Home Bibles ପ୍ରଥମ ଶାମୁୟେଲ 25:19 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 25:19 · ଓଡ଼ିଆ ବାଇବେଲ

ତା'ପରେ ଅବୀଗଲ ତା'ର ଦାସମାନଙ୍କୁ କହିଲା, ମାେ ଆଗେ ଆଗେ ଗ୍ଭଲ, ଦେଖ, ମୁ ତକ୍ସ୍ଟମ୍ଭ ପେଛ ପେଛ ଯାଉଛି। କିନ୍ତୁ ସେ ତା'ର ସ୍ବାମୀକକ୍ସ୍ଟ ଏକଥା ଜଣାଇଲା ନାହିଁ।

Cross references

ଆଦି ପୁସ୍ତକ 32:16

ଯାକୁବ ପଲସବୁ ପୃଥକ କରି ଆପଣା ଦାସମାନଙ୍କ ହସ୍ତ ରେ ଏକ ପଲ ସମର୍ପଣ କରି ସମାନଙ୍କେୁ ଆଜ୍ଞା ଦଲୋ, ତୁମ୍ଭମାନେେ ମାରେ ଆଗେ ଆଗେ ୟାଅ। ପୁଣି ମଝି ରେ ମଝି ରେ ସ୍ଥାନ ରଖି ପ୍ରେତ୍ୟକକ ପଲକୁ ପୃଥକ କର।

ଆଦି ପୁସ୍ତକ 32:19

ଯାକୁବ ଏହିପରି କହିବାକୁ ତାଙ୍କର ଦ୍ବିତୀୟ ଦଳର ଦାସ ଓ ତୃତୀୟ ଦଳର ଦାସ ଏବଂ ସମସ୍ତ ଦାସଙ୍କୁ ଏହିପରି କହିଲେ। ସେ କହିଲେ, ତୁମ୍ଭେ ସମସ୍ତେ ଏହିପରି କହିବ ଯେତବେେଳେ ଏଷୌକୁ ତୁମ୍ଭମାନେେ ଭଟେିବ।

ଆଦି ପୁସ୍ତକ 32:20

ତୁମ୍ଭମାନେେ କହିବ, 'ଏହିସବୁ ତୁମ୍ଭପାଇଁ ଉପହାର ଅଟେ। ଏବଂ ତୁମ୍ଭର ଦାସ ଯାକୁବ ତୁମ୍ଭ ପଛ ରେ ଆସୁଛି।'

ଆଦି ପୁସ୍ତକ 32:21

ତେଣୁ ଯାକୁବ ଉପହାରଗୁଡ଼ିକ ଏଷୌ ନିକଟକୁ ପଠାଇ ଦେଲେ। କିନ୍ତୁ ଯାକୁବ ରାତ୍ରି ରେ ସହେି ଛାଉଣୀ ରେ ରହିଲେ।

ପ୍ରଥମ ଶାମୁୟେଲ 14:1

ଏକଦିନ ଶାଉଲଙ୍କ ପକ୍ସ୍ଟତ୍ର ଯୋନାଥନ ଆପଣା ଅସ୍ତ୍ରବାହକ ୟକ୍ସ୍ଟବାକକ୍ସ୍ଟ କହିଲା, ଗ୍ଭଲ ଆମ୍ଭେ ଉପତ୍ୟକାର ବିପରୀତ ଦିଗରକ୍ସ୍ଟ ପଲେଷ୍ଟୀୟଙ୍କ ଶିବିର ଆଡକକ୍ସ୍ଟ ୟିବା। କିନ୍ତୁ ଯୋନାଥନ ଏକଥା ତାଙ୍କ ବାପା ଶାଉଲଙ୍କକ୍ସ୍ଟ କହିଲେ ନାହିଁ।

ହିତୋପଦେଶ 31:11

ତା'ର ସ୍ବାମୀର ହୃଦଯ ତାଠା ରେ ନିର୍ଭର କରେ। ସେ କଦାପି ଦରିଦ୍ର ହବେ ନାହିଁ।

ହିତୋପଦେଶ 31:27

ସେ କବେେ ଅଳସୁଆ ହୁଏ ନାହିଁ। ସେ ତା'ର ଗୃହର ପ୍ରେତ୍ୟକକ ଦ୍ରବ୍ଯର ଯତ୍ନ ନିଏ।

Interlinear

Choose Theme