ତା'ପରେ ଶାଉଲ ନିଜର ବସ୍ତ୍ର ଉତ୍ତାରିଲେ ଓ ଶାମୁୟେଲଙ୍କ ସମ୍ମକ୍ସ୍ଟଖ ରେ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲେ। ସେ ସହେି ଦିନୟାକ ଏବଂ ରାତ୍ରି ତମାମ ପୋଷାକ ନ ପିନ୍ଧି ପଡି ରହିଲେ।
Cross references
ଏହା ହେଉଛି ଜଣେ ବ୍ଯକ୍ତିର ବାର୍ତ୍ତା ୟିଏ ପରମେଶ୍ବରଙ୍କଠାରୁ ଶୁଣେ। ସେ ହେଉଛି ଜଣେ ୟିଏ ସର୍ବଶକ୍ତିମାନ ପରମେଶ୍ବରଙ୍କର ଦର୍ଶନ ପାଇଅଛ। ସେ ହେଉଛି ଜଣେ ୟିଏ ସର୍ବଶକ୍ତିମାନ ପରମେଶ୍ବରଙ୍କ ଆଗ ରେ ଭୂମିଷ୍ଠ ପ୍ରମାଣ କଲା, କିନ୍ତୁ ତା'ର ଚକ୍ଷୁଗୁଡିକ ଖାେଲା ଥିଲା।
ଶାଉଲ ଏବଂ ତାଙ୍କର ସବେକ ଜିବେଥ୍ଇଲୋହିମ୍କକ୍ସ୍ଟ ଗଲେ। ସହେି ସ୍ଥାନ ରେ ଶାଉଲ ଦଳେ ଭବିଷ୍ଯଦ୍ବକ୍ତାଙ୍କକ୍ସ୍ଟ ଭଟେିଲେ। ପକ୍ସ୍ଟଣି ପରମେଶ୍ବରଙ୍କ ଆତ୍ମା ତାହାଙ୍କକ୍ସ୍ଟ ଆକ୍ରାନ୍ତ କରନ୍ତେ ସେ ସମାନଙ୍କେ ଭିତ ରେ ନାଚି, ଗାଇ ଭବିଷ୍ଯତ୍ବାଣୀ ପ୍ରଗ୍ଭର କରିବାକୁ ଲାଗିଲେ।
ଏଥି ରେ ଯେଉଁମାନେ ପୂର୍ବରକ୍ସ୍ଟ ଶାଉଲଙ୍କକ୍ସ୍ଟ ଜାଣିଥିଲେ ସମାନେେ ଦେଖିଲେ ଯେ, ସେ ଭବିଷ୍ଯଦ୍ବକ୍ତାଙ୍କ ପରି ଅନ୍ୟ ଭବିଷ୍ଯଦ୍ବକ୍ତାମାନଙ୍କ ଗହଣ ରେ ନାଚକ୍ସ୍ଟଥିଲେ ଓ ଗାଉଥିଲେ। ତା'ପରେ ଲୋକମାନେ ପରସ୍ପର କକ୍ସ୍ଟହାକକ୍ସ୍ଟହି ହବୋକକ୍ସ୍ଟ ଲାଗିଲେ, କୀଶର ପକ୍ସ୍ଟତ୍ର ପ୍ରତି କ'ଣ ଘଟିଲା? ଶାଉଲ କ'ଣ ଭବିଷ୍ଯଦ୍ବକ୍ତାମାନଙ୍କ ମଧିଅରେ ଜଣେ?
ଦାଉଦ ଏକ ଶକ୍ସ୍ଟକ୍କ ଏଫୋଦ ପିନ୍ଧିଥିଲେ। ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ତାଙ୍କର ସମସ୍ତ ସାମର୍ଥ୍ଯ ସହ ନାଚକ୍ସ୍ଟଥିଲେ।
ଦାଉଦ ଆଶୀର୍ବାଦ ଦବୋକକ୍ସ୍ଟ ନିଜର ଘରକକ୍ସ୍ଟ ଗଲେ, କିନ୍ତୁ ଶାଉଲଙ୍କ କନ୍ଯା ମୀଖଲ ବାହାରକକ୍ସ୍ଟ ଆସି ତାଙ୍କୁ ସାକ୍ଷାତ କଲେ ଓ କହିଲେ, ଆଜି ଇଶ୍ରାୟେଲର ରାଜା ନିଜକକ୍ସ୍ଟ ନିଜେ ସମ୍ମାନ କଲେ ନାହିଁ। ତୁମ୍ଭେ ତୁମ୍ଭର ଦାସୀମାନଙ୍କ ସମ୍ମକ୍ସ୍ଟଖ ରେ ଲକ୍ସ୍ଟଗା କାଢି ପକାଇଲେ। ତୁମ୍ଭେ ଜଣେ ନିର୍ ବୋଧପରି କାର୍ୟ୍ଯ କଲ, ୟିଏ ନିଜର ବସ୍ତ୍ର ବିନା ଲଜ୍ଜା ରେ କାଢି ପକାଏ।
ସହେି ସମୟରେ ସଦାପ୍ରଭୁ ଅମାେସଙ୍କ ପୁତ୍ର ଯିଶାଇୟଙ୍କ ଦ୍ବାରା ଏହି କଥା କହିଲେ, ୟାଅ, ତୁମ୍ଭ କଟିରୁ ଚଟବସ୍ତ୍ର କାଢ଼ ଓ ପାଦରୁ ପାଦୁକା କାଢ଼।' ଯିଶାଇୟ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ବିବସ୍ତ୍ର ଏବଂ ଶୂନ୍ଯପାଦ ହାଇେ ଭ୍ରମଣ କଲେ।
ଯାହାସବୁ ଘଟିବ ମୁଁ ସେଥିପାଇଁ ଦୁଃଖିତ ହବେି। ମୁଁ ବିବସ୍ତ୍ର ହାଇେ ଖାଲି ପାଦ ରେ ବୁଲିବି। ମୁଁ ଗୋଟିଏ ଶୃଗାଳ ପରି ବିଳାପ କରିବି ଓ ଓଟପକ୍ଷୀ ପରି ଶାେକ କରିବି।
ତାହାଙ୍କ କଥା ଶୁଣୁଥିବା ସମସ୍ତ ଲୋକ ଆଶ୍ଚର୍ୟ୍ଯ ହେଲେ। ସମାନେେ କହିଲେ, ଏ କ'ଣ ସହେି ଲୋକ ନୁହେଁ, ୟିଏ ଏହି ନାମ ରେ ବିଶ୍ବାସ କରିଥିବା ୟିରୂଶାଲମର ଲୋକମାନଙ୍କୁ ତାଡ଼ନା କରୁଥିଲା? ଏହି ଲୋକ କ'ଣ ସେ ନୁହେଁ, ଯେ କି ସମାନଙ୍କେୁ ବାନ୍ଧି ନଇେ ପ୍ରଧାନ ଯାଜକମାନଙ୍କ ପାଖକୁ ନଇୟିବୋ ପାଇଁ ଏଠାକୁ ଆସିଥିଲା।