Home Bibles ପ୍ରଥମ ଶାମୁୟେଲ 7:14 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 7:14 · ଓଡ଼ିଆ ବାଇବେଲ

ପଲେଷ୍ଟୀୟମାନେ ଇଶ୍ରାୟେଲଠାରକ୍ସ୍ଟ ଇକ୍ରୋଣଠାରକ୍ସ୍ଟ ଗାଥ୍ ପର୍ୟ୍ଯନ୍ତ ସହର ଛଡାଇ ନଇେଥିଲେ?

Cross references

ଦିତୀୟ ବିବରଣ 7:2

ୟ ତବେଳେେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ସମାନଙ୍କେୁ ତକ୍ସ୍ଟମ୍ଭ ସଦାପ୍ରଭୁ ସମର୍ପଣ କରିବେ ଏବଂ ତୁମ୍ଭେ ସମାନଙ୍କେୁ ପରାସ୍ତ କରିବ। ତୁମ୍ଭେ ସମାନଙ୍କେ ସହିତ କୌଣସି ସନ୍ଧି କରିବ ନାହିଁଅଥବା ଦୟା ଦଖାଇବେ ନାହିଁ। ତୁମ୍ଭେ ସମାନଙ୍କେୁ ସଂପୂର୍ଣରୂପେ ଧ୍ବଂସ କରିବ।

ଦିତୀୟ ବିବରଣ 7:16

ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ହସ୍ତ ରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସମାନଙ୍କେୁ ଗ୍ରାସ କରିବ। ତୁମ୍ଭର ଚକ୍ଷକ୍ସ୍ଟ ସମାନଙ୍କେୁ ଦୟା କରିବ ନାହିଁ। କିଅବା ତୁମ୍ଭେ ସମାନଙ୍କେ ଦବଗେଣକକ୍ସ୍ଟ ସବୋ କରିବ ନାହିଁ। କାରଣ ତାହା ତୁମ୍ଭମାନଙ୍କ ପାଇଁ ଫାନ୍ଦ ସ୍ବରୂପ ହବେ।

ଯିହୋଶୂୟ 15:11

ଏହାପରେ ସେ ସୀମା ଇକ୍ରୋଣର ଉତ୍ତର ପାଶର୍‌ବ ପର୍ୟ୍ଯନ୍ତ ଗଲା। ସଠାେରକ୍ସ୍ଟ ସେ ଶକ୍କରେୋନ୍ ସୀମା ପର୍ୟ୍ଯନ୍ତ ବିସ୍ତୃତ ଥିଲାଓ ବାଲା ପର୍ବତ ରେ ପଡି ୟବନିଯଲେ ପର୍ୟ୍ଯନ୍ତ ଥିଲା। ସହେି ସୀମାର ପ୍ରାନ୍ତ ଭାଗ ସମକ୍ସ୍ଟଦ୍ର ଥିଲା।

ବିଚାରକର୍ତାମାନଙ୍କ ବିବରଣ 4:17

କିନ୍ତୁ ସୀଷରା ପଳାଯନ କଲା। ସେ ୟାଯଲେ ତମ୍ବୁକକ୍ସ୍ଟ ଦଉଡି ପଳାଇଲା। ଯାୟେଲ ହେଉଛି କନେୀଯ ହବରେ ସ୍ତ୍ରୀ। ସେ ସମୟରେ ହାତ୍ ସୋରର ରାଜା ୟାବୀନ୍ ଓ କନେୀଯ ହବରେ ବଂଶ ମଧିଅରେ ଐକ୍ଯ ଥିଲା। ତେଣୁ ସେ ସଠାେକକ୍ସ୍ଟ ଦୌଡି ପଳାଇଲା।

ପ୍ରଥମ ବଂଶାବଳୀ 18:1

ପରେ ଦାଉଦ ପଲେଷ୍ଟୀୟ ଲୋକଙ୍କୁ ଆକ୍ରମଣ କଲେ। ସେ ସମାନଙ୍କେୁ ପରାସ୍ତ କଲେ। ସେ ପଲେଷ୍ଟୀୟମାନଙ୍କଠାରୁ ଗାଥ ସହର ଓ ତାହାର ଚତୁର୍ଦ୍ଦିଗ ରେ ଥିବା କ୍ଷୁଦ୍ର ସହରଗୁଡ଼ିକୁ ଚ୍ଛିନ୍ନ କରି ନଇଗେଲେ।

ଗୀତସଂହିତା 106:34

କିଣାନୀଯଠାରେ ରହୁଥିବା ଅନ୍ୟ ବିଦେଶୀଯମାନଙ୍କୁ ନଷ୍ଟ କରିବା ପାଇଁ ପରମେଶ୍ବର କହିଲେ, କିନ୍ତୁ ଇଶ୍ରାୟେଲୀୟମାନେ ତାଙ୍କ କଥା ମାନିଲେ ନାହିଁ।

Interlinear

Choose Theme