Home Bibles ଦିତୀୟ ବଂଶାବଳୀ 10:2 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 10:2 · ଓଡ଼ିଆ ବାଇବେଲ

ରିହବିଯାମ୍ ମିଶର ରେ ଥିଲେ, କାରଣ ସେ ରାଜା ଶଲୋମନଙ୍କଠାରୁ ପଳାଯନ କରିଥିଲେ। ୟାରବିଯାମ୍ ନବାଟଙ୍କ ପୁତ୍ର ଥିଲେ। ୟାରବିଯାମ୍ ଶୁଣିଲେ ଯେ, ରିହବିଯାମ୍ ନୂତନ ରାଜା ହବୋକୁ ଯାଉଅଛନ୍ତି। ତେଣୁ ୟାରବିଯାମ୍ ମିଶରରୁ ଫରେି ଆସିଲେ।

Cross references

ପ୍ରଥମ ରାଜାବଳୀ 11:26

ତା'ପରେ ଶଲୋମନଙ୍କର ଦାସ ୟାରବିଯାମ ମଧ୍ଯ ରାଜାଙ୍କର ବିପକ୍ଷ ରେ ବିଦ୍ରୋହ କଲେ। ସେ ସ ରଦୋ ନଗର ନିବାସୀ ଇଫ୍ରଯିମଙ୍କ ପରିବାରବର୍ଗ ଥିଲେ। ତାଙ୍କର ମାତାଙ୍କର ନାମ ସରୁଯା, ସେ ଜଣେ ବିଧବା ଥିଲେ।

ପ୍ରଥମ ରାଜାବଳୀ 11:28

ସେ ସମୟରେ ୟାରବିଯାମ ମହାବିକ୍ରମଶାଳୀ ୟୁବକ ଥିଲେ। ସହେିପରି ଏକ ଉତ୍ତମ କର୍ମୀକୁ ପାଇ, ରାଜା ଶଲୋମନ ଯୋଷଫେ ବଂଶୀଯ ଲୋକମାନଙ୍କ ସମୁଦାଯ କର୍ମଭାର ତାଙ୍କ ଉପରେ ନ୍ଯସ୍ତ କଲେ।

ପ୍ରଥମ ରାଜାବଳୀ 11:40

ଏହି କାରଣରୁ ଶଲୋମନ ୟାରବିଯାମଙ୍କୁ ବଧ କରିବାକୁ ଚେଷ୍ଟା କଲେ। ମାତ୍ର ୟାରବିଯାମ ମିଶରର ରାଜା ଶୀଶକ ନିକଟକୁ ପଳାଇଲେ ଓ ଶଲୋମନଙ୍କ ମୃତ୍ଯୁ ପର୍ୟ୍ଯନ୍ତ ମିଶର ରେ ରହିଲେ।

ପ୍ରଥମ ରାଜାବଳୀ 12:2

ସେ ଶ ଲୋମନର ମୃତ୍ଯୁ ସମ୍ବାଦ ପାଇଲେ ଓ ନିଜ ନଗର ଇଫ୍ରଯିମ ପର୍ବତସ୍ଥ ସି ରଦୋକୁ ପ୍ରତ୍ଯାବର୍ତ୍ତନ କଲେ।

ଦିତୀୟ ବଂଶାବଳୀ 9:29

ଶଲୋମନ କରିଥିବା ଅନ୍ଯାନ୍ଯ କାର୍ୟ୍ଯସକଳ ଭବଷ୍ଯଦ୍ବକ୍ତା ନାଥନଙ୍କ ଲଖାେସବୁ, ଶୀଲୋନୀଯ ଭବିଷ୍ଯଦ୍ବକ୍ତା, ଅହିଯଙ୍କର ଭବିଷ୍ଯଦ୍ବାଣୀ ଓ ଭବିଷ୍ଯଦ୍ବକ୍ତା ଇଦୋଙ୍କର ଦର୍ଶନ ପୁସ୍ତକରେ ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଲଖାୟୋଇ ଅଛି। ଇଦ୍ଦୋ ୟିଏ ନବାଟଙ୍କ ପୁତ୍ର ୟାରବିଯାମ୍ଙ୍କ ବିଷଯ ରେ ଲେଖିଛନ୍ତି।

Interlinear

Choose Theme