Home Bibles ପ୍ରଥମ ଶାମୁୟେଲ 13:10 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 13:10 · ଓଡ଼ିଆ ବାଇବେଲ

ଶାଉଲ ବଳି କାର୍ୟ୍ଯ ସମାଲ୍ଗ କରିବା ମାତ୍ରକେ ଶାମକ୍ସ୍ଟଯଲେ ସଠାେରେ ପହନ୍ଚିଲେ। ଶାଉଲ ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଲେ।

Cross references

ରୂତର ବିବରଣ 2:4

ଏହାପରେ ବୋୟଜ ବୈଥଲହମରେକ୍ସ୍ଟ ନିଜର କ୍ଷତକେକ୍ସ୍ଟ ଆସିଲା। ଏବଂ ଶ୍ରମିକମାନଙ୍କୁ ଅଭ୍ଯର୍ଥନା କଲା, ସଦାପ୍ରଭୁ ତୁମ୍ଭମାନଙ୍କର ସହିତ ଥାଆନ୍ତକ୍ସ୍ଟ। ସମାନେେ ଉତ୍ତର ଦେଲେ, ଏବଂ ସଦାପ୍ରଭୁ ଆପଣଙ୍କକ୍ସ୍ଟ ଆଶୀର୍ବାଦ କରନ୍ତକ୍ସ୍ଟ।

ପ୍ରଥମ ଶାମୁୟେଲ 15:13

ତେଣୁ ଶାମକ୍ସ୍ଟଯଲେ ଶାଉଲ ଥିବା ସ୍ଥାନକକ୍ସ୍ଟ ୟାତ୍ରା କଲେ। ଶାଉଲ ତାଙ୍କୁ ଅଭ୍ଯର୍ଥନା କଲେ, ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତକ୍ସ୍ଟ। ମୁ ସଦାପ୍ରଭୁଙ୍କ ଆଜ୍ଞା ମାନିଛି।

ଗୀତସଂହିତା 129:8

ତାଙ୍କ ବାଟ ଦଇେ ଯାଉଥିବା ଲୋକମାନେ କହନ୍ତି ନାହିଁ, ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ। କିଅବା ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।

Interlinear

Choose Theme