ପ୍ରଥମ ଶାମୁୟେଲ 29:7 · ଓଡ଼ିଆ ବାଇବେଲ
ଶାନ୍ତି ରେ ଫରେିୟାଅ। ପଲେଷ୍ଟୀୟ ଶାସକମାନଙ୍କ ବିରକ୍ସ୍ଟଦ୍ଧ ରେ କିଛି କରନାହିଁ।
Cross references
ଗଣନା ପୁସ୍ତକ 22:34
ତହୁଁ ବିଲିଯମ ସଦାପ୍ରଭିଙ୍କ ଦୂତକୁ କହିଲା, ମୁଁ ପାପ କରିଅଛି, କାରଣ ତୁମ୍ଭେ ମାେ ବିପକ୍ଷ ରେ ପଥରେ ଠିଆ ହାଇେଅଛ। ଏହା ମୁଁ ଜାଣି ନ ଥିଲି। ମାେ ୟାତ୍ରା ଯଦି ତୁମ୍ଭ ଦୃଷ୍ଟି ରେ ମନ୍ଦ ହୁଏ, ତବେେ ମୁଁ ଗୃହକୁ ଫରେିୟିବି।
ପ୍ରଥମ ଶାମୁୟେଲ 1:17
ତହିଁରେ ଏଲି ଉତ୍ତର ଦେଲେ, ଶାନ୍ତି ରେ ୟାଅ, ଯାହା ତୁମ୍ଭେ ପରମେଶ୍ବରଙ୍କଠା ରେ ମାଗିଲ, ଇଶ୍ରାୟେଲର ପରମେଶ୍ବର ତୁମ୍ଭର ମନସ୍କାମନା ପକ୍ସ୍ଟରଣ କରନ୍ତକ୍ସ୍ଟ।