Home Bibles ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 4:15 · ଓଡ଼ିଆ ବାଇବେଲ
ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 4:15 · ଓଡ଼ିଆ ବାଇବେଲ

ସଗେୁଡ଼ିକ କରୁଥାଅ। ଉକ୍ତ କାମଗୁଡ଼ିକୁ କରିବା ପାଇଁ ଜୀବନକୁ ଉତ୍ସର୍ଗ କର। ତହିଁରେ ସବୁ ଲୋକେ ଦେଖିବେ ଯେ, ତୁମ୍ଭ୍ କାମ ରେ ଉନ୍ନତି ହେଉଛି ଓ ଚାଲିଛି।

Cross references

ଗଣନା ପୁସ୍ତକ 8:26

ତଥାପି ସମାନେେ ପଚାଶବର୍ଷ ବଯସ ରେ ମଧ୍ଯ ସମାଗମ ତମ୍ବୁ ରେ ଆପଣା ଭ୍ରାତାମାନଙ୍କୁ ସବୋକାର୍ୟ୍ଯ ରେ ସାହାୟ୍ଯ କରିବେ। କିନ୍ତୁ ସମାନେେ ନିଜ ମତାମତ ଅନୁସାରେ କାର୍ୟ୍ଯ କରିବା ଉଚିତ୍ ନୁହେଁ। ଏହି ରୂପେ ତୁମ୍ଭେ ଲବେୀୟମାନଙ୍କ ରକ୍ଷଣୀଯ ବିଷଯ ରେ ସମାନଙ୍କେ ପ୍ରତି ଉଚିତ୍ କରିବ।

ଯିହୋଶୂୟ 1:8

ସର୍ବଦା ଏହି ବ୍ଯବସ୍ଥା ପୁସ୍ତକ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ବିଚଳିତ ନ ହେଉ। ଦିନ ରାତି ଏହି ନିଯମ ପୁସ୍ତକକକ୍ସ୍ଟ ପଠନ କର। ତବେେ ତୁମ୍ଭେ ନିଶ୍ଚିତ ହାଇପୋରିବ। ଏହି ନିଯମକକ୍ସ୍ଟ ପାଳନ କର, ଯାହା ଏହି ପୁସ୍ତକକରେ ଲଖାେ ହାଇେ ଅଛି। ଯଦି ତୁମ୍ଭେ ଏପରି କର, ତବେେ ତୁମ୍ଭେ ବକ୍ସ୍ଟଦ୍ଧିମାନ ଓ ପ୍ରେତ୍ୟକକ କାର୍ୟ୍ଯ ରେ କୃତକାର୍ୟ୍ଯ ହବେ, ଯାହା ତୁମ୍ଭେ କରିବ।

ଗୀତସଂହିତା 1:2

ଉତ୍ତମ ବ୍ଯକ୍ତି ସଦାପ୍ରଭୁଙ୍କ ପ୍ରେତ୍ୟକକ ବ୍ଯବସ୍ଥାକୁ ଶ୍ରଦ୍ଧାରେ ଗ୍ରହଣ କରେ ଓ ଦିନ ରାତି ସଦାପ୍ରଭୁଙ୍କ ବ୍ଯବସ୍ଥା ଧ୍ଯାନ କରୁଥାଏ।

ଗୀତସଂହିତା 19:14

ହେ ସଦାପ୍ରଭୁ, ମୁଁ ଆଶା କରୁଛି ମାରେ କଥା ଓ ଭାବନା ନିଶ୍ଚଯ ତୁମ୍ଭକୁ ସନ୍ତୁଷ୍ଟ କରିବ। ତୁମ୍ଭେ ମାରେ ଦୃଢ଼ ବିଶ୍ବାସର ପଥର ପରି ପ୍ରତୀକ ସଦୃଶ। ତୁମ୍ଭେ ହିଁ କବଳେ ମାରେ ରକ୍ଷାକର୍ତ୍ତା ଅଟ।

ଗୀତସଂହିତା 49:3

ମୁଁ ତୁମ୍ଭକୁ ଅତି ଜ୍ଞାନଗର୍ଭକ ଓ ବୁଦ୍ଧିମାନର କଥା କହିବି।

ଗୀତସଂହିତା 63:6

ମୁଁ ଶୟ୍ଯା ଉପରେ ଗଡ଼ୁଥିବା ସମଯରେ ତୁମ୍ଭକୁ ମନେ କରିବି। ରାତି ସମଯରେ ମଧ୍ଯ ମୁଁ ତୁମ୍ଭ ବିଷଯରେ ଭାବିବି।

