Home Bibles ପ୍ରଥମ ଶାମୁୟେଲ 2:21 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 2:21 · ଓଡ଼ିଆ ବାଇବେଲ

ଏହାପରେ ସମାନେେ ଆପଣା ଗୃହକକ୍ସ୍ଟ ଫରେିଗଲେ। ପକ୍ସ୍ଟଣି ସଦାପ୍ରଭୁ ହାନ୍ନା ପ୍ରତି ଦୟା କଲେ ଓ ସେ ତିନି ପକ୍ସ୍ଟତ୍ର ଓ ଦକ୍ସ୍ଟଇ କନ୍ଯା ପ୍ରସବ କଲା। ଏଥି ମଧିଅରେ ବାଳକ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କ ଉପସ୍ଥିତି ରେ ବଢିଲା।

Cross references

ଆଦି ପୁସ୍ତକ 21:1

ସଦାପ୍ରଭୁ ସାରାଙ୍କଠା ରେ କରିଥିବା ତାଙ୍କର ପ୍ରତିଜ୍ଞା ରକ୍ଷା କଲେ। ସେ ସାରାକୁ ଯାହା ପ୍ରତିଜ୍ଞା କରିଥିଲେ ତାଙ୍କ ପାଇଁ ସପରେି କଲେ।

ବିଚାରକର୍ତାମାନଙ୍କ ବିବରଣ 13:24

ଏହାପରେ ସହେି ସ୍ତ୍ରୀ ଜଣଙ୍କ ଏକ ପକ୍ସ୍ଟତ୍ର ସନ୍ତାନ ଜନ୍ମ ଦଲୋ। ସେ ତାଙ୍କର ନାମ ଶାମ୍ଶାେନ୍ ରଖିଲେ। ଶାମ୍ଶାେନ୍ ସଦାପ୍ରଭୁଙ୍କର ଆଶୀର୍ବାଦରକ୍ସ୍ଟ ବଢିବାକକ୍ସ୍ଟ ଲାଗିଲେ।

ପ୍ରଥମ ଶାମୁୟେଲ 1:19

ତା'ପରେ ଇଲ୍କାନା ଆପଣା ସ୍ତ୍ରୀ ହାନ୍ନା ସହିତ ସହବାସ କଲା ଏବଂ ସଦାପ୍ରଭୁ ହାନ୍ନାକକ୍ସ୍ଟ ସ୍ମରଣ କଲେ।

ପ୍ରଥମ ଶାମୁୟେଲ 2:26

କିନ୍ତୁ ବାଳକ ଶାମକ୍ସ୍ଟଯଲେ କ୍ରମେ କ୍ରମେ ବଡ ହେଲା ଆଉ ପରମେଶ୍ବରଙ୍କର ଓ ଲୋକମାନଙ୍କର ଅନକ୍ସ୍ଟଗ୍ରହ ପାତ୍ର ହେଲା।

ପ୍ରଥମ ଶାମୁୟେଲ 3:19

ତା'ପରେ ଶାମକ୍ସ୍ଟଯଲେ ବଡ ହେଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ରହିଲେ। ସଦାପ୍ରଭୁ ତାଙ୍କର କୌଣସି ବାକ୍ଯ ମିଛ ହବୋକକ୍ସ୍ଟ ଦେଲେ ନାହିଁ।

ଗୀତସଂହିତା 127:3

ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର। ଗର୍ଭାଶଯରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।

ହିତୋପଦେଶ 3:4

ଯଦି ତୁମ୍ଭେ ଏହା କର, ତୁମ୍ଭେ ଜ୍ଞାନୀ ହବେ, ପରମେଶ୍ବର ଓ ମନୁଷ୍ଯମାନଙ୍କଠାରୁ ସୁବିବଚେନା ଲାଭ କରିବ।

ଲୂକଲିଖିତ ସୁସମାଚାର 1:68

ଇଶ୍ରାୟେଲର ପ୍ରଭୁ ପରମେଶ୍ବରଙ୍କର ସ୍ତୁତି ଗାନ କର। ସେ ନିଜ ଲୋକମାନଙ୍କୁ ସାହାୟ୍ଯ କରିବା ପାଇଁ ଆସିଛନ୍ତି ଏବଂ ସମାନଙ୍କେୁ ସ୍ବାଧୀନତା ଦଇେଛନ୍ତି।

ଲୂକଲିଖିତ ସୁସମାଚାର 1:80

ଶିଶୁଟି ଏହିପରି ବଢିବାକୁ ଲାଗିଲା ଓ ଆତ୍ମା ରେ ଦୃଢରୁ ଦୃଢତର ହବୋକୁ ଲାଗିଲା। ଇଶ୍ରାୟେଲ ରେ ଉପଦେଶ ପ୍ରଦାନ କରିବାର ଶକ୍ତି ପାଇବା ପର୍ୟ୍ଯନ୍ତ ଯୋହନ ଅନ୍ୟ ଲୋକଙ୍କଠାରୁ ଦୂର ରେ ଏକ ସ୍ଥାନ ରେ ରହିଥିଲେ।

ଲୂକଲିଖିତ ସୁସମାଚାର 2:40

ସାନ ଶିଶୁଟି ଦିନକୁ ଦିନ ବଢିବାକୁ ଲାଗିଲେ। ସେ ହୃଷ୍ଟପୃଷ୍ଟ ଓ ବୁଦ୍ଧିମାନ ହବୋକୁ ଲାଗିଲେ। ତାହାଙ୍କ ସହିତ ପରମେଶ୍ବରଙ୍କର ଆଶୀର୍ବାଦ ଥିଲା।

ଲୂକଲିଖିତ ସୁସମାଚାର 2:52

ଯୀଶୁ ଜ୍ଞାନ ରେ, ଶରୀର ରେ ଏବଂ ପରମେଶ୍ବର ଓ ମନୁଷ୍ଯମାନଙ୍କ ଅନୁଗ୍ରହ ରେ ବଢିବାକୁ ଲାଗିଲେ।

Interlinear

Choose Theme