Home Bibles ପ୍ରଥମ ଶାମୁୟେଲ 15:35 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 15:35 · ଓଡ଼ିଆ ବାଇବେଲ

ତା'ପରେ ଶାମକ୍ସ୍ଟଯଲେ ତାଙ୍କ ଜୀବନର ଶଷେ ପର୍ୟ୍ଯନ୍ତ ଶାଉଲଙ୍କକ୍ସ୍ଟ କବେବେି ଦେଖିଲେ ନାହିଁ। କାରଣ ଶାମକ୍ସ୍ଟଯଲେ ଶାଉଲଙ୍କ ପାଇଁ ଶୋକ କଲେ। ପକ୍ସ୍ଟଣି ସଦାପ୍ରଭୁ ଇଶ୍ରାୟେଲ ଉପରେ ଶାଉଲଙ୍କକ୍ସ୍ଟ ରାଜା କରିବାରକ୍ସ୍ଟ ଅନକ୍ସ୍ଟତାପ କଲେ।

Cross references

ଆଦି ପୁସ୍ତକ 6:6

ମନୁଷ୍ଯମାନଙ୍କୁ ଜନ୍ମ ଦଇେଥିବାରୁ, ସଦାପ୍ରଭୁ ଅନୁତାପ କଲେ। ଏହା ସଦାପ୍ରଭୁଙ୍କ ହୃଦଯକୁ ୟନ୍ତ୍ରଣା ଦଲୋ।

ପ୍ରଥମ ଶାମୁୟେଲ 15:11

ସଦାପ୍ରଭୁ କହିଲେ,ଶାଉଲ ମାେତେ ଅନକ୍ସ୍ଟସରଣ କରୁନାହିଁ। ତେଣୁ ଶାଉଲଙ୍କକ୍ସ୍ଟ ରାଜା କରିଥିବାରକ୍ସ୍ଟ ମୁ ଦକ୍ସ୍ଟଃଖିତ ଅଟେ। ସେ ମାରେ ଆଦେଶକକ୍ସ୍ଟ ଅବଜ୍ଞା କଲା। ଏଥି ରେ ଶାମକ୍ସ୍ଟଯଲେ କୋର୍ଧିତ ହେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ସାରା ରାତି ଚିତ୍କାର କରି କାନ୍ଦିଲେ।

ପ୍ରଥମ ଶାମୁୟେଲ 16:1

ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ତୁମ୍ଭେ କେତକୋଳ ଶାଉଲଙ୍କ ପାଇଁ ଶୋକ କରିବ? ମୁ ତାଙ୍କୁ ଇଶ୍ରାୟେଲର ରାଜା ରୂପେ ପ୍ରତ୍ଯାଖ୍ଯାନ କରିଛି। ତୁମ୍ଭେ ଆପଣା ଶିଙ୍ଗ ତୈଳ ରେ ପୂର୍ଣ୍ଣ କରିଗ୍ଭଲ, ମୁ ତୁମ୍ଭକୁ ବୈଥ୍ଲହମରେ ୟିଶୀ ନାମକ ବ୍ଯକ୍ତି ନିକଟକକ୍ସ୍ଟ ପଠାଇବି। କାରଣ ତାହାର ପକ୍ସ୍ଟତ୍ରମାନ୍ଙ୍କ ମଧ୍ଯରକ୍ସ୍ଟ ମୁ ଆପଣା ପାଇଁ ଏକ ରାଜା ଦେଖିଅଛକ୍ସ୍ଟ।

ପ୍ରଥମ ଶାମୁୟେଲ 19:24

ତା'ପରେ ଶାଉଲ ନିଜର ବସ୍ତ୍ର ଉତ୍ତାରିଲେ ଓ ଶାମୁୟେଲଙ୍କ ସମ୍ମକ୍ସ୍ଟଖ ରେ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲେ। ସେ ସହେି ଦିନୟାକ ଏବଂ ରାତ୍ରି ତମାମ ପୋଷାକ ନ ପିନ୍ଧି ପଡି ରହିଲେ।

ଦିତୀୟ ଶାମୁୟେଲ 6:23

ଏହି ଯୋଗୁ ଶାଉଲଙ୍କର କନ୍ଯା ମୀଖଲଙ୍କର କୌଣସି ସନ୍ତାନ ନ ଥିଲା। ସେ ମୃତକ୍ସ୍ଟ୍ଯ ପର୍ୟ୍ଯନ୍ତ ନିସନ୍ତାନ ଥିଲେ।

ଗୀତସଂହିତା 119:136

ମାେ ଚକ୍ଷୁରୁ ଅଶ୍ରୁ ନଦୀପରି ବହୁଛି। କାରଣ ଲୋକମାନେ ତୁମ୍ଭର ବ୍ଯବସ୍ଥାମାନ ପାଳନ କରୁ ନାହାଁନ୍ତି।

ଗୀତସଂହିତା 119:158

ମୁଁ ବିଶ୍ବାସଘାତକମାନଙ୍କୁ ଦେଖେ। ସମାନେେ ତୁମ୍ଭର ବାକ୍ଯ ମାନନ୍ତି ନାହିଁ। ମୁଁ ସମାନଙ୍କେୁ ଘୃଣାକରେ।

ଯିରିମିୟ 9:1

ଯବେେ ମାରେ ମସ୍ତକ କଳମଯ ଓ ମାରେ ଚକ୍ଷୁ ଲୋତକର ଝରଣାସ୍ବରୂପ ହୁଅନ୍ତା, ତବେେ ମୁଁ ମାହେର ନିହତ ଲୋକମାନଙ୍କ ପାଇଁ ଅହୋରାତ୍ର କ୍ରନ୍ଦନ କରିପାରନ୍ତି।

ରୋମୀୟଙ୍କ ପ୍ରତି ପତ୍ର 9:2

ମାରେ ଅଶଷେ ଦୁଃଖ ଅଛି, ଓ ମୁଁ ଯିହୂଦୀମାନଙ୍କ ଲାଗି ଅଧିକ ବଦନୋଗ୍ରସ୍ତ ଅଛି।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 3:18

ଅନକେ ଲୋକ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁମାନଙ୍କ ଭଳି ଜୀବନ-ଯାପନ କରୁଛନ୍ତି। ମୁଁ ଅନକେଥର ଏହି ଲୋକମାନଙ୍କ ବିଷୟ ରେ କହିଛି। ଏବେ ମଧ୍ଯ ମୁଁ କାନ୍ଦିକାନ୍ଦି ସମାନଙ୍କେ ବିଷୟ ରେ କହୁଛି।

Interlinear

Choose Theme