସତର ବର୍ଷ ରାଜତ୍ବ କଲେ। ସଦାପ୍ରଭୁ ନିଜର ମହିମା ସ୍ଥାପନାର୍ଥେ ସମଗ୍ର ଇଶ୍ରାୟେଲ ମଧ୍ଯରୁ ସହେି ନଗରକୁ ମନୋନୀତ କରିଥିଲେ। ତାଙ୍କର ମାତା ଅମ୍ମୋନୀଯା ନଯମା ଥିଲେ।

ଦିତୀୟ ବଂଶାବଳୀ 6:5

'ଆମ୍ଭେ ଆମ୍ଭର ଲୋକମାନଙ୍କୁ ମିଶର ଦେଶରୁ ବାହାର କରି ଆଣିବା ଦିନଠାରୁ ଆମ୍ଭେ ଆମ୍ଭର ନାମ ରେ ଗୃହଟିଏ ନିର୍ମାଣ କରିବା ନିମନ୍ତେ ଇଶ୍ରାୟେଲର କୌଣସି ପରିବାରବର୍ଗର ନଗର ରେ ଗୋଟିଏ ସ୍ଥାନ ସୁଦ୍ଧା ମନୋନୀତ କରି ନାହିଁ। ମାରେ ଲୋକ, ଇଶ୍ରାୟେଲର ଲୋକମାନଙ୍କୁ ନତେୃତ୍ବ ଦବୋ ନିମନ୍ତେ ଆମ୍ଭେ କୌଣସି ଗୋଟିଏ ଲୋକକୁ ସୁଦ୍ଧା ମନୋନୀତ କରି ନାହଁ।

ଦିତୀୟ ବଂଶାବଳୀ 6:6

କିନ୍ତୁ ଆମ୍ଭେ ବର୍ତ୍ତମାନ ୟିରୁଶାଲମକୁ ଆମ୍ଭର ନାମାର୍ଥେ ଏକ ସ୍ଥାନ ରୂପେ ନିରୂପଣ କରିଅଛୁ। ଏବଂ ଆମ୍ଭେ ଆମ୍ଭର ଲୋକ ଦାଉଦକୁ ଇଶ୍ରାୟେଲକୁ ନତେୃତ୍ବ ଦବୋ ନିମନ୍ତେ ମନୋନୀତ କରିଅଛୁ।'

ଦିତୀୟ ବଂଶାବଳୀ 13:7

ଏହାପରେ ନିହାତି ଅ ଯୋଗ୍ଯ, ମନ୍ଦ ଲୋକମାନେ ୟାରବିଯାମ୍ର ସାଙ୍ଗୀ ହେଲେ। ଆଉ ୟାରବିଯାମ୍ ଓ ସହେି ମନ୍ଦ ଲୋକମାନେ ଶଲୋମନଙ୍କର ପୁତ୍ର ରିହବିଯାମ୍ଙ୍କର ବିପକ୍ଷ ରେ ଉଠିଲେ। ରିହବିଯାମ୍ ଅଳ୍ପବଯସ୍କ ଓ ଅନୁଭୂତିହୀନ ଥିଲେ। ତେଣୁ ରିହବିଯାମ୍, ୟାରବିଯାମ୍ ଓ ତାଙ୍କର ମନ୍ଦ ସଙ୍ଗୀମାନଙ୍କୁ ଅଟକାଇ ପାରିଲେ ନାହିଁ।

ନିହିମିୟା 13:1

ସହେିଦିନ ସମାନେେ ଲୋକମାନଙ୍କୁ ଜଣାଇବାକୁ ମାଶାଙ୍କେ ପୁସ୍ତକରୁ ପାଠ କଲେ। ପୁଣି ତହିଁ ମଧିଅରେ ଲିଖିତ ଏହି କଥା ମିଳିଲା, ଯେ ଅେମ୍ମାନୀୟ ଓ ମାୟୋବୀଯ ଲୋକ କବେେ ପରମେଶ୍ବରଙ୍କ ସଭା ରେ ପ୍ରବେଶ କରିବେ ନାହିଁ।

ନିହିମିୟା 13:26

ଇଶ୍ରାୟେଲର ରାଜା ଶଲୋମନ କ'ଣ ଏପରି କାର୍ୟ୍ଯ କରି ପାପ କରି ନ ଥିଲେ? ଅନକେ ରାଷ୍ଟ୍ର ବା ଜାତି ମଧିଅରେ ତାଙ୍କପରି ରାଜା କହେି ନ ଥିଲେ ଓ ସେ ଆପଣା ପରମେଶ୍ବରଙ୍କ ପ୍ରିଯପାତ୍ର ଥିଲେ। ପରମେଶ୍ବର ତାହାଙ୍କୁ ସମଗ୍ର ଇଶ୍ରାୟେଲ ଉପରେ ରାଜା କଲେ। ତଥାପି ବିଦେଶୀଯ ସ୍ତ୍ରୀମାନେ ତାହାଙ୍କୁ ହିଁ ପାପ କରାଇଲେ।

ଗୀତସଂହିତା 48:1

ସଦାପ୍ରଭୁ ମହାନ୍ ଅଟନ୍ତି। ଆମ୍ଭର ପରମେଶ୍ବରଙ୍କ ସାରା ନଗରରେ ତାଙ୍କର ପବିତ୍ର ପର୍ବତରେ ସେ ପ୍ରଶଂସିତ ହୁଅନ୍ତି।

ଗୀତସଂହିତା 78:68

ନାଁ, ପରମେଶ୍ବର ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ ଓ ଆପଣାର ପ୍ରିଯ ସଯୋନ୍ ପର୍ବତକୁ ମନୋନୀତ କଲେ।

ଯିହିଜିକଲ 48:35

ନଗରର ଚତୁର୍ଦ୍ଦିଗର ର୍ଦୈଘ୍ଯ 18,000 ହାତ ପରିମିତ ହବେ। ଆଉ ବର୍ତ୍ତମାନଠାରୁ ନଗରର ନାମ ହବେ, ସଦାପ୍ରଭୁ ତହିଁ ବିଦ୍ଯମାନ।

Interlinear

Choose Theme