ତା'ପରେ ଶାମକ୍ସ୍ଟଯଲେ ଲୋକମାନଙ୍କୁ କହିଲେ, ଆସ ଗିଲ୍ଗଲକକ୍ସ୍ଟ ୟିବା, ସଠାେରେ ଶାଉଲଙ୍କକ୍ସ୍ଟ ପକ୍ସ୍ଟନର୍ବାର ରାଜାରୂପେ ଅଭିଷିକ୍ତ କରିବା।
Cross references
ତହିଁ ପରଦିନ ଅସ୍ଦୋଦର ଲୋକମାନେ ଶୀଘ୍ର ଉଠିଲେ ଏବଂ ଦେଖିଲେ, ଦାଗୋନ୍ର ମୂର୍ତ୍ତୀ ସଦାପ୍ରଭୁଙ୍କ ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖ ରେ ମକ୍ସ୍ଟହଁମାଡି ଭୂମିରେ ପଡିଅଛି। ଦାଗୋନ୍ର ଲୋକମାନେ ପକ୍ସ୍ଟନର୍ବାର ଉଠାଇ ସ୍ଥାନ ରେ ରଖିଲେ।
ସେ ପ୍ରତିବର୍ଷ ଦେଶର ଚତକ୍ସ୍ଟର୍ଦ୍ଦିଗ ୟାତ୍ରା କରନ୍ତି। ସେ ବୈଥେଲ୍, ଗିଲ୍ଗିଲ୍ ଓ ମିସଫୀ ପ୍ରଭକ୍ସ୍ଟତି ସ୍ଥାନକକ୍ସ୍ଟ ୟାତ୍ରା କଲେ। ସେ ଲୋକଙ୍କକ୍ସ୍ଟ ଅନକ୍ସ୍ଟଧ୍ଯାନ କରି ଶାସନ ଚଳାଇଲେ।
ମାେ ପୂର୍ବରକ୍ସ୍ଟ ପ୍ରଥମେ ତୁମ୍ଭେ ଗିଲ୍ଗଲ୍କକ୍ସ୍ଟ ୟିବ। ତା'ପରେ ମୁ ସଠାେକକ୍ସ୍ଟ ହାମବେଳି ଓ ମଙ୍ଗଳାର୍ଥକବଳି ରେ ଉତ୍ସର୍ଗ କରିବି। ମୁ ଆସି ତୁମ୍ଭକୁ କଣ କରିବାକୁ ହବେ କହିବା ପର୍ୟ୍ଯନ୍ତ, ତୁମ୍ଭେ ସଠାେରେ ସାତଦିନ ଅପେକ୍ଷା କରିବାକୁ ହବେ।
ଶାମକ୍ସ୍ଟଯଲେ ଲୋକମାନଙ୍କୁ କହିଲେ, ଏଇ ବ୍ଯକ୍ତିକକ୍ସ୍ଟ ଦେଖ। ପରମେଶ୍ବର ତାଙ୍କୁ ମନୋନୀତ କରିଛନ୍ତି। ତୁମ୍ଭମାନଙ୍କ ମଧିଅରେ ତାଙ୍କଠାରକ୍ସ୍ଟ ସକ୍ସ୍ଟପୁରୁଷ ଆଉ କହେି ନାହାଁନ୍ତି।
ସହେି ସମସ୍ତ ଲୋକମାନେ ସାହସୀ ସୈନ୍ଯ ଥିଲେ। ସମାନେେ ସମ୍ପୂର୍ଣ୍ଣ ଏକମତ ହାଇେ ଦାଉଦଙ୍କୁ ଇଶ୍ରାୟେଲର ରାଜା କରିବା ନିମନ୍ତେ ହିବ୍ରୋଣ ସହରକୁ ଆସିଥିଲେ। ଇଶ୍ରାୟେଲର ଅବଶିଷ୍ଟ ସମସ୍ତ ଲୋକ ମଧ୍ଯ ଦାଉଦଙ୍କୁ ରାଜା କରିବା ନିମନ୍ତେ ସମ୍ମତ ହାଇେଥିଲେ।