ପ୍ରଥମ ଶାମୁୟେଲ 23:22 · ଓଡ଼ିଆ ବାଇବେଲ
ତୁମ୍ଭମାନେେ ୟାଇ ସ୍ଥିର କର ସାଧାରଣତଃ ଦାଉଦ କେଉଁଠାକକ୍ସ୍ଟ ୟାଏ ଓ କିଏ ତାକକ୍ସ୍ଟ ଦେଖିଛି। ଏହା ବକ୍ସ୍ଟଝି ଦେଖ, କାରଣ ମାେତେ କକ୍ସ୍ଟହାୟାଇଛି ଯେ, 'ସେ ଅତି ସତର୍କତାର ସହ ଚଳକ୍ସ୍ଟଛି।'
Cross references
ଦିତୀୟ ଶାମୁୟେଲ 17:9
ଦେଖନ୍ତକ୍ସ୍ଟ, ସେ ଏବେ କୌଣସି ଗକ୍ସ୍ଟମ୍ଫା ରେ, ରାସ୍ତା ରେ କି ଅନ୍ୟ କୌଣସି ସ୍ଥାନ ରେ ଲକ୍ସ୍ଟଚକ୍ସ୍ଟଛନ୍ତି। ଯଦି ତୁମ୍ଭର ପିତା ଲୋକମାନଙ୍କୁ ପ୍ରଥମ ଆକ୍ରମଣ କରନ୍ତି, ଲୋକମାନେ ଏ ଖବର ଶକ୍ସ୍ଟଣିବେ। ସମାନେେ ଭାବିବେ, 'ଅବଶା ଲୋମର ଅନକ୍ସ୍ଟସରଣକାରୀମାନେ ହତାଶ ହେଉଛନ୍ତି।'
ଦିତୀୟ ରାଜାବଳୀ 6:13
ତହୁଁ ଅରାମର ରାଜା କହିଲେ, ୟାଇ ଦେଖ, ସେ କେଉଁଠା ରେ ଅଛି? ମୁଁ ଲୋକ ପଠାଇ ତାକୁ ଆଣିବି।
ଆୟୁବ ପୁସ୍ତକ 5:13
ପରମେଶ୍ବର ଚତୁର ଲୋକମାନଙ୍କୁ ମଧ୍ଯ ତାଙ୍କ ଫାନ୍ଦ ରେ ଧରନ୍ତି, ସମାନଙ୍କେର ଚତୁର ଯୋଜନା ସଫଳ କରାନ୍ତି ନାହିଁ।