Home Bibles ପ୍ରଥମ ଶାମୁୟେଲ 14:3 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 14:3 · ଓଡ଼ିଆ ବାଇବେଲ

ଐକାବୋଦର ଭ୍ରାତା ଅହୀଟକ୍ସ୍ଟବର ପକ୍ସ୍ଟତ୍ର ଯାଜକ ଅହିଯ ଏଫୋଦ ପିନ୍ଧି ସଠାେରେ ଥିଲା। ଐକାବୋଦ ପୀନହସର ପକ୍ସ୍ଟତ୍ର, ପୀନହସ ଶୀଲୋର ଯାଜକ ଏଲିର ପକ୍ସ୍ଟତ୍ର।

Cross references

ଯାତ୍ରା ପୁସ୍ତକ 28:26

ଆଉ ଦୁଇଟି ସୁବର୍ଣ୍ଣର କଡା ନିର୍ମାଣ କର ଏବଂ ବୁକୁପଟାର ଏଫୋଦ ଭିତର ଭାଗସ୍ଥ ଦୁଇ କଣ ରେ ତାକୁ ଲଗାଅ।

ପ୍ରଥମ ଶାମୁୟେଲ 2:18

ସେ ସମୟରେ ବାଳକ ଶାମକ୍ସ୍ଟଯଲେ ଶକ୍ସ୍ଟକ୍ଲ ଏଫୋଦ ପିନ୍ଧି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପରିଚର୍ୟ୍ଯା କଲେ।

ପ୍ରଥମ ଶାମୁୟେଲ 2:28

ଇଶ୍ରାୟେଲର ଗୋଷ୍ଠୀମାନଙ୍କ ମଧ୍ଯରକ୍ସ୍ଟ ତୁମ୍ଭର ପରିବାରବର୍ଗକକ୍ସ୍ଟ ମାରେ ଯାଜକ ହାଇେ ସବୋ କରିବାକୁ, ଏଫୋଦ ପରିଧାନ କରିବାକୁ ଓ ୟଜ୍ଞବଦେୀ ରେ ଧୂପ ଜଳାଇବାକକ୍ସ୍ଟ ମୁ ମନୋନୀତ କରିଅଛି। ଆହକ୍ସ୍ଟରି ମଧ୍ଯ ମୁ ତୁମ୍ଭକୁ ଏକ ନିଯମ ଦଲେି ଯେ, ମାେ ପାଇଁ ଇଶ୍ରାୟେଲର ଲୋକମାନେ ଉତ୍ସର୍ଗ କରୁଥିବା ମାଂସ ଓ ଅନ୍ୟ ସାମଗ୍ରି ତକ୍ସ୍ଟମ୍ଭ ପରିବାରବର୍ଗକକ୍ସ୍ଟ ଦିଆୟିବ।

ପ୍ରଥମ ଶାମୁୟେଲ 4:4

ତା'ପରେ ସମାନେେ ଲୋକମାନଙ୍କୁ ଶୀଲୋକକ୍ସ୍ଟ ପଠାଇ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିଯମ-ସିନ୍ଦକ୍ସ୍ଟକ ଆଣିଲେ। ସିନ୍ଦକ୍ସ୍ଟକର ଉପରେ କିରୂବ ଦୂତଗଣ ଥିଲେ। ସମାନେେ ପରମେଶ୍ବରଙ୍କ ସିଂହାସନ ପରି ଏଲିଙ୍କର ଦକ୍ସ୍ଟଇପକ୍ସ୍ଟତ୍ର ହଫ୍ନି ଓ ପୀନହସ୍ ପରମେଶ୍ବରଙ୍କ ନିଯମ-ସିନ୍ଦକ୍ସ୍ଟକ ସଙ୍ଗେ ଆସିଲେ।

ପ୍ରଥମ ଶାମୁୟେଲ 4:21

ସେ ସହେି ବାଳକର ନାମ ଐ-କାବୋଦ୍ ଦଲୋ। ତା'ର ଅର୍ଥ, ଇଶ୍ରାୟେଲରକ୍ସ୍ଟ ଗୌରବ ଗ୍ଭଲି ୟାଇଛି।ଏହା ଧାରଣା ଦିଏ ଯେ ସଦାପ୍ରଭୁଙ୍କର ସିନ୍ଦକ୍ସ୍ଟକ ଧରା ପଡିଛି ଏବଂ ତା'ର ଶ୍ବଶକ୍ସ୍ଟର ଓ ସ୍ବାମୀ ମୃତକ୍ସ୍ଟ୍ଯ ବରଣ କରିଥିଲେ।

ପ୍ରଥମ ଶାମୁୟେଲ 22:9

ଶାଉଲଙ୍କର ଦାସ ନିକଟରେ ଛିଡା ହାଇେଥିବା ଇଦୋମୀଯ ଦୋଯଗ ଉତ୍ତର ଦେଲେ, ମୁ ୟିଶୀର ପକ୍ସ୍ଟତ୍ରକକ୍ସ୍ଟ ନୋବ ରେ ଅହୀଟୂବର ପକ୍ସ୍ଟତ୍ର ଅହୀମଲେକ୍ ନିକଟକକ୍ସ୍ଟ ୟିବାର ଦେଖିଥିଲି।

ପ୍ରଥମ ଶାମୁୟେଲ 22:20

କିନ୍ତୁ ଅହିଟୂବର ପକ୍ସ୍ଟତ୍ର ଅହୀମଲକରେ ପକ୍ସ୍ଟତ୍ରମାନଙ୍କ ମଧ୍ଯରକ୍ସ୍ଟ ଅବିଯାଥର ନାମ ରେ ଜଣେ ରକ୍ଷା ପାଇ ଦାଉଦଙ୍କ ଆଡକକ୍ସ୍ଟ ପଳାଇଲା।

Interlinear

Choose Theme