ଗୀତସଂହିତା 77:12

ମୁଁ ତୁମ୍ଭର କର୍ମ ଉପରେ ପ୍ରତିଫଳିତ କରାଏ ଏବଂ କାର୍ୟ୍ଯକୁ ଅନୁଧ୍ଯାନ କରେ।

ଗୀତସଂହିତା 104:34

ମୁଁ ଆଶାକରେ ମୁଁ ୟାହାସବୁ କହିଲି ତାହା ଆନନ୍ଦ ଦବେ। ମୁଁ ସଦାପ୍ରଭୁଙ୍କ ପାଇଁ ଆନନ୍ଦିତ ହବେି।

ଗୀତସଂହିତା 105:5

ସେ ଯେଉଁ ଆଶ୍ଚର୍ୟ୍ଯ କର୍ମମାନ କଲେ ତାହା ମନେ ପକାଅ। ତାଙ୍କର ଅଲୌକିକ କାର୍ୟ୍ଯ ଏବଂ ତାଙ୍କ ବୁଦ୍ଧିମତାର ବିଚାର ମନେପକାଅ।

ଗୀତସଂହିତା 119:15

ମୁଁ ତୁମ୍ଭର ନିର୍ଦ୍ଦେଶର ମଧ୍ଯସ୍ଥି ହବୋକୁ ଚାହୁଁଛି ଏବଂ ଯେଉଁ ରାସ୍ତା ତୁମ୍ଭେ ଅନୁସରଣ କରିବାକୁ କହିଅଛ ମୁଁ ତାହା ଅନୁସରଣ କରିବି।

ଗୀତସଂହିତା 119:23

ଏପରିକି ଅଧିପତିମାନେ ଶିଖନ୍ତି ଏବଂ ମାେ ବିରୁଦ୍ଧରେ ମନ୍ଦ ଉପାଯ କରନ୍ତି। ମୁଁ ତୁମ୍ଭର ଦାସ, ତୁମ୍ଭର ନିଯମର ମଧ୍ଯସ୍ଥି ହାଇେଛି।

ଗୀତସଂହିତା 119:48

ମୁଁ ତୁମ୍ଭର ଆଦେଶଗୁଡ଼ିକୁ ପ୍ରଶଂସା କରେ, ଯେଉଁଗୁଡ଼ିକ କି ମୁଁ ଭଲପାଏ। ଏବଂ ମୁଁ ତୁମ୍ଭର ବ୍ଯବସ୍ଥାସବୁ ଧ୍ଯାନ କରିବି।

ଗୀତସଂହିତା 119:97

ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ। ତାହା ମୁଁ ଦିନସାରା ଭାବେ।

ଗୀତସଂହିତା 119:99

ମାରେ ସମସ୍ତ ଗୁରୁଙ୍କଠାରୁ ମୁଁ ଅଧିକ ବୁଦ୍ଧିମାନ୍। କାରଣ ମୁଁ ତୁମ୍ଭର ବାକ୍ଯସବୁ ଶିକ୍ଷା କରେ।

ଗୀତସଂହିତା 119:148

ମୁଁ ତୁମ୍ଭର ପ୍ରତିଜ୍ଞା ଧ୍ଯାନ କରିବା ପାଇଁ ରାତ୍ରି ଉଜାଗର ରହିଲି।

ଗୀତସଂହିତା 143:5

ମୁଁ ପୁରୁଣା ଦିନସବୁ ମନେ ପକାଏ। ମୁଁ ତୁମ୍ଭର କର୍ମ ବିଷଯରେ ଭାବେ। ତୁମ୍ଭେ ୟାହାସବୁ କର ମୁଁ ସେସବୁ ବିଷଯରେ ଭାବେ।

ମାଥିଉଲିଖିତ ସୁସମାଚାର 5:16

ଲୋକଙ୍କ ଆଗ ରେ ତୁମ୍ଭମାନେେ ଆଲୋକ ଭଳି ପ୍ରକାଶିତ ହୁଅ। ସମାନେେ ତୁମ୍ଭର ଭଲ କାମଗୁଡିକ ଦେଖନ୍ତୁ ଓ ସ୍ବର୍ଗ ରେ ରହୁଥିବା ତୁମ୍ଭ ପରମ ପିତାଙ୍କ ପ୍ରଶଂସା ଗାନ କରନ୍ତୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 6:4

