ପ୍ରଥମ ଶାମୁୟେଲ 3:7 · ଓଡ଼ିଆ ବାଇବେଲ
ସେ ସମୟରେ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କୁ ଜାଣି ନଥିଲା, କାରଣ ସଦାପ୍ରଭୁ ତାଙ୍କଠା ରେ ତାଙ୍କର ବାକ୍ଯ କଥା ପ୍ରକାଶ କରି ନଥିଲେ।
Cross references
ଯିରିମିୟ 9:24
ଯଦି କହେି ଦର୍ପ କରିବ, ତବେେ ସେ ଆମ୍ଭକୁ ଚିହ୍ନେ ଓ ଜାଣେ ବୋଲି ଦର୍ପ କରୁ। ଆମ୍ଭେ ସଦାପ୍ରଭୁଙ୍କ ଜଗତ ରେ ସ୍ନହେ, କରୁଣା ବିଚାର ଓ ଧର୍ମସାଧନ କରୁ, କାରଣ ସଦାପ୍ରଭୁ କହନ୍ତି ଏସବୁ ରେ ଆମ୍ଭର ସନ୍ତାଷେ ଥାଏ।
ରେରିତମାନଙ୍କ କାର୍ଯ୍ୟର ବିବରଣ 19:2
ପାଉଲ ସମାନଙ୍କେୁ ପଚ଼ାରିଲେ, ତୁମ୍ଭମାନେେ ବିଶ୍ବାସୀ ହେଲା ବେଳେ ପବିତ୍ର ଆତ୍ମାଙ୍କୁ ପ୍ରାପ୍ତ ହାଇେଥିଲ କି?