ପ୍ରଥମ ଶାମୁୟେଲ 14:4 · ଓଡ଼ିଆ ବାଇବେଲ
ଯୋନାଥନ ସିଧା ରାସ୍ତାଦଇେ ପଲେଷ୍ଟୀୟ ଶିବିରକକ୍ସ୍ଟ ୟିବାକକ୍ସ୍ଟ ଯୋଜନା କଲେ ସେ ରାସ୍ତାର ଉଭୟ ପାଶର୍ବ ରେ ବଡ ବଡ ପଥରସବୁ ଥିଲା। ଘାଟୀର ଏକ ପାଶର୍ବ ରେ ବୋତ୍ ସେସ୍ ନାମକ ଏବଂ ଅନ୍ୟ ପାଶର୍ବ ରେ ସନେି ନାମକ ଶିଳାଖଣ୍ତ ଥିଲା।
Cross references
ପ୍ରଥମ ଶାମୁୟେଲ 13:23
ଏ ସମୟରେ ପଲେଷ୍ଟୀୟ ସୈନ୍ଯଦଳ ମିକ୍ମସ୍ ଘାଟୀକକ୍ସ୍ଟ ଜଗିବାକକ୍ସ୍ଟ ଗଲେ।
ଆୟୁବ ପୁସ୍ତକ 39:28
ଉତ୍କ୍ରୋଶ ପକ୍ଷୀ ପର୍ବତର ଢ଼ାଲୁତଟ ରେ ବାସ କରେ। ପର୍ବତର ଢ଼ାଲୁତଟ ହେଉଛି ତା'ର ଦୁର୍ଗ।