Home Bibles ପ୍ରଥମ ଶାମୁୟେଲ 12:20 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 12:20 · ଓଡ଼ିଆ ବାଇବେଲ

ତା'ପରେ ଶାମକ୍ସ୍ଟଯଲେ ଲୋକମାନଙ୍କୁ କହିଲେ, ଭୟଭୀତ ହକ୍ସ୍ଟଅ ନାହିଁ। ଏହା ସତ୍ଯ ତୁମ୍ଭମାନେେ ଏହିସବୁ ବହକ୍ସ୍ଟତ ମନ୍ଦକାର୍ୟ୍ଯ କରିଛ କିନ୍ତୁ ସଦାପ୍ରଭୁଙ୍କୁ ଅନକ୍ସ୍ଟସରଣ କରିବା ବନ୍ଦ କରନାହିଁ। ମନପ୍ରାଣ ଦଇେ ସଦାପ୍ରଭୁଙ୍କର ସବୋ କର।

Cross references

ଯାତ୍ରା ପୁସ୍ତକ 20:19

ଆଉ ସମାନେେ ମାଶାଙ୍କେୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ କଥା କୁହ ଆମ୍ଭମାନେେ ଶୁଣିବୁ, ମାତ୍ର ପରମେଶ୍ବର ଆମ୍ଭମାନଙ୍କ ସଙ୍ଗେ କଥା ନ କୁହନ୍ତୁ, ନ ହେଲ ଆମ୍ଭମାନେେ ମରିୟିବୁ।

ଦିତୀୟ ବିବରଣ 10:12

ଏବେ ହେ ଇଶ୍ରାୟେଲ, ଶକ୍ସ୍ଟଣ! ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ବାସ୍ତବ ରେ ତକ୍ସ୍ଟମ୍ଭଠାରକ୍ସ୍ଟ କ'ଣ ଗ୍ଭହାଁନ୍ତି ଜାଣ? ସେ ଗ୍ଭହାଁନ୍ତି ତାଙ୍କର ବାକ୍ଯ ଅନକ୍ସ୍ଟସା ରେ କର୍ମମାନ କର। ବିଧି ନିଯମ ପାଳନ କର। ପରମେଶ୍ବର ଗ୍ଭହାଁନ୍ତି ତୁମ୍ଭମାନେେ ଅନ୍ତକରଣ ସହକା ରେ ସଦାପ୍ରଭୁଙ୍କୁ ପ୍ ରମେ କର ଓ ତାଙ୍କର ସବୋ କର। ତାଙ୍କର ବ୍ଯବସ୍ଥା ଓ ଆଦେଶ ମାନି ଚଳ।

ଦିତୀୟ ବିବରଣ 11:16

ନିଜ ନିଜ ବିଷଯ ରେ ସାବଧାନ ହକ୍ସ୍ଟଅ। ତୁମ୍ଭମାନଙ୍କର ହୃଦଯକକ୍ସ୍ଟ ପ୍ରଲୋଭିତ କରନାହିଁ ଏବଂ ବିପଥରେ ୟିବାକକ୍ସ୍ଟ ଏବଂ ଅନ୍ୟ ଦବେତାଗଣର ସବୋ କରିବାକୁ ଓ ଉପାସନା କରିବାକୁ ଦିଅ ନାହିଁ।

ଦିତୀୟ ବିବରଣ 31:29

ମୁ ଜାଣେ ମାରେ ମୃତକ୍ସ୍ଟ୍ଯ ପରେ ତୁମ୍ଭମାନେେ ଅତିଶଯ ଦକ୍ସ୍ଟର୍ନୀତିଗ୍ରସ୍ଥ ହବେ। ତୁମ୍ଭମାନେେ ମାରେ ନିର୍ଦ୍ଦେଶୀତ ପଥରକ୍ସ୍ଟ ବିଚକ୍ସ୍ଟ୍ଯତ ହବେ। ଭବିଷ୍ଯତ ରେ ତୁମ୍ଭମାନଙ୍କ ପାଇଁ ବହକ୍ସ୍ଟତ ଅମଙ୍ଗଳ ହବେ। କାରଣ ତୁମ୍ଭମାନେେ ଏହି କର୍ମମାନ କରିବ, ଯାହା ତାଙ୍କ ଦୃଷ୍ଟି ରେ ମନ୍ଦ। ତୁମ୍ଭମାନେେ ଦକ୍ସ୍ଟଷ୍କର୍ମ କରି ତାଙ୍କୁ କୋର୍ଧାନ୍ବିତ କରିବ।

