Home Bibles ପ୍ରଥମ ଶାମୁୟେଲ 9:1 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 9:1 · ଓଡ଼ିଆ ବାଇବେଲ

ସହେି ସମୟରେ ବିନ୍ଯାମୀନବଂଶୀଯ କୀଶ୍ ନାମକ ଜଣେ ମହତ୍ବପୂର୍ଣ୍ଣ ବ୍ଯକ୍ତି ଥିଲେ। ସେ ଅବୀଯଲର ପକ୍ସ୍ଟତ୍ର ଥିଲେ, ୟିଏକି ସରୋରର ପକ୍ସ୍ଟତ୍ର ଥିଲା, ୟିଏକି ବଖାରେତର ପକ୍ସ୍ଟତ୍ର ଥିଲା, ୟିଏକି ବିନ୍ଯାମୀନୀଯ ଅଫୀହର ପକ୍ସ୍ଟତ୍ର ଥିଲା।

Cross references

ପ୍ରଥମ ଶାମୁୟେଲ 10:23

ଲୋକମାନେ ଖାଜେିଲେ ଏବଂ ତାଙ୍କୁ ସାମଗ୍ରୀ ପଛପଟେ ପାଇଲେ। ଶାଉଲ ଲୋକମାନଙ୍କ ମଧିଅରେ ଛିଡା ହେଲେ ସେ ସମସ୍ତ ଲୋକଙ୍କ ଅପେକ୍ଷା ଲମ୍ବା ଥିଲେ।

ପ୍ରଥମ ଶାମୁୟେଲ 14:51

ଶାଉଲଙ୍କ ପିତା କୀଶ୍ ଓ ଅବନରର ପିତା ନର, ଏ ଦକ୍ସ୍ଟ ହେଁ ଅବୀଯଲରେ ପକ୍ସ୍ଟତ୍ର ଥିଲେ।

ପ୍ରଥମ ଶାମୁୟେଲ 25:2

ମାଯୋନ ରେ ଜଣେ ଧନି ଲୋକ ବାସ କରୁଥିଲେ। ତାଙ୍କର 3,000 ମେଣ୍ତା ଏବଂ 1,000 ଛଳେି ଥିଲା। ସେ ଲୋକ ଜଣକ କର୍ମୀଲକକ୍ସ୍ଟ ମେଣ୍ତାମାନଙ୍କର ଲୋମ କାଟିବାକକ୍ସ୍ଟ ୟାଇଥିଲା।

ଦିତୀୟ ଶାମୁୟେଲ 19:32

ବର୍ସିଲ୍ଲଯ ଜଲଣ ଅତି ବୃଦ୍ଧସଲାକ ଥିଲା। ତାଙ୍କୁ ଅଶୀ ବର୍ଷ ବଯସସହାଇଥିଲା।ସସ ଅତି ବଡଲଲାକ ଥିବାରକ୍ସ୍ଟ ରାଜା ମହନଯିମସର ଥିବାସବଲଳ ତାହାଙ୍କକ୍ସ୍ଟ ଖାଦ୍ୟ ସାମଗ୍ରି ସମସ୍ତସଯାଗାଉ ଥିଲା।

ପ୍ରଥମ ବଂଶାବଳୀ 8:30

ୟିଯଲଙ୍କେ ଜେଷ୍ଠପୁତ୍ର ଥିଲେ ଅବଦୋନ୍। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ ସୂର୍, କୀଶ୍, ବାଲ୍, ନାଦବ୍,

ପ୍ରଥମ ବଂଶାବଳୀ 9:36

ୟିଯଲଙ୍କେ ଜେଷ୍ଠପୁତ୍ରର ନାମ ଥିଲା : ଅବ୍ଦୋନ୍। ଅନ୍ୟ ପୁତ୍ରମାନେ ଥିଲେ ସୂର୍, କୀଶ୍, ନେର୍, ବାଲ୍, ନାଦବ।

ଏଷ୍ଟର ବିବରଣ 2:5

ସହେି ସମୟରେ ମର୍ଦ୍ଦଖଯ ନାମ ରେ ଜଣେ ୟିହୁଦୀଯ ଲୋକ ଶୂଶନ୍ ରାଜଧାନୀ ରେ ଥିଲା, ସେ ବିନ୍ଯାମୀନ ବଂଶୀଯ ୟାଯୀରର ପୁତ୍ର, ଶିମିଯିର ପୌତ୍ର, କୀଶର ପ୍ରପୌତ୍ର।

ଆୟୁବ ପୁସ୍ତକ 1:3

ଆୟୁବ 7 ,000 ମେଣ୍ଢା, 3 ,000 ଓଟ, 1 ,000 ଷଣ୍ଢ ଏବଂ 500 ମାଇ ଗଧର ମାଲିକ ଥିଲା। ତା'ର ଅନକେ ଗୁଡ଼ିଏ ଭୃତ୍ଯ ଥିଲେ। ଆୟୁବ ପୂର୍ବାଞ୍ଚଳ ଦେଶମାନଙ୍କ ମଧିଅରେ ସବୁଠାରୁ ବେଶୀ ଧନୀ ଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:21

ଏହାପରେ ସମାନେେ ଜଣେ ରାଜା ଚାହିଁଲେ। ପରମେଶ୍ବର ସମାନଙ୍କେୁ ବିନ୍ଯାମୀନ ଗୋଷ୍ଠୀ କୀଶର ପୁତ୍ର ଶାଉଲଙ୍କୁ ରାଜାରୂପେ ଦେଲେ। ସେ ଚ଼ାଳିଶ ବର୍ଷ ପର୍ୟ୍ଯନ୍ତ ରାଜତ୍ବ କଲେ।

Interlinear

Choose Theme