Home Bibles ପ୍ରଥମ ରାଜାବଳୀ 9:23 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 9:23 · ଓଡ଼ିଆ ବାଇବେଲ

ସମାନଙ୍କେ ମଧ୍ଯରୁ 550 ଜଣ ଶଲୋମନଙ୍କର କାର୍ୟ୍ଯର ପରିଦର୍ଶକ ଥିଲେ। ଏହି ପ୍ରଧାନ ଅଧ୍ଯକ୍ଷଗଣ ଶଲୋମନଙ୍କର ଶ୍ରମିକମାନଙ୍କ ଉପରେ କତ୍ତୃର୍ତ୍ବ କଲେ।

Cross references

ପ୍ରଥମ ରାଜାବଳୀ 5:16

ଏହା ଛଡା କର୍ମକାରୀ ଲୋକମାନଙ୍କ ଉପରେ 3 ,300 ଲୋକ ପ୍ରଧାନ କାର୍ୟ୍ଯଧ୍ଯକ୍ଷ ନିୟୁକ୍ତି ହେଲେ।

ଦିତୀୟ ବଂଶାବଳୀ 2:18

ଶଲୋମନ 70,000 ବିଦେଶୀଙ୍କୁ ଜିନିଷ ବୋହିବା ନିମନ୍ତେ ବାଛିଲେ। ଶଲୋମନ 80,000 ବିଦେଶୀଙ୍କୁ ପର୍ବତରୁ ପଥର କାଟିବା ନିମନ୍ତେ ବାଛିଲେ। ଆଉ ଶଲୋମନ 3,600 ବିଦେଶୀ ଲୋକଙ୍କୁ କାର୍ୟ୍ଯ କରାଇବା ନିମନ୍ତେ ପର୍ୟ୍ଯବେକ୍ଷକ ରୂପେ ବାଛିଲେ।

ଦିତୀୟ ବଂଶାବଳୀ 8:10

ଆଉ, ଇଶ୍ରାୟେଲର କିଛି ଲୋକଙ୍କୁ ଶ୍ରମିକମାନଙ୍କ କାର୍ୟ୍ଯ ତଦାରଖ କରିବା ପାଇଁ ନିୟୁକ୍ତ କରିଥିଲେ। ସଠାେରେ 250 ଜଣ ତଦାରଖକାରୀ ଥିଲେ।

Interlinear

Choose Theme