ଯିହୋଶୂୟ 23:6

ତୁମ୍ଭମାନେେ ନିଶ୍ଚିତ ଯତ୍ନଶୀଳ ହବେ ସଦାପ୍ରଭୁଙ୍କର ସହେି ବାକ୍ଯକକ୍ସ୍ଟ ମାନିବା ପାଇଁ ଯାହାକି ସଦାପ୍ରଭୁ ଆମ୍ଭମାନଙ୍କୁ ନିର୍ଦ୍ଦେଶ ଦଇେଛନ୍ତି। ତୁମ୍ଭମାନେେ ମାଶାଙ୍କେ ଦ୍ବାରା ଲିଖିତ ନିଯମ ପୁସ୍ତକର ସମସ୍ତ କଥାକକ୍ସ୍ଟ ଠିକ୍ ଠିକ୍ ଭାବେ ପାଳନକରିବ। କବେେ ବି ସେ ନିଯମରକ୍ସ୍ଟ ବିଚକ୍ସ୍ଟ୍ଯତ ହବେ ନାହିଁ।

ପ୍ରଥମ ବଂଶାବଳୀ 28:9

ଏବଂ ତୁମ୍ଭେ ମାରେ ପୁତ୍ର ଶଲୋମନ, ତୁମ୍ଭ ପିତାର ପରମେଶ୍ବରଙ୍କୁ ଜାଣିଅଛ। ଶୁଦ୍ଧ ହୃଦଯ ରେ ପରମେଶ୍ବରଙ୍କର ସବୋ କର। ପରମେଶ୍ବରଙ୍କ ସବୋ କରିବା ନିମନ୍ତେ ହୃଦଯ ରେ ଆନନ୍ଦିତ ହୁଅ। କାହିଁକି ? କାରଣ ପ୍ରତିଟି ବ୍ଯକ୍ତିର ହୃଦଯ ରେ କ'ଣ ଅଛି, ତାହା ସଦାପ୍ରଭୁ ଜାଣନ୍ତି। ସଦାପ୍ରଭୁ ତୁମ୍ଭ ହୃଦଯର ସମସ୍ତ ଚିନ୍ତାକୁ ବୁଝିପାରନ୍ତି। ଯଦି ତୁମ୍ଭେ ସଦାପ୍ରଭୁଙ୍କ ନିକଟକୁ ସାହାୟ୍ଯ ମାଗବା ନିମନ୍ତେ ୟିବ, ତୁମ୍ଭେ ଉତ୍ତର ପାଇବ। କିନ୍ତୁ ତୁମ୍ଭେ ଯଦି ସଦାପ୍ରଭୁଙ୍କଠାରୁ ଫରେି ଦୂରକୁ ଚାଲିୟିବ, ତବେେ ସେ ତୁମ୍ଭକୁ ଚିରକାଳ ନିମନ୍ତେ ତ୍ଯାଗ କରିବେ।

ଗୀତସଂହିତା 40:4

ୟଦି ଜଣେ ସଦାପ୍ରଭୁଙ୍କୁ ବିଶ୍ବାସ କରେ, ସହେି ବ୍ଯକ୍ତିଟି ପ୍ରକୃତରେ ସୁଖୀ ହୁଏ। ଜଣେ ବ୍ଯକ୍ତି ପ୍ରକୃତରେ ଖୁସିରେ ରହେ, ୟଦି ସେ ପ୍ରତମାନଙ୍କେୁ କିଅବା ମିଥ୍ଯା ଦବେତାମାନଙ୍କୁ ଆଦର କରି ନ ଥାଏ।

