Home Bibles ପ୍ରଥମ ଶାମୁୟେଲ 30:2 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 30:2 · ଓଡ଼ିଆ ବାଇବେଲ

ସମାନେେ ସିକ୍ଲଗ୍ର ସମସ୍ତ ସ୍ତ୍ରୀ ଲୋକମାନଙ୍କୁ ବନ୍ଦୀକରି ଆଣିଥିଲେ ଏବଂ ସମାନେେ ସମସ୍ତ ବୃଦ୍ଧ ଓ ସମସ୍ତ ୟକ୍ସ୍ଟବକମାନଙ୍କୁ ବନ୍ଦୀକରି ଆଣିଥିଲେ। ସମାନେେ କାହାରିକକ୍ସ୍ଟ ମାରି ଦଇେ ନଥିଲେ। ସମାନଙ୍କେୁ ହତ୍ଯା କରିବା ପରିବର୍ତେ ସମାନଙ୍କେୁ ନିଜ ନିଜ ପଥରେ ନଇୟୋଇଥିଲେ।

Cross references

ପ୍ରଥମ ଶାମୁୟେଲ 27:11

ଦାଉଦ କଦାପି ଗାଥକକ୍ସ୍ଟ ଆଣିବାକକ୍ସ୍ଟ କାହାରିକକ୍ସ୍ଟ ଜୀବିତ ରଖକ୍ସ୍ଟ ନ ଥିଲେ। ସେ ଭାବକ୍ସ୍ଟଥିଲେ, ଯଦି ଆମ୍ଭେ ଲୋକକୁ ଜୀବିତ ଛାଡକ୍ସ୍ଟ, ସେ ଲୋକମାନେ ଅଖୀଶଙ୍କକ୍ସ୍ଟ ସବୁ କହି ଦବେେ, ବାସ୍ତବ ରେ ମୁ କ'ଣ କରୁଥିଲି।

ପ୍ରଥମ ଶାମୁୟେଲ 30:19

ତାଙ୍କର କୌଣସି ଜିନିଷ କିମ୍ବା ବ୍ଯକ୍ତି ହରାଇ ନଥିଲେ। ସମାନଙ୍କେର ସମସ୍ତ ଦ୍ରବ୍ଯ, ବଯସ୍କ ଲୋକ, ପିଲା, ସମସ୍ତଙ୍କ ପକ୍ସ୍ଟତ୍ର କନ୍ଯା ସମସ୍ତଙ୍କକ୍ସ୍ଟ ଦାଉଦ ରକ୍ଷାକଲେ। ଏବଂ ସମାନଙ୍କେର ମୂଲ୍ଯବାନ ବସ୍ତକ୍ସ୍ଟକକ୍ସ୍ଟ ମଧ୍ଯ ଦାଉଦ ନଇେ ଆସିଲେ।

ଆୟୁବ ପୁସ୍ତକ 38:11

ମୁଁ ସମୁଦ୍ରକୁ କହିଲି, 'ତୁମ୍ଭେ ଏତିକି ବାଟ ପର୍ୟ୍ଯନ୍ତ ଆସିବ, ତା'ଠାରୁ ଅଧିକା ନୁହେଁ। ଏହି ସ୍ଥାନ ରେ ତୁମ୍ଭେ ଗର୍ବି ଢ଼େଉ ଆସି ବନ୍ଦ ହବେ।'

ଗୀତସଂହିତା 76:10

ହେ ପରମେଶ୍ବର, ଯେତବେେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କୋର୍ଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ।

ଯିଶାଇୟ 27:8

ସଦାପ୍ରଭୁ ଇଶ୍ରାୟେଲର ପରିତ୍ରାଣ ପାଇଁ ତାକୁ ଦୂରକୁ ପଠାଇ ତାହା ସହିତ ବିବାଦ କରିବେ। ସେ ପୂର୍ବୀଯ ବାଯୁ ଦିନ ରେ ନିଜର ପ୍ରବଳ ବାଯୁଦ୍ବାରା ସ୍ଥାନାନ୍ତରିତ କରିବେ।

Interlinear

Choose Theme