Home Bibles ☰ Books ଦିତୀୟ ବଂଶାବଳୀ 1:17 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 1:17 · ଓଡ଼ିଆ ବାଇବେଲ

ଶଲୋମନଙ୍କ ବପୋରିମାନେ ମିଶରରୁ ଗୋଟିଏ ରଥକୁ 600 ରୂପା ମୁଦ୍ରା ଏବଂ ଗୋଟିଏ ଘାଡ଼ୋକୁ 150 ରୂପା ମୁଦ୍ରା ଦଇେ କିଣିଲେ। ଏହାପରେ ବପୋରିମାନେ ଘାଡ଼ୋ ଓ ରଥସବୁ ହିତ୍ତୀଯ ଓ ଅରାମ ଲୋକମାନଙ୍କର ସମସ୍ତ ରାଜାମାନଙ୍କୁ ବିକିଲେ।

Cross references

ଦିତୀୟ ରାଜାବଳୀ 10:29

ନବାଟଙ୍କ ପୁତ୍ର ୟାରବିଯାମଙ୍କର ପାପକୁ ଯହେୂ ସମ୍ପୂର୍ଣ୍ଣ ରୂପେ ପରିତ୍ଯାଗ କଲେ ନାହିଁ, ୟିଏ ଇଶ୍ରାୟେଲର ପାପ କରିବାର କାରଣ ହାଇେଥିଲା। ଯହେୂ ମଧ୍ଯ ବୈଥଲେ ଓ ଦାନ ରେ ଥବା ସୂବର୍ଣ୍ଣ ବାଛୁରୀ ଧ୍ବଂସ କରି ପାରିଲେ ନାହିଁ।

ଦିତୀୟ ବଂଶାବଳୀ 9:28

ଲୋକମାନେ ମିଶର ଓ ଅନ୍ଯାନ୍ଯ ଦେଶମାନଙ୍କରୁ ଶଲୋମନଙ୍କ ନିମନ୍ତେ ଅଶ୍ବମାନ ଆଣିଲେ।

Interlinear

Choose Theme