ଗୀତସଂହିତା 101:3

ମୁଁ ମାରେ ସମ୍ମୁଖରେ କୌଣସି ମୂଲ୍ଯହୀନ ମୂର୍ତ୍ତି ସ୍ଥାପନ କରିବି ନାହିଁ। ମୁଁ ଦୁଷ୍ଟମାନଙ୍କ କର୍ମକୁ ଘୃଣା କରେ।

ଗୀତସଂହିତା 125:5

ସଦାପ୍ରଭୁ, ସହେିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି। ସହେିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି। ଇଶ୍ରାୟେଲ ଉପରେ ଶାନ୍ତି ବତ୍ତୁର୍।

ଯିରିମିୟ 3:1

ଯଦି କୌଣସି ପୁରୁଷ ତା'ର ସ୍ତ୍ରୀକୁ ପରିତ୍ଯାଗ କରେ ଓ ସେ ସ୍ତ୍ରୀ ତାକୁ ତ୍ଯାଗ କରି ଅନ୍ୟ ପୁରୁଷକୁ ବିବାହ କରେ ତବେେ ତା'ର ସ୍ବାମୀ କ'ଣ ପୁନର୍ବାର ତାହା ନିକଟକୁ ଆସିବ ? ଯଦି ସେ ଲୋକ ପୁନର୍ବାର ତାହା ନିକଟକୁ ଆସିବ ତବେେ ସହେି ଦେଶ ଅତ୍ଯନ୍ତ 'ଅଶୁଚି' ହବେ। ହେ ଯିହୁଦା, ତୁମ୍ଭେ ଅନକେ ଉପପତି ସଙ୍ଗେ ବ୍ଯଭିଚାର କରିଅଛ। ଆଉ ପୁନର୍ବାର ଆମ୍ଭ ନିକଟକୁ ଫରେି ଆସିବାକୁ ଚାହୁଁଛ। ଏହା ସଦାପ୍ରଭୁ କହନ୍ତି।

ହଗୟ 2:5

ସଦାପ୍ରଭୁ କୁହନ୍ତି, ତୁମ୍ଭମାନେେ ମିଶର ପରିତ୍ଯାଗ କଲା ବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ଚୁକ୍ତି କରିଥିଲୁ। ଆମ୍ଭେ ଆପଣା ପ୍ରତିଜ୍ଞା ରକ୍ଷା କରିଅଛୁ। ଆମ୍ଭର ଆତ୍ମା ତୁମ୍ଭମାନଙ୍କ ମଧିଅରେ ଅଛି। ତେଣୁ ଭୟ କରନାହିଁ।

ପିତରଙ୍କ ପ୍ରଥମ ପତ୍ 3:16

କିନ୍ତୁ ତୁମ୍ଭେ ସମାନଙ୍କେୁ ଭଦ୍ର ଭାବରେ ଓ ନମ୍ର ଭାବରେ ବୁଝାଅ। ତୁମ୍ଭେ ସବୁବେଳେ ଅନୁଭବ କରିବା ଉଚିତ ଯେ, ତୁମ୍ଭେ ଠିକ କାମ କରୁଛ। ଏପରି କଲେ, ଯେଉଁମାନେ ତୁମ୍ଭ ବିରୁଦ୍ଧ ରେ ମନ୍ଦ କଥା କହୁଛନ୍ତି, ସମାନେେ ଲଜ୍ଜିତ ହବେେ। ତୁମ୍ଭେ ଖ୍ରୀଷ୍ଟଙ୍କଠା ରେ ଥାଇ ଉତ୍ତମ ଜୀବନ କାଟୁଥିବାରୁ ସମାନେେ ମନ୍ଦ କଥାଗୁଡ଼ିକ କୁହନ୍ତି। ସମାନେେ ତୁମ୍ଭ ବିଷୟ ରେ ମନ୍ଦ କଥା କହିଥିବା ହତେୁ ଲଜ୍ଜିତ ହବେେ।

Interlinear

Choose Theme