Home Bibles ☰ Books ପ୍ରଥମ ରାଜାବଳୀ 18:14 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 18:14 · ଓଡ଼ିଆ ବାଇବେଲ

ଏବେ ତୁମ୍ଭେ କହୁଛ, ୟାଅ ତୁମ୍ଭ ମୁନିବଙ୍କୁ କୁହ ଏଲିଯ ଏଠା ରେ ଅଛି। ତହିଁରେ ସେ ମାେତେ ବଧ କରିବେ।

Cross references

ପ୍ରଥମ ଶାମୁୟେଲ 16:2

କିନ୍ତୁ ଶାମକ୍ସ୍ଟଯଲେ କହିଲେ, ଯଦି ମୁ ୟାଏ, ଶାଉଲ ଏହା ଶୁଣିଲେ ମାେତେ ବଧ କରିବେ।

ମାଥିଉଲିଖିତ ସୁସମାଚାର 10:28

ଲୋକଙ୍କୁ ଭୟ କର ନାହିଁ। ସମାନେେ କବଳେ ତୁମ୍ଭର ଶରୀରକୁ ମାରି ପାରିବେ। ମାତ୍ର ତୁମ୍ଭର ଆତ୍ମାକୁ ମାରି ପାରିବେ ନାହିଁ। ତୁମ୍ଭେ କବଳେ ପରମେଶ୍ବରଙ୍କୁ ଭୟ କର। ସେ କବଳେ ତୁମ୍ଭର ଶରୀର ଓ ଆତ୍ମା ଉଭୟକୁ ନଷ୍ଟ କରି ଦଇେ ପାରିବେ। ସେ ଶରୀର ଓ ଆତ୍ମା ଉଭୟକୁ ନର୍କକୁ ପଠଇେ ପାରିବେ।

Interlinear

Choose Theme