ତେଣୁ ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ହେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର, ମୁ ଶୁଣିବାକୁ ପାଇଲି ଯେ, ଶାଉଲ ମାେ ପାଇଁ କିଯୀଲାକକ୍ସ୍ଟ ଧ୍ବଂସ କରିବାର ଯୋଜନା ପ୍ରସ୍ତକ୍ସ୍ଟତ କରିଛି।
Cross references
ଯଦି ପଚାଶ ଜଣ ଧାର୍ମିକ ଲୋକ ସହେି ନଗର ରେ ଥାନ୍ତି, ତୁମ୍ଭେ କ'ଣ କରିବ?ତୁମ୍ଭେ କ'ଣ ସମ୍ପୁର୍ଣରୂପେ ସହେି ଦେଶକୁ ଧ୍ବଂସ କରିବ?ପଚ଼ାଶ ଜଣ ଧାର୍ମିକଙ୍କ ସକା ସେ କଣ ସହେି ସ୍ଥାନ ରକ୍ଷା ନକରି ସଂହାର କରିବେ?
ସେ ଯାଜକମାନଙ୍କର ନୋବ୍ ନଗରକକ୍ସ୍ଟ ଖଣ୍ତା ରେ ଆଘାତ କଲା, ଦୋଯଗେ ନୋବ୍ର ସମସ୍ତ ଲୋକମାନଙ୍କୁ ହତ୍ଯା କଲା। ଏପରିକି ପିଲା, ସ୍ତ୍ରୀ, ପୁରୁଷ ସ୍ତନ୍ଯପାଯୀ ଶିଶକ୍ସ୍ଟ ଏବଂ ସମାନଙ୍କେର ଗାଈ, ଗଧ ଓ ମଷେମାନଙ୍କୁ ହତ୍ଯା କଲା।
ଶାଉଲ ତାଙ୍କର ସମସ୍ତ ୈସନ୍ଯମାନଙ୍କୁ ଏକତ୍ରୀତ ହବୋ ପାଇଁ ଆଦେଶ ଦେଲେ। ଏବଂ ସମାନେେ କିଯୀଲା ରେ ୟାଇ ଦାଉଦ ଓ ତା'ର ଲୋକମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବା ପାଇଁ ପ୍ରସ୍ତକ୍ସ୍ଟତ ହେଲେ।
ମାତ୍ର ସେ କବଳେ ମର୍ଦ୍ଦଖଯ ଉପରେ ହସ୍ତକ୍ଷପେ କରିବାକୁ ଲଘୁ ମଣିଲା। କାରଣ ସମାନେେ ତାହାକୁ ମର୍ଦ୍ଦଖଯର ବଂଶୀଯ ଲୋକଙ୍କ କଥା ଜଣାଇଲେ। ତେଣୁ ହାମନ ଅକ୍ଷଶ୍ବରେଶର ସମୁଦାଯ ରାଜ୍ଯ ରେ ସମସ୍ତ ୟିହୁଦୀଯଙ୍କୁ ଅର୍ଥାତ୍ ମର୍ଦ୍ଦଖଯର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲା।
ଯମେନ୍ତ ଗର୍ଜନକାରୀ ସିଂହ ଓ ଭ୍ରମଣକାରୀ ଭଲ୍ଲୁକ, ଠିକ୍ ସହେିପରି ଦୀନହୀନ ପ୍ରଜାଙ୍କ ଉପ ରେ ଦୁଷ୍ଟ ଶାସନକର୍ତ୍ତା ଅଟନ୍ତି।
ଲୋକେ ଅନ୍ୟକୁ ଆଘାତ ଓ ହତ୍ଯା କରିବା ପାଇଁ ସର୍ବଦା ପ୍ରସ୍ତୁତ