Home Bibles ☰ Books ପ୍ରଥମ ଶାମୁୟେଲ 25:7 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 25:7 · ଓଡ଼ିଆ ବାଇବେଲ

ମୁ ଶକ୍ସ୍ଟଣିଲି ତୁମ୍ଭର ମଷେପାଳକମାନେ ମଷେମାନଙ୍କର ଲୋମ କାଟକ୍ସ୍ଟଛନ୍ତି। କିଛି ସମୟ ପାଇଁ ତୁମ୍ଭର ମଷେପାଳକମାନେ ଆମ୍ଭ ସହିତ ଥିଲେ। ଆମ୍ଭମାନେେ ସମାନଙ୍କେର କୌଣସି କ୍ଷତି କରି ନାହକ୍ସ୍ଟଁ କି କର୍ମିଲ୍ ରେ ଥିବା ସମୟରେ ସମାନଙ୍କେର କିଛି ହଜି ନାହିଁ।

Cross references

ପ୍ରଥମ ଶାମୁୟେଲ 22:2

ଦାଉଦଙ୍କ ସହିତ ବହକ୍ସ୍ଟତ ଲୋକ ଥିଲେ ଯେଉଁମାନେ ବିପଦ ରେ ଥିଲେ, ଯେଉଁମାନେ ଋଣଗ୍ରସ୍ତ ଥିଲେ, ଆଉ ଯେଉଁମାନେ ଜୀବନ ରେ ଶାନ୍ତି ପାଇନାହିଁନ୍ତି, ଏହିପରି ଲୋକମାନେ ଦାଉଦଙ୍କ ସାଥି ହେଲେ। ଏହିପରି ଭାବରେ ଦାଉଦ 400 ଲୋକଙ୍କର ନେତା ହେଲ।

ପ୍ରଥମ ଶାମୁୟେଲ 25:15

ସହେି ଲୋକମାନେ ଆମ୍ଭମାନଙ୍କର ବଡ ଉପକାରୀ, ଆମ୍ଭମାନେେ କ୍ଷେତ୍ର ରେ ମେଣ୍ତାଙ୍କକ୍ସ୍ଟ ନଇେ ଥିବା ସମୟରେ ଦାଉଦର ଲୋକମାନେ ଆମ ସହିତ ଥିଲେ। ସମାନେେ ଆମର କିଛି ନଇେ ନାହାଁନ୍ତି କି ଆମର କିଛି କ୍ଷତି କରି ନାହିଁନ୍ତି।

ପ୍ରଥମ ଶାମୁୟେଲ 25:21

ଦାଉଦ ଅବୀଗଲଙ୍କକ୍ସ୍ଟ ଦେଖିବା ପୂର୍ବରକ୍ସ୍ଟ କହକ୍ସ୍ଟଥିଲେ, ମୁ ନାବଲ୍ର ସଐତ୍ତିକକ୍ସ୍ଟ ମରକ୍ସ୍ଟଭୂମିରେ ଜଗିଲି। ମୁ ଭାବକ୍ସ୍ଟଥିଲି ଏହାର ଗୋଟିଏ ହେଲ ମଷେ ନ ହଜକ୍ସ୍ଟ। ମୁ ଏହା କରୁଥିଲି ମାରେ କିଛି ସ୍ବାର୍ଥ ନ ଥିଲା। କିନ୍ତୁ ତା'ର ସବୁ ମଙ୍ଗଳ ପାଇଁ କରୁଥିଲି। କିନ୍ତୁ ସେ ମାେ ପ୍ରତି ଖରାପ ବ୍ଯବହାର ଦଖାଇେଲା।

ଯିଶାଇୟ 11:6

ସେ ସମୟରେ ଗଧିଆଗୁଡ଼ିକ ମଷେ ଶାବକମାନଙ୍କ ସହିତ ଶାନ୍ତି ରେ ବାସ କରିବେ। ଛଳେିଛୁଆ ସହିତ ବାଘ ଏକତ୍ର ଶାନ୍ତି ରେ ଶୋଇବେ। ବାଛୁରୀ, ସିଂହ ଓ ଷଣ୍ଢଗୁଡ଼ିକ ଏକତ୍ର ସୁଖ ଶାନ୍ତି ରେ ବାସ କରିବେ। ଏପରିକି ଗୋଟିଏ େଛାଟ ପିଲା ସମାନଙ୍କେୁ ଅଡ଼ାଇବ।

ଲୂକଲିଖିତ ସୁସମାଚାର 3:14

ସୈନ୍ଯମାନେ ତାହାଙ୍କୁ ପଚାରିଲେ, ଆମ୍ଭକୁ କ'ଣ କରିବାକୁ ହବେ?

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:15

ତବେେ ଯାଇ ତୁମ୍ଭେ ନିର୍ଦ୍ ଦୋଷ ହବେ ଓ ତୁମ୍ଭ ଭିତ ରେ କୌଣସି ଭୁଲ୍ ରହିବ ନାହିଁ। ତୁମ୍ଭେ ପରମେଶ୍ବରଙ୍କ ନିର୍ଦ୍ ଦୋଷ ପୁତ୍ର ହବେ। କିନ୍ତୁ ତୁମ୍ଭମାନେେ ନଷ୍ଟ ହାଇେ ଯାଉଥିବା ମନ୍ଦ ଲୋକଙ୍କ ମଧିଅରେ ରହୁଛ। କିନ୍ତୁ ସମାନଙ୍କେ ଭିତ ରେ ତୁମ୍ଭେ ହି ଅନ୍ଧକାରପୂର୍ଣ୍ଣ ଜଗତ ରେ ଜ୍ଯୋତିଃଭଳି ପ୍ରକାଶିତ ହେଉଛ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:8

ଭାଇ ଓ ଭଉଣୀମାନେ ! ଯାହା ସତ୍ଯ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ କୌଣସି ସଦ୍ ଗୁଣ ଓ ପ୍ରଶଂସାର ଥାଏ, ସହେି ବିଷୟଗୁଡ଼ିକରେ ମନୋୟୋଗ କର।

Interlinear

Choose Theme