ପ୍ରଥମ ଶାମୁୟେଲ 23:11 · ଓଡ଼ିଆ ବାଇବେଲ
ଶାଉଲ କ'ଣ କିଯୀଲାକକ୍ସ୍ଟ ଆସିବ? କିଯୀଲାର ଲୋକମାନେ କ'ଣ ମାେତେ ତାଙ୍କ ହାତ ରେ ସମର୍ପୀ ଦବେେ? ହେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏକଥା ତକ୍ସ୍ଟମ୍ଭ ଦାସକକ୍ସ୍ଟ ଜଣାଅ।
Cross references
ଗୀତସଂହିତା 50:15
ପରମେଶ୍ବର କହନ୍ତି, ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡ଼ାକ, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।
ଯିରିମିୟ 11:18
ସଦାପ୍ରଭୁ ମାେତେ ଜଣାଇଲେ ଯେ ଅନାେଥାତର ଲୋକମାନେ ମାେ ବିରୁଦ୍ଧ ରେ ଷଡ଼ୟନ୍ତ୍ର କରୁଛନ୍ତି। ସେ ସମାନଙ୍କେର କ୍ରିଯା ମାେତେ ସେ ସମୟରେ ଦଖାଇେଲେ।
ଯିରିମିୟ 33:3
ହେ ଯିହୁଦା, ତୁମ୍ଭେ ଆମ୍ଭକୁ ପ୍ରାର୍ଥନା କର ଏବଂ ଆମ୍ଭେ ତୁମ୍ଭକୁ ଉତ୍ତର ଦବୋ। ଆମ୍ଭେ ତୁମ୍ଭକୁ ଗୁପ୍ତ ଓ ମହତ୍ ବିଷଯ ଶୁଣାଇବା, ଯାହା ତୁମ୍ଭେ ଜାଣି ନାହଁ।
ମାଥିଉଲିଖିତ ସୁସମାଚାର 7:7
ମାଗ ସେଥି ରେ ପରମେଶ୍ବର ତାହା ତୁମ୍ଭକୁ ଦବେେ। ଖାଜେ ଏବଂ ତୁମ୍ଭେ ପାଇବ। ଦ୍ବାର ରେ ଠକ୍ ଠକ୍ କର ଓ ତାହା ତୁମ୍ଭପାଇଁ ଖାଲିୟିବେ।