ତବେେ ଆମ୍ଭମାନେେ ଆମ୍ଭର ସମସ୍ତ ସମୟ ଶିକ୍ଷାଦାନ ଓ ପ୍ରାର୍ଥନା ରେ ଦଇପୋରିବୁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 16:15

ତୁମ୍ଭମାନେେ ସ୍ତିଫାନର ପରିବାରବର୍ଗଙ୍କୁ ଜାଣିଛ। ସମାନେେ ଆଖାଯା ଦେଶର ପ୍ରଥମ ବିଶ୍ବାସୀ ଥିଲେ। ସମାନେେ ପରମେଶ୍ବରଙ୍କ ଲୋକମାନଙ୍କ ସବୋ ରେ ନିଜକୁ ସମର୍ପିତ କରିଛନ୍ତି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:14

କାରଣ ଆମ୍ଭେ ଜାଣୁ ଯେ, ଯେଉଁ ପରମେଶ୍ବର ଯୀଶୁଙ୍କୁ ମୃତ୍ଯୁର ପୁନରୁତ୍ଥିତ କଲେ, ସେ ଆମ୍ଭକୁ ମଧ୍ଯ ଯୀଶୁଙ୍କ ସହ ପୁନରୁତ୍ଥିତ କରିବେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:5

ସମାନେେ ଯେଉଁଭଳି ଭାବରେ ଦେଲେ ଆମ୍ଭେ ତାହା କବେେ ଭାବି ନ ଥିଲୁ। ସମାନେେ ତାହାଙ୍କର ଅର୍ତ ଦବୋ ପୂର୍ବରୁ ପ୍ରଥମେ ନିଜକୁ ପ୍ରଭୁଙ୍କଠା ରେ ଓ ଆମ୍ଭଠା ରେ ସମର୍ପଣ କଲେ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:15

ତବେେ ଯାଇ ତୁମ୍ଭେ ନିର୍ଦ୍ ଦୋଷ ହବେ ଓ ତୁମ୍ଭ ଭିତ ରେ କୌଣସି ଭୁଲ୍ ରହିବ ନାହିଁ। ତୁମ୍ଭେ ପରମେଶ୍ବରଙ୍କ ନିର୍ଦ୍ ଦୋଷ ପୁତ୍ର ହବେ। କିନ୍ତୁ ତୁମ୍ଭମାନେେ ନଷ୍ଟ ହାଇେ ଯାଉଥିବା ମନ୍ଦ ଲୋକଙ୍କ ମଧିଅରେ ରହୁଛ। କିନ୍ତୁ ସମାନଙ୍କେ ଭିତ ରେ ତୁମ୍ଭେ ହି ଅନ୍ଧକାରପୂର୍ଣ୍ଣ ଜଗତ ରେ ଜ୍ଯୋତିଃଭଳି ପ୍ରକାଶିତ ହେଉଛ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 4:6

ସଠାେରେ ଥିବା ଭାଇ ଓ ଭଉଣୀମାନଙ୍କୁ ଏ କଥା କୁହ। ଏପରି କରିବା ଦ୍ବାରା ତୁମ୍ଭେ ଖ୍ରୀଷ୍ଟ ଯୀଶୁଙ୍କର ଭଲ ସବେକ ବୋଲି ପ୍ରମାଣିତ ହବେ। ତୁମ୍ଭେ ପ୍ରମାଣ କରିବ ଯେ ତୁମ୍ଭେ ଅନୁସରଣ କରିଥିବା ବିଶ୍ବାସର ଶିକ୍ଷାଗୁଡ଼ିକ ଦ୍ବାରା ଶକ୍ତିଶାଳୀ ହାଇେଛ।

ତୀତସଙ୍କ ପ୍ରତି ପତ୍ର 2:14

ନିଜ ଜୀବନକୁ ସତ୍ କର୍ମ ରେ ଲଗାଇବା ପାଇଁ ଲୋକମାନେ ଶିଖିବା ଆବଶ୍ଯକ। ଯେଉଁମାନଙ୍କର ପ୍ରକୃତ ରେ ଦରକାର, ସମାନଙ୍କେର ମଙ୍ଗଳ କର। ତା' ହେଲେ ଆମ୍ଭ ଲୋକେ ବିଫଳ ଜୀବନଯାପନ କରିବେ ନାହିଁ।

Interlinear

Choose Theme