ପ୍ରଥମ ଶାମୁୟେଲ 13:16 · ଓଡ଼ିଆ ବାଇବେଲ
ଶାଉଲ ଏବଂ ତାଙ୍କ ପକ୍ସ୍ଟଅ ଯୋନାଥନ ସୈନ୍ଯମାନଙ୍କ ସହିତ ବିନ୍ଯାମୀନର ଗିବିଯାକକ୍ସ୍ଟ ୟାତ୍ରା କଲେ।
Cross references
ପ୍ରଥମ ଶାମୁୟେଲ 13:3
ଯୋନାଥନ ଗବୋସ୍ଥିତ ପଲେଷ୍ଟୀୟ ପ୍ରହରୀ ସୈନ୍ଯଦଳକକ୍ସ୍ଟ ସଂହାର କରନ୍ତେ, ପଲେଷ୍ଟୀୟମାନେ ତାହା ଶକ୍ସ୍ଟଣି କହିଲେ, ଏବ୍ରୀଯ ଲୋକମାନେ ବିଦ୍ରୋହ କରିଛନ୍ତି।